ପୋଲିସର ଟ୍ରାଫିକ ସଚେତନତା ଶୋଭାଯାତ୍ରା: ହେଲ୍‌ମେଟ ପିନ୍ଧିଥିବା ଚାଳକଙ୍କୁ ଗୋଲାପ ଉପହାର

ବରଗଡ଼ ଅଫିସ, ୨।୧୦: ବରଗଡ଼ ଜିଲା ପୋଲିସ ପକ୍ଷରୁ ବୁଧବାର ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଟ୍ରାଫିକ ସଚେତନତା ଶୋଭାଯାତ୍ରା ଜିଲା…

ଖୋର୍ଦ୍ଧା ଆର୍‌ଟିଓ ଅଫିସରୁ ୨ ଦଲାଲ ଗିରଫ: ୧୦୦ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଫର୍ମ, ୮୩ହଜାର ଟଙ୍କା ଜବତ

ଖୋର୍ଦ୍ଧା ଅଫିସ,୨ା୧୦: ଦଲାଲ ଦମନ ଅଭିଯାନରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ୨ ଜଣ ଦଲାଲଙ୍କୁ ମଙ୍ଗଳବାର ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନେ…

କେନ୍ଦୁଝର ଜିଲା ହାବିଲଦାର, କନଷ୍ଟେବଳ ସଂଘ ନିର୍ବାଚନ: ଆଜି ଶପଥ ନେବେ ନୂତନ କର୍ମକର୍ତ୍ତା

କେନ୍ଦୁଝର, ୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାବିଲଦାର, କନଷ୍ଟେବଳ ସଂଘର ନିର୍ବାଚନ ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ରାତି ପର୍ଯ୍ୟନ୍ତ ରିଜର୍ଭ ପୋଲିସଠାରେ ଗଣତି ହୋଇଛି।…

ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଲୁଟ୍‌

କେନ୍ଦୁଝର, ୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା କୃଷକ ବଜାର ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ବ୍ୟବସାୟୀ…

ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏକାଠି ପହଞ୍ଚିଲେ ମୋଦି, କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨।୧୦: ସାରା ଦେଶରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ଏହାସହ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର…

ନଡ଼ିଆ ଗଛରୁ ୧୦ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ରଣପୁର, (ସ୍ବପ୍ର)୨।୧୦: ନୟାଗଡ଼ ଜିଲା ରଣପୁର ବ୍ଲକ ବିରୁଡ଼ା ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ଘର ଆଗରେ ଥିବା ନଡ଼ିଆ ଗଛରୁ ବୁଧବାର ସକାଳେ ଦଶଫୁଟ ଲମ୍ବର ଏକ…

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ରୋହିତଙ୍କ ଅର୍ଦ୍ଧଶତକ, ଲଞ୍ଚ୍‌ ପର୍ଯ୍ୟନ୍ତ ଭାରତ ସ୍କୋର ୯୧/୦

ବିଶାଖାପାଟଣା,୨।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ବୁଧବାରଠାରୁ ଆରମ୍ଭ ହୋଇଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରାରମ୍ଭରୁ ରକ୍ଷାତ୍ମକ…

କଶ୍ମୀର ସମସ୍ୟା ନେଇ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରିପାରେ ପାକିସ୍ତାନ: ଆମେରିକା

ଓ୍ବାଶିଂଟନ,୨।୧୦: କଶ୍ମୀର ସମସ୍ୟା ନେଇ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଦିନରେ ଏହା ଯୋଗୁ ପାକିସ୍ତାନ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ…

ଜଣଙ୍କ ମୃତଦେହ ନେବା ପାଇଁ ଅଡି ବସିଲେ ୭ ସ୍ତ୍ରୀ

ହରିଦ୍ୱାର,୨।୧୦: ଧର୍ମନଗରୀ ହରିଦ୍ୱାରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ମୃତଦେହ ନେବା ପାଇଁ ଅଡି ବସିଛନ୍ତି ତାଙ୍କ ୭ ସ୍ତ୍ରୀ। ଘଟଣାକୁ ନେଇ…

ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ଶାହ: ସ୍ବଚ୍ଛତାକୁ ଜନଆନ୍ଦୋଳନର ରୂପ ଦେଇଛନ୍ତି ମୋଦି

ନୂଆଦିଲ୍ଲୀ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂକଳ୍ପ ଯାତ୍ରାର ଶୁଭାରମ୍ଭ…