ମମତାଙ୍କ ଉପସ୍ଥିତିରେ ସ୍ଥାପନ ହେବ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି

କୋଲକାତା,୧୧।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କାର୍ଯ୍ୟକ୍ରମରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା କୋଲକାତାର କଲେଜ ଷ୍ଟ୍ରିଟ ସ୍ଥିତ…

ଗଞ୍ଜାମ ଜିଲାପରିଷଦ ସଭାପତି ଦାୟିତ୍ୱ ନେଲେ ସ୍ନେହଲତା

ଛତ୍ରପୁର, ୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ସଭାପତି ଭାବେ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ବିଧାୟକଭାବେ ନିର୍ବାଚିତ ହେବା ପରେ ସୁବାସ ଚନ୍ଦ୍ର…

ରଥଯାତ୍ରା ପାଇଁ ସବୁ ଚ୍ୟାନେଲକୁ ସିଧା ପ୍ରସାରଣ ଅନୁମତି

ପୁରୀ ଅଫିସ, ୧୧।୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ପ୍ରସାରଣ ପାଇଁ ଯେଉଁ କଟକଣା ଲାଗୁ କରିବାକୁ ଯୋଜନା କରାଯାଇଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସବୁ…

ଭୋକ ସହ ଲଢ଼େଇରେ ୫ ରାଜ୍ୟ ଆଗୁଆ: ନୀତି ଆୟୋଗ

ନୂଆଦିଲ୍ଲୀ,୧୧।୬: ଭୋକ ସହ ଲଢ଼େଇରେ ଦେଶର ୫ ରାଜ୍ୟ ଆଗୁଆ ରହିଛନ୍ତି। ଏନେଇ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ପଞ୍ଜାବ, କେରଳ, ଗୋଆ, ମିଜୋରାମ୍‌…

ପତ୍ନୀ, ଝିଅଙ୍କୁ ଗୁଳି କରିବା ପରେ ଆତ୍ମହତ୍ୟା କଲେ ବ୍ୟବସାୟୀ

ପାଟନା,୧୧।୬: ବିହାରର ରାଜଧାନୀ ପାଟନାରେ ହୋଇଥିବା ଟ୍ରିପଲ୍‌ ମର୍ଡର ଘଟଣା ମଙ୍ଗଳବାର ସାରା ରାଜ୍ୟକୁ ଚମକାଇ ଦେଇଛି। ପାଟନାରେ ରହୁଥିବା ଜଣେ ବ୍ୟବସାୟୀ ନିଜ ଝିଅ ଓ…

ମୋ ବିରୋଧରେ ଲେଖୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଖାଲି ହୋଇଯିବ ନ୍ୟୁଜ ଚ୍ୟାନେଲ: ରାହୁଲ

ନୂଆଦିଲ୍ଲୀ,୧୧।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସୋସିଆଲ ମିଡିଆ ପୋଷ୍ଟ ହେବା ପରେ ଖବରଦାତାଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ଖବର ଚର୍ଚ୍ଚାରେ ରହିଥିବା…

ଶାନ୍ତିବାର୍ତ୍ତା ଲାଗି ୨ଶହରୁ ଅଧିକ ତାଲିବାନ୍‌ କଏଦୀଙ୍କୁ ମୁକ୍ତ କରିବ ଆଫଗାନୀସ୍ତାନ

କାବୁଲ,୧୧।୬: ଆଫଗାନୀସ୍ତାନରେ ଶାନ୍ତି ସ୍ଥାପନ ପାଇଁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତିବାର୍ତ୍ତା ଲାଗି ଉଦ୍ୟମ ଜାରି ରହିଛି। ଏହାକୁ…

ଲୁଣରେ ଆୟୋଡ଼ିନ୍‌: ଆମେରିକା, ଜର୍ମାନୀ ସମେତ ପୃଥିବୀର ୫୬ ଦେଶରେ ପ୍ରତିବନ୍ଧିତ

ଓ୍ବାଶିଂଟନ,୧୧।୬: ଭାରତରେ ଆୟୋଡ଼ିନ୍‌ଯୁକ୍ତ ଲୁଣର ବ୍ୟବହାର ପାଇଁ ସରକାରଙ୍କ ସ୍ବୀକୃତି ମିଳିଛି। ତେବେ ଏହାକୁ ଆମେରିକା, ଜର୍ମାନୀ ସମେତ ପୃଥିବୀର ୫୬ଟି ଦେଶରେ ପ୍ରତିବନ୍ଧିତ କରାଯାଇଛି। ଏହାଯୋଗୁ…

ଯୁବରାଜ କ୍ରିକେଟର ଜଣେ ଯୋଦ୍ଧା: ଅମିତ ଶାହ

ନୂଆଦିଲ୍ଲୀ, ୧୧।୬: ଭାରତୀୟ କ୍ରିକେଟ ଦଳର ବାମହାତୀ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହ ସୋମବାର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଯୁବିଙ୍କ ଅବସର ପରେ ତାଙ୍କୁ ସାଥୀ ଖେଳାଳିଙ୍କଠାରୁ…

କାମଚଳା ବାଚସ୍ପତି ହେବେ ଭାଜପା ଏମ୍‌ପି ବିରେନ୍ଦ୍ର କୁମାର

ନୂଆଦିଲ୍ଲୀ,୧୧।୬: ୧୭ତମ ଲୋକ ସଭା ପାଇଁ ଭାଜପାର ଏମ୍‌ପି ଡା. ବିରେନ୍ଦ୍ର କୁମାର କାମଚଳା ବାଚସ୍ପତି ଭାବେ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ କାମଚଳା ବାଚସ୍ପତି ପାଇଁ…