ରାଶିଫଳ: ଶୁକ୍ରବାର, ଅଗଷ୍ଟ ୦୨ ତାରିଖ – Daily Horoscope

ମେଷ ବନ୍ଧୁବର୍ଗଙ୍କ ସହାନୁଭୂତି ଓ ଅଧସ୍ତନ କର୍ମଚାରୀଙ୍କ ସହଯୋଗ ଆପଣଙ୍କ କର୍ମପ୍ରବାହରେ ଅନୁକୂଳ ବାତାବରଣ ସୃଷ୍ଟି କରିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବା…

ଥାଇଲାଣ୍ଡ ଓପନରୁ ସାଇନାଙ୍କ ବିଦାୟ

ବ୍ୟାଙ୍କକ୍‌, ୧।୮ (ପି.ଟି.)- ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ପରାଜୟ ସହ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଗୁରୁବାର…

ଫିଫା ଶ୍ରେଷ୍ଠ ଖେଳାଳି ଦୌଡ଼ରେ ରୋନାଲ୍ଡୋ, ମେସି

ପ୍ୟାରିସ, ୧।୮- ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ଶ୍ରେଷ୍ଠ ଫୁଟ୍‌ବଲ ପୁରସ୍କାର ଲାଗି ସମ୍ଭାବ୍ୟ ସଂକ୍ଷିପ୍ତ ତାଲିକା ପ୍ରକାଶ ପାଇଛି। ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି,…

ରାମସୀତା ପରି ଯୋଡି ହ୍ରିତିକ୍‌, ଦୀପିକା

ହିନ୍ଦୁ ପୌରାଣିକ ଗ୍ରନ୍ଥ ‘ରାମାୟଣ’ ଉପରେ ଆଉ ଏକ ବଲିଉଡ୍‌ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ନିର୍ଦ୍ଦେଶକ ନିତେଶ୍‌ ତିଓ୍ବାରୀ ଏବଂ ରବି ଉଡୟାଭରଙ୍କ ଆଗାମୀ ଫିଲ୍ମ…

ବାଲି ଚୋରାଚାଲାଣ : ୫ ଟ୍ରାକ୍ଟର ଜବତ

ଚନ୍ଦ୍ରଗିରି,୧।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଖସଡ଼ା ରାମନଦୀରୁ ଗୁରୁବାର ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ଖବର ପାଇ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା…

ମୋଦି ଦେଉଛନ୍ତି ୧୫ ଲକ୍ଷ: ଏମିତି ମେସେଜ୍‌ ଦେଖି ପୋଷ୍ଟ ଅଫିସ ସାମ୍ନାରେ ଲାଗିଲା ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧।୮: ସୋସିଆଲ ମିଡିଆରେ ଭାଇରାଲ ହେଲା ଏକ ମେସେଜ୍‌। ଯେଉଁଥିରେ ଉଲ୍ଲେଖ ଥିଲା ମୋଦି ୧୫ ଲକ୍ଷ ଟଙ୍କା ପଠାଉଛନ୍ତି। ଆଉ ଏହାକୁ ଦେଖିବା ପରେ କେରଳର…

ରହସ୍ୟ ଉପରୁ ପରଦା ଉଠାଇଲେ ଅମିରଙ୍କ ସ୍ତ୍ରୀ

ଲଣ୍ଡନ, ୧।୮: ଟେଷ୍ଟ କ୍ରିକେଟରୁ ନିକଟରେ ଅବସର ନେଇଥିବା ବୋଲର୍‌ ମହମ୍ମଦ ଅମିର ଏବେ ପାକିସ୍ତାନ ଛାଡି ବ୍ରିଟେନର ସ୍ଥାୟୀ ବାସିନ୍ଦା ହେବା ପାଇଁ ଉଦ୍ୟମ ଚଳାଇଛନ୍ତି।…

ଚୋରି ବାଇକ୍‌ ଜବତ, ୨ ଗିରଫ

ବଡ଼ବିଲ,୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ମୃଣାଳ କଲୋନୀରୁ ଗତ ରବିବାର ପୂର୍ବାହ୍ନରେ ଚୋରି ହୋଇଥିବା ଏକ ବାଇକ୍‌କୁ ପୋଲିସ ଜବତ କରିବା ସହ ଘଟଣାରେ…

ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ:୨୦୨୨ ଅଗଷ୍ଟ ୧୫ ସୁଦ୍ଧା ଦେଶର ସମସ୍ତ ଅଞ୍ଚଳ ହେବ ରାଡାର ପରିସରଭୁକ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଭାବେ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆସନ୍ତା ୫ ବର୍ଷ ପାଇଁ ସେ ଏହି…

ଉନ୍ନାଓ ବଳାତ୍କାର ଘଟଣାର ୫ ମାମଲା ଦିଲ୍ଲୀ ସ୍ଥାନାନ୍ତର: ୪୫ ଦିନରେ ହେବ ଶୁଣାଣି

ନୂଆଦିଲ୍ଲୀ,୧।୮: ଉନ୍ନାଓ ବଳାତ୍କାର ଘଟଣା  ସହ ଜଡିତ ସମସ୍ତ ୫ ମାମଲାକୁ ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତା ୪୫ ଦିନ ମଧ୍ୟରେ ଏହାର ଶୁଣାଣି…