ହନିମୁନ୍‌ କରିବାକୁ ଯାଇ ୫୦ ଫୁଟ ତଳକୁ ଖସିପଡ଼ିଲେ ସ୍ବାମୀ, ଉଦ୍ଧାର କଲେ ସ୍ତ୍ରୀ

ହନିମୁନ୍‌ କରିବାକୁ ଯାଇ ଆମେରିକାର ନବବିବାହିତ ଦମ୍ପତି ଏକ ବଡ଼ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଫ୍ଲୋରିଡ଼ାର କ୍ଲେ ଚେଷ୍ଟନ୍‌ ଏବଂ ତାଙ୍କ ସ୍ତ୍ରୀ ଏକ୍‌ମୀ ହନିମୁନ୍‌ ପାଇଁ…

ଫ୍ରାନ୍ସରୁ ମିଳିଲା ବିଶ୍ୱର ସବୁଠୁ ବଡ ଡାଇନୋସର ଜୀବାଶ୍ମ

ପ୍ୟାରିସ୍‌, ୨୮।୭: ବିଶ୍ୱର ସବୁଠୁ ବଡ ଡାଇନୋସର ଜୀବାଶ୍ମ ଫ୍ରାନ୍ସରୁ ମିଳିଛି। ଓଜେଙ୍କ୍‌ ଅଞ୍ଚଳରୁ ବିରାଟକାୟ ଜୀବାଶ୍ମର ସନ୍ଧାନ ମିଳିବା ପରେ ବୈଜ୍ଞାନିକମାନେ ତାକୁ ନେଇ ଖୋଳତାଡ…

ବହୁମତରେ ବିଜୟୀ ହେବୁ: ୟେଦୁରପ୍ପା

ବେଙ୍ଗାଲୁରୁ,୨୮।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭାଜପା ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ସୋମବାର ଅର୍ଥାତ୍‌ ୨୯ ତାରିଖରେ ସେ ସଂଖ୍ୟା ଗରିଷ୍ଠତାର…

ମନ ଜିତିଲେ ବିରାଟ

ନୂଆଦିଲ୍ଲୀ, ୨୮।୭- ମୁମ୍ବାଇର ବରେଲିସ୍ଥିତ ଏନ୍‌ଏସ୍‌ସିଆଇ ଡୋମଠାରେ ଶନିବାର ୟୁ ମୁମ୍ବା ଓ ପୁନେରି ପଲଟନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ…

ଜାଣନ୍ତୁ ହେପାଇଟାଇଟିସ୍‌ ରୋଗର ଲକ୍ଷଣ, ନିରାକରଣ

ଜୁଲାଇ ୨୮କୁ ବିଶ୍ୱ ହେପାଟାଇଟିସ୍‌ ଦିବସ ଭାବେ ପାଳନ କରାଯାଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହେପାଟାଇଟିସ୍‌ ଏମିତି ଏକ ସଂକ୍ରାମକ ରୋଗ ଯାହା ଲିଭର ପ୍ରତି…

ଯୁବିଙ୍କ ଦମ୍‌ରେ ଜିତିଲା ଟରୋଣ୍ଟୋ

ନୂଆଦିଲ୍ଲୀ,୨୮।୭(ପିଟି)- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ (ଯୁବି) ବିସ୍ଫୋରକ ବ୍ୟାଟିଂ ଯୋଗୁ ଟରୋଣ୍ଟୋ ନ୍ୟାଶନାଲ୍ସ ଚଳିତ ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ରେ ପ୍ରଥମ ବିଜୟ ହାସଲ…

ରାଶିଫଳ: ସୋମବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବ୍ୟୟାଧିପ ଧନସ୍ଥାନକୁ ଦୃଷ୍ଟିଦେଉଥିବାରୁ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିବେ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବା ଫଳରେ ମାନସିକ…

ମଇଁଷି ଶିଙ୍ଘରେ ତେଲ ମାଲିସ୍‌ ପାଇଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଲାଲୁ

ନୂଆଦିଲ୍ଲୀ, ୨୮।୭: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କେବଳ…

ଭାଜପାରେ ସାମିଲ ନ ହେବାରୁ ନେତାଙ୍କ ଉପରେ ଚାପ ପକାଯାଉଛି: ଶରଦ ପାଓ୍ବାର

ମୁମ୍ବାଇ,୨୮।୭: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କେନ୍ଦ୍ରର ଭାଜପା ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପାଓ୍ବାର କହିଛନ୍ତି ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଭାଜପା…

କାଉଡି ଯାତ୍ରାରେ ମାତାପିତାଙ୍କୁ ଭାର କରି ନେଲେ ୪ ଭାଇ

ଶାମଲି,୨୮।୭: ହରିୟାନା ପାନିପଥର ୪ ଭାଇ କାଉଡି ଯାତ୍ରାରେ ବାହାରିଥିବା ବେଳେ ସେମାନେ ତାଙ୍କ ମାତାପିତାଙ୍କୁ ଉତ୍ତରାଖଣ୍ଡର ହରିଦ୍ୱାରଠାରୁ ଭାରରେ ବୋହି ରବିବାର ଶାମଲିରେ ପହଞ୍ଚିଛନ୍ତି। ବାଉଁଶ…