ସିଦ୍ଧିବିନାୟକଙ୍କୁ ପୂଜାର୍ଚ୍ଚନା କଲେ ଅମିତ ଶାହ

ମୁମ୍ବାଇ,୨।୯: ମାୟାନଗରୀ ମୁମ୍ବାଇରେ ଧୂମଧାମରେ ପାଳନ କରାଯାଉଛି ଗଣେଶ ଚତୁର୍ଥୀ। ଏହି ଅବସରରେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ତଥା…

ଜମି କାଗଜପତ୍ର ପାଇଁ ସରକାରୀ ଅଧିକାରୀଙ୍କ ପାଦ ତଳେ ପଡିଗଲେ ଦୁଇ କୃଷକ

ହାଇଦ୍ରାବାଦ୍‌,୨।୯: ଜମି କାଗଜପତ୍ର ପାଇଁ ସରକାରୀ ଅଧିକାରୀଙ୍କ ପାଦ ତଳେ ଦୁଇ କୃଷକ ପଡୁଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ନିଜ ପୈତୃକ ଜମିକୁ…

୩ ବର୍ଷ ପରେ କୁଳଭୂଷଣଙ୍କୁ ମିଳିଲା କନ୍‌ସୁଲାର ଆକ୍ସେସ: ସାକ୍ଷାତ୍‌କାର କଲେ ଡେପୁଟି ହାଇ କମିଶନର

ଇସ୍‌ଲାମାବାଦ,୨।୯: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ ୩ ବର୍ଷ ପରେ କନ୍‌ସୁଲାର ଆକ୍ସେସ ମିଳିଛି। ସୋମବାର ଭାରତୀୟ ଡେପୁଟି ହାଇ କମିଶନର ଗୌରବ ଆଲୁଓ୍ବାଲିଆ…

ଚାଷୀଙ୍କ ପାଇଁ ୪ହଜାର ୭ଶହ ୫୦ କୋଟିର ପ୍ୟାକେଜ ଘୋଷଣା କଲେ ହରିୟାଣା ସରକାର

ଭିଓ୍ବଣ୍ଡି,୨।୯: ଆଗକୁ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଚାଷୀଙ୍କ ଲାଗି ୪ହଜାର ୭ଶହ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ସୋମବାର…

ମା’ଙ୍କ ନାଁରେ କ୍ୟାନସର୍‌ ହସ୍ପିଟାଲ୍‌ ନିର୍ମାଣ କରିବାକୁ ଚାହୁଁଛନ୍ତି ଏହି ଅଭିନେତା

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଉତ୍ତରପ୍ରଦେଶର ପ୍ରୟାଗରାଜ୍‌ସ୍ଥିତ ନିଜ ଗ୍ରାମରେ ଏକ କ୍ୟାନସର୍‌ ହସ୍ପିଟାଲ୍‌ ମା’ ନର୍ଗିଶଙ୍କ ନାମରେ ଖୋଲିବାକୁ ଚାହୁଁଛନ୍ତି। ନିଜ ଆଗାମୀ ଫିଲ୍ମ ‘ପ୍ରସ୍ତାନମ୍‌’ର…

ଉନ୍ନାଓ ପୀଡିତାଙ୍କ ବୟାନ ରେକର୍ଡ କଲା ସିବିଆଇ

ନୂଆଦିଲ୍ଲୀ,୨।୯: ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧିନ ଥିବା ଉନ୍ନାଓ ବଳାତ୍କାର ପୀତାଙ୍କ ବୟାନ ସିବିଆଇ ରେକର୍ଡ କରିଥିବା ସୂଚନା ମିଳିଛି। ଗୁରୁତର…

ଧୋନୀଙ୍କୁ ପଛରେ ପକାଇଲେ ପନ୍ତ

କିଙ୍ଗ୍‌ଷ୍ଟନ,୨।୯: ଟେଷ୍ଟ କ୍ରିକେଟରେ ଉଇକେଟକିପର ଭାବେ ୫୦ ଉଇକେଟ ନେବାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ…

ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନରେ ତାମିଲନାଡୁ ଇଞ୍ଜିନିୟରିଂ ଛାତ୍ରଙ୍କ ସଚେତନତା ପଦଯାତ୍ରା

ଭୋଗରାଇ, ୨।୯(ଡ଼ି.ଏନ୍‌.ଏ.): ତାମିଲନାଡୁ ମେକାନିକାଲ ଇଞ୍ଜିନିୟରିଂର ଛାତ୍ର ଇନସନଇବେଲ ଜୋଶେଫ ରାଜ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି। ଏଥିପାଇଁ ସେ ଏକ ସଚେତନତା…

ଘଡଘଡି ସହ ବର୍ଷା ସମ୍ଭାବନା, ୧୧ ଜିଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨।୯(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ସୋମବାର ଘଡିଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ଟି ଜିଲା ପାଇଁ ଏନେଇ…

ବାୟୁସେନା ମୁଖ୍ୟଙ୍କ ସହ ମିଗ୍‌-୨୧ ଉଡାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୨।୯: ଭାରତୀୟ ବାୟୁସେନାର ଚିଫ୍‌ ମାର୍ଶଲ ବିଏସ୍‌ ଧନଓ୍ବାଙ୍କ ସହ ମିଶି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ସୋମବାର ପ୍ରଥମ ଥର ଲାଗି ମିଗ୍‌-୨୧ ବିମାନ ଉଡାଇଛନ୍ତି।…