ଜନ୍ମଦିନରେ କରିଥାନ୍ତେ ନିଜ ରାଜନୈତିକ ପାର୍ଟିର ଲଞ୍ଚ, ହେଲେ ଥାଲାପଥିଙ୍କର ରହିଛି ଅଲଗା ପ୍ଲାନ

ନୂଆଦିଲ୍ଲୀ,୨୨।୬: ସାଉଥ୍‌ ସୁପରଷ୍ଟାର ଥାଲାପଥି ବିଜୟ ଚଳିତ ବର୍ଷ ଆରମ୍ଭରେ ନିଜର ରାଜନୈତିକ ଦଳ ତାମିଜାଗା ଭେଟ୍ରି କାଜଗାମ ଲଞ୍ଚ କରିଛନ୍ତି। କିନ୍ତୁ ଚଳିତ ଲୋକ ସଭା…

ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା: ସନ୍ତୋଷ ସିଂ ସାଲୁଜା ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୨୨।୬: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ହେଉଛି। କିଏ କାହିଁକି ଏଭଳି କାଣ୍ଡ କରିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।…

କାହିଁକି ଭତ୍ତୃହରିଙ୍କୁ କରଗଲା ପ୍ରୋ ଟେମ ସ୍ପିକର, ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୨।୬: ସୋମବାର ଠାରୁ ୧୮ତମ ଲୋକ ସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତଥାପି ଏହା ପୂର୍ବରୁ ପ୍ରୋଟେମ ସ୍ପିକରଙ୍କୁ ନେଇ ବିବାଦ ଲାଗି ରହିଛି।…

ସରକାରୀ ବାବୁ ସାବଧାନ, ୯.୧୫ ସୁଦ୍ଧା ଅଫିସ୍‌ ନ ପହଞ୍ଚିଲେ…

ନୂଆଦିଲ୍ଲୀ, ୨୨।୬: କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର । ଅଫିସ୍‌ରେ ଡେରିରେ ପହଞ୍ଚୁଥିବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ…

ଧୋନିଙ୍କ କ୍ୟାପଟେନଶିପକୁ ନେଇ ବଡ ବୟାନ ଦେଲେ ଗମ୍ଭୀର

ନୂଆଦିଲ୍ଲୀ,୨୨।୬: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦୌଡ଼ରେ ଆଗରେ ଥିବା କ୍ରିକେଟର ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ଅଧିନାୟକତ୍ୱ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କେକେଆର…

ବରିଷ୍ଠ ଆଇଏଏସ୍‌ ଅଧିକାରୀ ଯାମିନୀ ଷଢଙ୍ଗୀଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର,୨୨।୬: ବରିଷ୍ଠ ଆଇଏଏସ୍‌ ଅଧିକାରୀ ଯାମିନୀ ଷଢଙ୍ଗୀଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ…

ରୋଷେଇ ଘରୁ ଉଭାନ ହେଲାଣି ପରିବା, ବର୍ଷକରେ ଖାଦ୍ୟ ପଦାର୍ଥରେ ୬୫ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୨୨।୬: ପ୍ରବଳ ଉତ୍ତାପ ମଧ୍ୟରେ ମୁଦ୍ରାସ୍ଫୀତି ପୁଣିଥରେ ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଛି। ଗତ ଏକ ବର୍ଷ ମଧ୍ୟରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ୬୫…

ସକ୍ରିୟ ରହିଛି ମୌସୁମୀ ବାୟୁ: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୬: ଓଡ଼ିଶାର ୨୪ ଜିଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଛି। ଏହାର ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ହୋଇଛି। ବାକି ୬ ଜିଲାରେ ମୌସୁମୀ ବାୟୁ ଛୁଇଁନାହିଁ।…

ସାନ୍ତାଳୀ ଭାଷାରେ ଶପଥ ନେବେ ମୟୂରଭଞ୍ଜ ଏମ୍‌ପି ନବଚରଣ ମାଝି, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୨।୬: ନବନିର୍ବାଚିତ ଏମ୍‌ପି ମାନେ ଆସନ୍ତା ୨୪ ତାରିଖରେ ସଂସଦରେ ଶପଥ ଗ୍ରହଣ କରିବେ । ଓଡ଼ିଶାର ୨୧ ଏମ୍‌ପି ମଧ୍ୟ ଶପଥ ଗ୍ରହଣ କରିବେ ।…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ମୁଖ୍ୟ ପୂଜାରୀ ରହିଥିବା ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ

ନୂଆଦିଲ୍ଲୀ,୨୨।୬: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ରହି ୧୨୧ ବୈଦିକ ବ୍ରାହ୍ମଣଙ୍କ ନେତୃତ୍ୱ ନେଇଥିବା ମୁଖ୍ୟ ପୂଜାରୀ ତଥା କାଶୀ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ…