ଦାରିଙ୍ଗବାଡ଼ିରେ ପ୍ରାକ୍‌ ମୌସମୀ ବର୍ଷା

ଦାରିଙ୍ଗବାଡି,୨୧।୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପ୍ରାକ୍‌ ମୌସମୀ ବର୍ଷା ହୋଇଛି। ବର୍ଷା ଯୋଗୁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର…

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ

ଜାକର୍ତ୍ତା,୨୧।୬: ଶୁକ୍ରବାର ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ସକାଳେ ପୂର୍ବ ଉଚ୍ଚଭୂମିରେ ଥିବା ପାପୁଆ ପ୍ରଦେଶରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି।…

ଫ୍ଲୋର ଟେଷ୍ଟ ପାଇଁ କାହିଁକି ପଛଘୁଞ୍ଚା ଦେଉଛି କଂଗ୍ରେସ?

ଚଣ୍ଡିଗଡ଼,୨୧।୬: ହରିୟାଣାରେ ଅଳ୍ପମତରେ ଭାଜପା ସରକାର ଚାଲିଛି। ସମଗ୍ର ପ୍ରସଙ୍ଗରେ ରାଜନୈତିକ ବିବାଦ ଜାରି ରହିଛି। କିନ୍ତୁ କଂଗ୍ରେସ ଦଳ ଫ୍ଲୋର ଟେଷ୍ଟର ଦାବିଠାରୁ ଦୂରେଇ ଯାଇଛନ୍ତି।…

‘ସୁସ୍ଥ ରହିବା ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ: ପ୍ରଦୀପ ପାଣିଗ୍ରାହୀ’

ଛତ୍ରପୁର,୨୧।୬(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ରାଜ୍ୟରେ ଯୋଗ ଦିବସକୁ ବ୍ୟାପକ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ୧୦ତମ ଅନ୍ତର୍ଜାତିକ…

ପଙ୍କଜା ମୁଣ୍ଡେଙ୍କ ଉପରେ ପୁଣି ଭରସା କରିପାରେ ଭାଜପା, ରାଜ୍ୟ ସଭା ପଠାଇବା ଲାଗି ହେଉଛି ଚର୍ଚ୍ଚା!

ନୂଆଦିଲ୍ଲୀ,୨୧।୬: ଦେଶ ସହିତ ମହାରାଷ୍ଟ୍ରର ରାଜନୀତି ମଧ୍ୟ ଏହି ସମୟରେ ଖୁବ ଚର୍ଚ୍ଚାରେ ଅଛି। ଏହି ରାଜନୀତି ମଧ୍ୟରେ ବିଡ ଲୋକ ସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ…

ଥରିଲା ମଧ୍ୟ ପ୍ରଦେଶ

ଭୋପାଳ,୨୧।୬: ଶୁକ୍ରବାର ପୂର୍ବାହ୍ନରେ ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଖବର ପାଇବା ମାତ୍ରେ ଲୋକମାନେ ଘରୁ ବାହାରକୁ ଆସିଥିଲେ। ସୂଚନାନୁସାରେ, ଶୁକ୍ରବାର ରାତି…

ଯୋଗ ଶରୀରକୁ ନିରୋଗ ରଖେ: ମନ୍ତ୍ରୀ

ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶୁକ୍ରବାର ସାରା ବିଶ୍ୱରେ ପାଳିତ ହେଉଛି ୧୦ତମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ପରିପ୍ରେକ୍ଷୀରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିସି ହାଟ ଓ…

କାଳିମାଡ଼କୁ ନେଇ ଆସିଲା ଶରତଙ୍କ ପ୍ରତିକ୍ରିୟା, କହିଲେ ଏହିମାନେ କରିଛନ୍ତି…

ଭୁବନେଶ୍ୱର,୨୧।୬: କାଳିମାଡ଼କୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ଶରତ କହିଛନ୍ତି, ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି। ପୂର୍ବଥର ପିସିସି…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତ୍ୟେକ ପଞ୍ଚାୟତରେ ହେବ…

ଭୁବନେଶ୍ୱର,୨୧।୬: ଆଜି ରାଜ୍ୟରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗୀରରେ ଯୋଗ ଦିବସରେ ଯୋଗ ଦେଇ ବଡ଼ ସୂଚନା ଦେଇଛନ୍ତି। ସେ…

କେନ୍ଦ୍ରମନ୍ତ୍ରୀ ହେବା ମାତ୍ରେ ନିଜ ରାଜ୍ୟ ପାଇଁ ଟଙ୍କା ବର୍ଷା କଲେ ‘ମାମା’

ଭୋପାଳ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂତନ ଏନଡିଏ ସରକାରରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କେନ୍ଦ୍ର କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।…