ଯବାନଙ୍କ ପାଇଁ ରାଖୀ ପଠାଇଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୧୫।୮-ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର କ୍ୟାମ୍ପସ ଛାତ୍ର କଂଗ୍ରେସ କମିଟି ପକ୍ଷରୁ ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ ପାଇଁ ରାଖୀ ପଠାଇବା ଲାଗି…

ପୋଲ ନିର୍ମାଣ ହେଉନି: ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ପିଲା

ଫିରଙ୍ଗିଆ, ୧୫ା୮-ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଟେଲାପାଲି ଗ୍ରାମ ଗାଟେଣୀ ନାଳ ଉପରେ ପୋଲ ନିର୍ମାଣ ହେଉନି ା ଫଳରେ ଟେଲାପାଲି, ଶିକୁଳିପଦର, ସିମିଝରି ଗ୍ରାମର ଲୋକେ…

ବରିଷ୍ଠ ନାଗରିକଙ୍କୁ ମାଡ଼ ଅଭିଯୋଗ: ୪ ଦିନ ପରେ ବି ଅଭିଯୁକ୍ତଙ୍କୁ ଧରିନି ପୋଲିସ

ଦିଗପହଣ୍ଡି,୧୫ା୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଚାଉଳିଆ ସାହିର ବୃଦ୍ଧ ସୁଦାମ ସାହୁଙ୍କୁ ୪ ଜଣ ଯୁବକ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୁଦାମଙ୍କୁ ଉଦ୍ଧାର ପାଇଁ…

ବନ୍ୟଜନ୍ତୁକୁ ଗିଳିଲା ବୋଡ଼ା ସାପ

ବୁଗୁଡ଼ା,୧୫ା୮(ଡି.ଏନ୍‌.ଏ.)- ବୁଗୁଡ଼ା ଥାନା ମୋଟାବାଡ଼ି ନିକଟସ୍ଥ ପଡ଼ିଆରେ ବୁଧବାର ସନ୍ଧ୍ୟାରେ ଏକ ବନ୍ୟଜନ୍ତକୁ ଗିଳିବା ଅବସ୍ଥାରେ ବୋଡ଼ା ସାପକୁ ଦେଖିବାକୁ ମିଳିଛି। ଲୋକେ ବିଲରେ କାମ କରି…

ଚିକିତ୍ସା ନାଁରେ ଶରୀରକୁ କାମୁଡ଼ିଥିବା ଗୁଣିଆ ଗିରଫ

କାଲିମେଳା,୧୫ା୮(ଡି.ଏନ.ଏ.):ଶରୀରକୁ କାମୁଡି ରୋଗ ଭଲ କରୁଥିବା ନେଇ ଦାବି କରୁଥିବା ଗୁଣିଆ କସା ବେଟୀ ବୁଧବାର ଗିରଫ ହୋଇଛନ୍ତି। ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତର…

ବିନା ହେଲମେଟରେ ପେଟ୍ରୋଲ ମନା

ଭଞ୍ଜନଗର,୧୫।୮(ଡି.ଏନ.ଏ)- ସେପ୍ଟେମ୍ବର ୧ରୁ ହେଲମେଟ୍‌ ବ୍ୟବହାର ଆଇନକୁ କଡ଼ାକଡ଼ି କରିବାକୁ ଯାଉଛି ଜିଲା ପ୍ରଶାସନ। ଏନେଇ ବୁଧବାର ଅପରାହ୍ନରେ ସ୍ଥାନୀୟ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା…

ବିନା ଲିଜ୍‌ରେ ପଥର ଖାଦାନ: ବଢୁଛି ପଥର ଫଟା, ହ୍ରାସ ପାଉଛି ସବୁଜିମା

ବ୍ରହ୍ମପୁର ଅଫିସ,୧୫ା୮-ଗଞ୍ଜାମ ଜିଲା କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ଥିବା କେରାଣ୍ଡିମାଳ ପର୍ବତକୁ ଏବେ ପଥର ମାଫିଆମାନେ ନିଜ କବଜାକୁ ନେଇ ବେଧଡକ ଓ ବେଆଇନ ଭାବେ ପଥର…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା

ଚନ୍ଦ୍ରଗିରି,୧୫ା୮(ଡି.ଏନ.ଏ.):ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରିର ଚନ୍ଦନପୁର ବସ୍ତିରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀ ଗଳାରେ…

ଆତଙ୍କବାଦୀ ଶରଣକାରୀଙ୍କର ହେବ ପର୍ଦ୍ଦାଫାଶ୍‌: ମୋଦି

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନକୁ କରିଛନ୍ତି ସମାଲୋଚନା। ସେ ପାକିସ୍ତାନର ନାମ ନ ନେଇ କହିଛନ୍ତି ଯେ, ଆତଙ୍କବାଦୀ ଶରଣକାରୀଙ୍କର ପର୍ଦ୍ଦାଫାଶ୍‌…

ରାଜ୍ୟର ୩୯ ଜଣଙ୍କୁ ମିଳିବ ପୋଲିସ ପଦକ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ବୁଧବାର ରାଜ୍ୟ ପୋଲିସ ପଦକ ଘୋଷଣା ହୋଇଛି। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୩୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ବାଧୀନତା…