ଯନ୍ତ୍ରଣାରୁ ଉପଶମ ଦେବ ଡିଭାଇସ

କାଲିଫର୍ନିଆରେ ଥିବା ମେଡ୍‌ଟେକ୍‌ କମ୍ପାନୀ ଅଧୀନ ମାୟୋସାଇନ୍ସ ନାମକ ସଂସ୍ଥାର ଗବେଷକମାନେ ଏକ ଆୟୋଭେରା-ସି କ୍ରାୟୋଆନାଲଜେସିଆ ଡିଭାଇସ ପ୍ରସ୍ତୁତ କରିଛନ୍ତି। ଏହା ଯନ୍ତ୍ରଣା ଲାଘବ କରିବାରେ ଅନେକାଂଶରେ…

ଖାଦ୍ୟ ନଷ୍ଟ ନ କରିବା ପାଇଁ ଖାଇବା ଥାଳିରେ ଲେଖା ଯାଉଛି ସଚେତନତା ବାର୍ତ୍ତା

ଜୟପୁର,୧୫।୭: ଖାଦ୍ୟ ନଷ୍ଟ ନ କରିବା ପାଇଁ ରାଜସ୍ଥାନରେ ଏକ ନିଆରା ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏନେଇ ଯୋଧପୁରର ମାହେଶ୍ୱରୀ ଏବଂ ଘାଞ୍ଚି ସମାଜ…

ସଚିନଙ୍କ ବିଶ୍ୱ ଏକାଦଶ ଖେଳାଳି ତାଲିକାରେ ଧୋନୀଙ୍କ ସ୍ଥାନ ନାହିଁ

ଲଣ୍ଡନ, ୧୫।୭: କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ବିଶ୍ୱ ଏକାଦଶ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ତାଲିକାରେ ସ୍ଥାନ ପାଇନାହାନ୍ତି…

କୋଲୋନ୍‌ କ୍ୟାନ୍‌ସର ଓ ଭେଣ୍ଡି

କୋଲୋନ୍‌ କ୍ୟାନ୍‌ସରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଭେଣ୍ଡି ଉପକାରୀ ସାବ୍ୟସ୍ତ ହୋଇଥାଏ। ୟୁନିଭର୍ସିଟି ଅଫ୍‌ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ ଭେଣ୍ଡିର ସ୍ବାସ୍ଥ୍ୟୋପକାରୀ ଗୁଣ ସମ୍ପର୍କରେ ଗବେଷଣା କରିବା ସମୟରେ…

ସୋଲାନରେ କାନ୍ଥ ଭୁଶୁଡ଼ିବାରୁ ୭ଯବାନଙ୍କ ସମେତ ୮ମୃତ: ରେସକ୍ୟୁ ଅପରେଶନ୍‌ ଜାରି

ସୋଲାନ,୧୫।୭: ହିମାଚଳ ପ୍ରଦେଶ ସୋଲାନ ଜିଲାର କୁମାରହାଟିରେ ଏକ ଢ଼ାବାରେ କାନ୍ଥ ଭୁଶୁଡ଼ିବାରୁ ୭ଯବାନ ସମେତ ୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ରବିବାର ଏହି ୪ମହଲା ବିଶିଷ୍ଟ…

୧୮ ହଜାର ଦିଆସିଲି ଖୋଳରେ ତିଆରି ହେଲା ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତି

ଗାନ୍ଧିନଗର,୧୫।୭: ଗୁଜରାଟ ବଦୋଦରାରେ ଜଣେ ବ୍ୟକ୍ତି ପାଖାପାଖି ୧୮ ହଜାର ଅଦରକାରୀ ଦିଆସିଲି ଖୋଳରେ ମାହାତ୍ମା ଗାନ୍ଧୀଙ୍କ ଏକ ମୂର୍ତ୍ତି ତିଆରି କରିଥିବା କହିଛନ୍ତି। ଗାନ୍ଧୀଜିଙ୍କ ୧୫୦…

ସଂସ୍କୃତ ସ୍କୁଲରେ ଗାୟତ୍ରୀ ମନ୍ତ୍ରୋଚ୍ଚାରଣ ଶିଖୁଛନ୍ତି ମୁସଲମାନ୍‌ ଛାତ୍ରୀଛାତ୍ର

ଜୟପୁର,୧୫।୭: ଶିକ୍ଷାର କୌଣସି ଧର୍ମ ନାହିଁ। ଏହା ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ଜ୍ଞାନର ଜ୍ୟୋତି ଜଳାଇଥାଏ। ଏହାର ଉଦାହରଣ ପାଲଟିଛି ରାଜସ୍ଥାନ ଜୟପୁରରେ ଥିବା…

ବିଜେତା ଇଂଲଣ୍ଡକୁ ମିଳିଲା ନାହିଁ ଅସଲି ଟ୍ରଫି

ଲଣ୍ଡନ,୧୫।୭:୨୦୧୯ ଆଇସିସି ବିଶ୍ୱକପର ଫାଇନାଲ ମୁକାବିଲା କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ପଡିଆରେ ରବିବାର ଶେଷ ହୋଇଛି। ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଷଷ୍ଠ ଦଳ…

ନନ୍ଦନକାନନରେ ପୁଣି ହେବ ବାଘଙ୍କ ମିଳନ ପ୍ରକ୍ରିୟା : ତିନି ଯୋଡ଼ିକୁ ସାମିଲ କରାଯିବ

ବାରଙ୍ଗ,୧୫।୭(ଡି.ଏନ.ଏ.) : ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ପୁଣି ଆରମ୍ଭ ହେବାକୁ ଯାଉଛି ବାଘମାନଙ୍କ ମିଳନ ପ୍ରକ୍ରିୟା। କଳାଲୋମଯୁକ୍ତ ବାଘଛୁଆ ଜନ୍ମ କରି ନନ୍ଦନକାନନ ନିଜର ଏକ ସ୍ବତନ୍ତ୍ର…

୫ଜଣଙ୍କୁ ନୃତ୍ୟାୟନା ଗୌରବ ସମ୍ମାନ

ଭୁବନେଶ୍ୱର, ୧୫।୭(ବ୍ୟୁରୋ) : ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ‘ନୃତ୍ୟାୟନା’ ରବିବାର ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏସିପି ବିଷ୍ଣୁ ମୋହନ…