ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା: ଆନ୍ଦୋଳନରେ ସାମିଲ ହେଲା ଆଇଏମ୍‌ଏ

ନୂଆଦିଲ୍ଲୀ,୧୭ା୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ପିଜି ମେଡିକାଲ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲା ପ୍ରତିବାଦରେ ରେସିଡେଣ୍ଟ ଓ ଜୁନିୟର ଡାକ୍ତରମାନଙ୍କ…

ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା ଘଟଣାରେ ୬ଘଣ୍ଟାରେ ଏତଲା ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬ା୮: କୋଲକାତାର ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦେଳାନ ଜାରି ରହିଛି। ଡ୍ୟୁଟିରେ ଥିବା କୌଣସି ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା…

୪୦୦ କୋଟି ଟଙ୍କାର ଅନ୍‌ଲାଇନ ବେଟିଂ ଆପ୍‌ ଜାଲିଆତି: ୪ ଜଣଙ୍କୁ ଧରିଲା ଇଡି

ନୂଆଦିଲ୍ଲୀ,୧୬ା୮: ୪୦୦ କୋଟି ଟଙ୍କାର ଅନ୍‌ଲାଇନ ବେଟିଂ ଆଣ୍ଡ ଗେମିଂ ଆପ୍‌ ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୪ ଜଣଙ୍କୁ ଗିରଫ କରିଛି। ଏହି ଦୁର୍ନୀତିରେ…

ଅଙ୍ଗନୱାଡି ସୁପରଭାଇଜର ନେଉଥିଲେ ଲାଞ୍ଚ: ମାଡ଼ିବସିଲା ଭିଜିଲାନ୍ସ

ଫୁଲବାଣୀ/ଗୋଚ୍ଛାପଡା/ଫିରିଙ୍ଗିଆ,୧୬ା୮(ରାକେଶ କୁମାର ରାଉତ/ରୋହିତ କହଁର/ବିମଳ ଦିଗାଲ): ମିନି ଅଙ୍ଗନୱାଡିକୁ ଅଙ୍ଗନୱାଡି କେନ୍ଦ୍ରରେ ପରିଣତ କରାଇବା ପାଇଁ ଲାଞ୍ଚ ନେବା ବେଳେ ଶୁକ୍ରବାର ଜଣେ ଅଙ୍ଗନୱାଡି ସୁପରଭାଇଜରଙ୍କୁ ଫୁଲବାଣୀ…

ଘୋଷଣା ହେଲା ଜମ୍ମୁ-କଶ୍ମିର ନିର୍ବାଚନ, ଲଢ଼ିବେନି ବଡ଼ ନେତା

ନୂଆଦିଲ୍ଲୀ,୧୬।୮: ଧାରା ୩୭୦ ଉଛେଦ ହେବା ପରେ ଜମ୍ମୁ ଏବଂ କଶ୍ମିରରେ ପ୍ରଥମଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଶୁକ୍ରବାର ଭାରତୀୟ ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ…

ନର୍ସଙ୍କୁ ଅଶାଳୀନ ବ୍ୟବହାର: ଗିରଫ ହେଲେ ଡାକ୍ତର

ରାଉରକେଲା,୧୬।୮(ସଙ୍ଗୀତା ଜେନା): ଝିରପାଣି ଥାନା ଅଧୀନ ଜଗଦା ୟୁଏସ୍‌ଡବ୍ଲ୍ୟସି ହେଲ୍‌ଥ ସେଣ୍ଟରରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ…

ସହକାରୀ ଶିକ୍ଷୟିତ୍ରୀଙ୍କୁ ଶାରୀରିକ ନିର୍ଯାତନା

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମାଣିକେଶ୍ୱରୀ ହାଇସ୍କୁଲର ପ୍ରଧାନଶିକ୍ଷକ ରବି କାନୁନ୍‌ଗୋଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପ୍ରଣତୀ…

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଲେ ହାଇକୋର୍ଟ; ନୂଆ ଲିଷ୍ଟ ଜାରି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬।୮: ୬୯ ହଜାର ଶିକ୍ଷକ ନିଯୁକ୍ତି ମାମଲାରେ ବଡ଼ ରାୟ ଦେଇଛନ୍ତି ହାଇକୋର୍ଟ। କୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଶିକ୍ଷକ ନିଯୁକ୍ତି ମେରିଟ୍ ଲିଷ୍ଟକୁ ଖାରଜ କରି ଦେଇଛନ୍ତି।…

ପୂର୍ବତନ ପ୍ରଧାନମନ୍ତ୍ରୀ ହାସିନାଙ୍କ ନାଁରେ ରୁଜୁ ହେଲା ଆଉ ଏକ ହତ୍ୟା ମାମଲା

ଢାକା,୧୬ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ଶୁକ୍ରବାର ଆଉ ଏକ ମାମଲା ରୁଜୁ ହୋଇଛି। ଜଣେ ଶିକ୍ଷକଙ୍କୁ ହତ୍ୟା ଘଟଣାରେ ହାସିନାଙ୍କୁ ଅଭିଯୁକ୍ତ କରାଯାଇଛି।…