ଫୋର୍ବସର ଅଧିକ ଆୟ କରୁଥିବା ନାୟିକାଙ୍କ ତାଲିକାରୁ ବାଦ୍‌ ପଡିଲେ ଦୀପିକା, ପ୍ରିୟଙ୍କା

ନୂଆଦିଲ୍ଲୀ,୨୫।୮: ଫୋର୍ବସ ନିକଟରେ ପ୍ରକାଶ କରିଛି ହାଇଏଷ୍ଟ ପେଡ୍‌ ଆକ୍ଟ୍ରେସଙ୍କ ତାଲିକା। ହେଲେ ଏଥିରେ ୨୦୧୭ରେ ଭାରତର ହାଇଏଷ୍ଟ ପେଡ୍‌ ଆକ୍ଟ୍ରେସ ଭାବେ ଦୀପିକା ପାଦୁକୋନଙ୍କ ନାଁ…

ଖୁଦୁରୁକୁଣୀ ପୂଜାରେ ଅଘଟଣ: ଋଷିକୂଲ୍ୟାକୁ ପାଣି ଆଣିବାକୁ ଯାଇ ଭାସିଗଲେ ୫ ବାଳିକା; ୪ ଉଦ୍ଧାର, ଜଣେ ନିଖୋଜ

ଶେରଗଡ଼,୨୫।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କାଞ୍ଜିଆମା ଗ୍ରାମ ଦେଇ ବହିଯାଇଥିବା ଋଷିକୂଲ୍ୟା ନଦୀରେ ରବିବାର ସକାଳେ ୫ ବାଳିକା ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ…

ଜନ୍ମାଷ୍ଟମୀରେ ଲାଲୁ ନନ୍ଦନଙ୍କ ଶ୍ରୀକୃଷ୍ଣ ବେଶ ସୋସିଆଲ ମିଡିଆରେ ଭାଇରାଲ

ପାଟନା,୨୫।୮: କିଛି ନା କିଛି ଘଟଣାକୁ ନେଇ ବହୁ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ଆର୍‌ଜେଡି ନେତା ତେଜପ୍ରତାପ ଯାଦବ ଜନ୍ମାଷ୍ଟମୀ ଅବସରରେ ମଧ୍ୟ ଆସିଛନ୍ତି ଚର୍ଚ୍ଚାକୁ।…

ବାହାରିନ୍‌ରେ ଜେଟଲୀଙ୍କୁ ମନେପକାଇ କିଛି ସମୟ ନିରବି ଗଲେ ମୋଦି

ମାନାମା,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବାହାରିନ୍‌ ଗସ୍ତରେ ଅଛନ୍ତି। ରବିବାର ବାହାରିନ୍‌ ନ୍ୟାଶନାଲ ଷ୍ଟାଡିୟମରେ ପ୍ରାୟ ୧୫ ହଜାର ଭାରତୀୟଙ୍କୁ ଉଦ୍‌ବୋଧନ ଦେବା ସମୟରେ ସେ…

ମୁସଲମାନ୍‌ ଆଇପିଏସ୍‌ ଅଫିସର ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ କଲେ ପୂଜାର୍ଚ୍ଚନା

ଲଳିତପୁର,୨୫।୮: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ରହିଥିବାବେଳେ ଉତ୍ତରପ୍ରଦେଶର ଜଣେ ମୁସଲମାନ୍‌ ଆଇପିଏସ୍‌ ଅଫିସର ସାମ୍ପ୍ରଦାୟିକ ସଦ୍‌ଭାବର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଲଳିତପୁର…

ଏକାକୀ ମହିଳାଙ୍କ ଭରସା ରାଜି ଆକ୍କା

ଚେନ୍ନାଇର ପିଭି ରାଜି ଅଶୋକ ଜଣେ ଅଟୋ ଚାଳିକା। ମଧ୍ୟରାତ୍ର ହେଉକି ଉଦୁଉଦିଆ ଖରାବେଳ, ସେ କେବେ ବି କୌଣସି ମହିଳାଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ମନା…

ଲମ୍ବା ଜିଭ ଥିବା ଶିଶୁ

ଓକଲାହାମର ଫାରା ରଥ୍‌ ଗର୍ଭବତୀ ଥିବା ସମୟରେ ଅଲଟ୍ରାସାଉଣ୍ଡ କରାଇଥିଲେ ଆଉ ଯାହା ଦେଖିଲେ ତାଙ୍କୁ ବେଶ୍‌ କୌତୂହଳମୟ ଲାଗିଥିଲା। ଅଲଟ୍ରାସାଉଣ୍ଡ ଦେଖିଲେ ଲାଗୁଥିଲା ତାଙ୍କ ଗର୍ଭସ୍ଥ…

ବିଲେଇ ପିନ୍ଧୁଛନ୍ତି ନିଜ ଲୋମରେ ତିଆରି କ୍ୟାପ୍‌

ପୋଷା ପ୍ରାଣୀଭାବେ ଅନେକେ ବିଲେଇ ରଖିବାକୁ ପସନ୍ଦ କରନ୍ତି। ସେମାନଙ୍କ ସୁନ୍ଦର କମନୀୟ ଚେହେରା, ଗେହ୍ଲେଇ ହେବା ଲୋକଙ୍କ ମନ ଜିଣିନିଏ। ଅନେକେ ତ ନିଜ ପୋଷା…

ଭଲ ପିଚ୍‌ ଟେଷ୍ଟ କ୍ରିକେଟକୁ ଆଗକୁ ନେବ: ସଚିନ

ମୁମ୍ବାଇ, ୨୫।୮(ପି.ଟି.): କ୍ରିକେଟର ସବୁ ଲମ୍ବା ଫର୍ମାଟ କୁହାଯାଉଥିବା ଟେଷ୍ଟର ଲୋକପ୍ରିୟତାକୁ ବଞ୍ଚାଇ ରଖିବାକୁ ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପ୍ରୟାସ ଜାରି ରଖିଛି। କ୍ରିକେଟ…

ବିଲେଇଙ୍କ ଫ୍ୟାଶନ ଶୋ’

ପ୍ରତିଦିନ ଦୁନିଆରେ ବିଭିନ୍ନ ପ୍ରକାରର ଫ୍ୟାଶନ ଶୋ’ ଆୟୋଜିତ ହୋଇଥାଏ। କିନ୍ତୁ କେବେ ବିଲେଇଙ୍କ ଫ୍ୟାଶନ ଶୋ ସମ୍ପର୍କରେ ଶୁଣିଛନ୍ତି? ଆମେରିକାର ନ୍ୟୁୟର୍କ ସହରରେ ପ୍ରତିବର୍ଷ ବିଲେଇମାନଙ୍କ…