ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି। ୟୁଏଇ…

ପଡ଼ିଆ ବାହାରେ ଏମିତି କାମ କଲେ ଧୋନୀ: ସମସ୍ତେ କରୁଛନ୍ତି ବାଃ ବାଃ

ମୁମ୍ବାଇ,୧୫।୪: ଚେନ୍ନାଇ ସୁପର କିଙ୍ଗ୍ସ ନିଜ ଘରୋଇ ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ୨୦୨୪ରେ ଚତୁର୍ଥ ବିଜୟ ହାସଲ କରିଛି। ଚେନ୍ନାଇର ଏହି ବିଜୟରେ…

ଏୟାର ଇଣ୍ଡିଆ ବିମାନ ଯାତ୍ରା ସମୟରେ ରାଗିଲେ ଭାଜପା ନେତା

ନୂଆଦିଲ୍ଲୀ,୧୫।୪: ଦିଲ୍ଲୀ ଏବଂ ଦୁବାଇ ମଧ୍ୟରେ ଏୟାର ଇଣ୍ଡିଆର ବିମାନରେ ପ୍ରମୁଖ ଅବହେଳା ସାମ୍ନାକୁ ଆସିଛି। ଭାଜପା ନେତା ସୁଦର୍ଶନ ମିତ୍ତଲ କହିଛନ୍ତି ଯେ ସେ ଏହି…

କଂଗ୍ରେସରୁ ଟିକେଟ୍‌ ପାଇବା ପରେ ଏମିତି କହିଲେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ

ଭୁବନେଶ୍ୱର,୧୫।୪: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭଙ୍କୁ କଂଗ୍ରେସ ପକ୍ଷରୁ ବେଗୁନିଆରୁ ବିଧାୟକ ପ୍ରାର୍ଥୀ ଘୋଷଣା କରାଯାଇଛି। ଟିକେଟ୍‌ ପାଇବା ପରେ ନିଜ ପ୍ରତିକ୍ରିୟା ଦେଇ…

ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୧୫।୪: ଡହଡହ ଖରାରେ ସିଝୁଛି ରାଜଧାନୀ ଭୁବନେଶ୍ୱର। ଦିନ ସାଢ଼େ ୨ଟାରେ ୪୧.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ପାଲଟିଛି। ଚାନ୍ଦବାଲି ୪୧.୧, ଝାରସୁଗୁଡ଼ା ୪୧…

ଦେଶର ସବୁଠାରୁ ବଡ ଭୋଟର ପରିବାର, ୧୦-୨୦ ନୁହେଁ ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ଶହେରେ

ଗୁଆହାଟି,୧୫।୪: ଲୋକ ସଭା ନିର୍ବାଚନ ୨୦୨୪ରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ଆସାମରେ ଏକ ପରିବାର ଦେଖିବାକୁ…

ରାହୁଲଙ୍କ ପରି ମୋଦି-ଶାହାଙ୍କ ହେଲିକପ୍ଟରର ବି ହେଉ ଯାଞ୍ଚ: ଜୟରାମ ରମେଶ

ନୂଆଦିଲ୍ଲୀ,୧୫।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରଚାରରେ ନିୟୋଜିତ ନେତାମାନେ ଏବେ ରାଲି ଉପେର ରାଲି କରୁଛନ୍ତି। ଷ୍ଟାର ପ୍ରଚାରକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ…

ଚଳିତ ବର୍ଷ ବଳକା ହେବ ମୌସୁମୀ ବର୍ଷା: ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ନେଇ ଆସୁଛି ଦକ୍ଷିଣ ପଶ୍ଚିମ ମୌସୁମୀ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି।…

ସୁପ୍ରିମକୋର୍ଟରୁ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ବସ୍ତି, ୨୯ ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୫।୪: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରିଲିଫ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ…

ଭାଜପାରେ ସାମିଲ ହେଲେ କାରଖାନା ଭାଉଜ

ଭୁବନେଶ୍ୱର,୧୫।୪: ରାଜଧାନୀ ଭୁବନେଶ୍ୱରରେ କାର୍‌ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ମିଶ୍ରଣ…