କର୍ନାଟକରେ ଆତଙ୍କବାଦୀ ଆକ୍ରମଣ ସୂଚନା ମିଥ୍ୟା: ପୂର୍ବତନ ସେନା କର୍ମଚାରୀ ଗିରଫ

ବେଙ୍ଗାଲୁରୁ,୨୭।୪: ଭାରତର ଦକ୍ଷିଣରେ ଥିବା ରାଜ୍ୟ ଗୁଡିକରେ ପ୍ରାୟ ୭ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ଏକ ଫୋନ୍‌ କଲ୍‌ ପାଇବା ପରେ ସବୁଠି କଡା…

ରେଲଓ୍ବେ ଷ୍ଟେଶନ୍‌ରେ ପ୍ରସବ କଲେ ଗର୍ଭବତୀ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରର ଥାନେ ରେଲଓ୍ବେ ଷ୍ଟେଶନ୍‌ରେ ଜଣେ ଗର୍ଭବତୀ ଶନିବାର ପ୍ରସବ କରିଛନ୍ତି। ପୂଜା ଚୌହ୍ବାନ ନାମ୍ନୀ ମହିଳା ଯାତ୍ରୀ ଟ୍ରେନ୍‌କୁ ଅପେକ୍ଷା କରିଥିବାବେଳେ ହଠାତ୍‌ ତାଙ୍କର…

ଜିହ୍ନାଙ୍କୁ ପ୍ରଶଂସା କଲେ ଶତ୍ରୁଘ୍ନ

ଭୋପାଳ,୨୭।୪: ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ମହମ୍ମଦ୍‌ ଅଲ୍ଲୀ ଜିହ୍ନାଙ୍କୁ ପ୍ରଶଂସା କରିଛନ୍ତି। ମଧ୍ୟପ୍ରଦେଶ ଚିନ୍ଦଓ୍ବାରାରେ ଏକ ନିର୍ବାଚନୀ ସଭାରେ ଶତ୍ରୁଘ୍ନ କହିଥିଲେ ଯେ, ସର୍ଦ୍ଧାର ପଟେଲଙ୍କ…

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ ଲଗାଇଲେ ଛାତ୍ର

ଇମ୍ଫାଲ୍‌,୨୭।୪: ମଣିପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୬ ଜଣ ଛାତ୍ର ସ୍ଥାନୀୟ କାଥଲିକ୍‌ ସ୍କୁଲର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ ଲଗାଇ…

ଖୁବ୍‌ଶୀଘ୍ର ଆସିବ ୨୦ ଟଙ୍କିଆ ନୂଆ ନୋଟ୍‌

ନୂଆଦିଲ୍ଲୀ,୨୭।୪: ମହାତ୍ମା ଗାନ୍ଧୀ ସିରିଜର ଏକ ନୂଆ ୨୦ ଟଙ୍କିଆ ନୋଟ୍‌ ଖୁବ୍‌ଶୀଘ୍ର ଜାରି କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ପକ୍ଷରୁ ସୂଚନା ଦିଆଯାଇଛି।…

ଲୋକ ସଭା ନିର୍ବାଚନରେ କଂଗ୍ରେସ ପାଇବ ୫୦ରୁ କମ୍‌ ଆସନ: ମୋଦି

ମୁମ୍ବାଇ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ କରିଛନ୍ତି ଟାର୍ଗେଟ୍‌। ଲୋକ ସଭା ନିର୍ବାଚନରେ କଂଗ୍ରେସ ୫୦ରୁ କମ୍‌ ଆସନ ପାଇବ। ତେଣୁ କଂଗ୍ରେସକୁ ଭୋଟ ଦେଇ ନିଜର…

ଶ୍ରୀଲଙ୍କା ବିସ୍ଫୋରଣ ପରେ ବେଙ୍ଗାଲୁରରେ ହାଇ ଆଲର୍ଟ ଜାରି

ବେଙ୍ଗାଲୁର,୨୭।୪: ଶ୍ରୀଲଙ୍କାରେ ଗତ ୨୧ ତାରିଖରେ ହୋଇଥିବା ବିସ୍ଫୋରଣ ପରେ ବେଙ୍ଗାଲୁର ଓ ମୈସୂରୁରେ ହାଇ ଆଲର୍ଟ ଜାରି କରାଯାଇଛି। କର୍ନାଟକର ଦକ୍ଷିଣାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

୫ ଘଣ୍ଟା ଡାଉନ୍‌ ରହିବା ପରେ ଏୟାର ଇଣ୍ଡିଆ ସର୍ଭର ପୁଣି କାମକଲା: ଦେଶ-ବିଦେଶରେ ଶହଶହ ଯାତ୍ରୀ ହଇରାଣ

ନୂଆଦିଲ୍ଲୀ, ୨୭।୪: ଏୟାର ଇଣ୍ଡିଆର ସର୍ଭର ଶନିବାର ଭୋର୍‌ ସାଢ଼େ ୩ଟାଠାରୁ ଡାଉନ୍‌ ରହିଥିଲା। ଫଳରେ ଦେଶ ବିଦେଶର ଶହଶହ ଯାତ୍ରୀ ହଇରାଣ ହୋଇଥିଲେ। ତେବେ ଏହା…

ଇଷ୍ଟର ସଣ୍ଡେ ବିସ୍ଫୋରଣର ପ୍ରତିଶୋଧ ନେଲା ଶ୍ରୀଲଙ୍କା ଆର୍ମି: ୧୫ ସନ୍ଦିଗ୍ଧଙ୍କ ଏନ୍‌କାଉଣ୍ଟର

କଲମ୍ବୋ,୨୭।୪: ଶ୍ରୀଲଙ୍କା ଆର୍ମି ଇଷ୍ଟର ସଣ୍ଡେ ବିସ୍ଫୋରଣର ପ୍ରତିଶୋଧ ନେଇଛି। ଶ୍ରୀଲଙ୍କାର ପୂର୍ବପ୍ରାନ୍ତରେ ଥିବା ସମ୍ମନତୁରଇଠାରେ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା କେତେକ ସନ୍ଦିଗ୍ଧଙ୍କ ସହିତ ମୁହାଁମୁହିଁ…

ଲିଭର୍‌କୁ ସୁରକ୍ଷିତ ରଖେ ଏହି ପତ୍ର…

ଭୃସଙ୍ଗପତ୍ର ସ୍ବାସ୍ଥ୍ୟ ପାଇଁ ଲାଭକାରୀ । ପ୍ରତିଦିନ ସକାଳେ ଅଧାକପ୍‌ ଭୃସଙ୍ଗପତ୍ର ରସ ପିଇଲେ ଲିଭର ବିଭିନ୍ନ ସଂକ୍ରମଣରୁ ଦୂରେଇ ରୁହେ। ଏହାର କାର୍ଯ୍ୟକୁ ଭୃସଙ୍ଗପତ୍ର ରସ…