ପ୍ରଥମ ଟେଷ୍ଟ: ଓ୍ବାଟଲିଂଙ୍କ ଅପରାଜିତ ଶତକ, ନ୍ୟୁଜିଲାଣ୍ଡ ଅଗ୍ରଣୀ

ମାଉଣ୍ଟ ମାଉନଗାନୁଇ,୨୩।୧୧(ଏଏଫପି): ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଅଗ୍ରାଣୀ ହାସଲ କରିଛି। ଉଇକେଟକିପର…

ବ୍ରିସ୍‌ବେନ୍‌ ଟେଷ୍ଟ: ଓ୍ବାର୍ନର, ଲାବୁସ୍କାନଙ୍କ ବୃହତ୍‌ ଶତକ; ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ବ୍ରିସ୍‌ବେନ,୨୩।୧୧(ଏଏଫ୍‌ପି): ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଓ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନଙ୍କ ବୃହତ ଶତକ ସହାୟତାରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ…

ବିଡିଓଙ୍କ ବଦଳିକୁ ବିରୋଧ: ଆନ୍ଦୋଳନ ଚେତାବନୀ ଦେଲା ମହିଳା ମହାସଂଘ

ଗୋପ,୨୩।୧୧(ଡି.ଏନ୍‌.ଏ.): ଗୋପ ବିଡିଓ ଦୀପ୍ତିରାଣୀ ଦାସ ଯୋଗଦେବାର ଏକ ବର୍ଷ ପୂରି ନ ଥିବାବେଳେ ତାଙ୍କ ବଦଳିକୁ ବାତିଲ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ଥାନୀୟ ବିଧାୟକ…

ଫନୀ ଘରଭଙ୍ଗା ସହାୟତା ସାନି ତଦନ୍ତ ଭୟ

ବ୍ରହ୍ମଗିରି,୨୩ା୧୧(ଡି.ଏନ୍‌.ଏ.): ଫନୀରେ ବ୍ରହ୍ମଗିରି ବ୍ଲକରେ ବିଶେଷ କ୍ଷୟ କ୍ଷତି ହୋଇଥିଲା। ଏଥିରେ ବ୍ରହ୍ମଗିରି ବ୍ଲକରେ ଅନେକ ଘରଦ୍ୱାର ଭାଙ୍ଗିଯାଇଥିଲା ଏନେଇ ମୁଖ୍ୟମନ୍ତ୍ରୀ ଘରଭଙ୍ଗା ସହାୟତା ଘୋଷଣା କରିଥିଲେ।…

ପଞ୍ଚସଖା ସ୍ମୃତି ସମାଧିପୀଠ ଅବହେଳିତ

ସାକ୍ଷୀଗୋପାଳ, ୨୩।୧୧(ଡି.ଏନ୍‌.ଏ.): ସତ୍ୟବାଦୀ ବନବିଦ୍ୟାଳୟ ବିନ୍ଧାଣୀ ପୁଣ୍ୟାତ୍ମା ପଞ୍ଚସଖାଙ୍କ ସ୍ମୃତି ସମାଧି ପୀଠ ଅବହେଳିତ ଅବସ୍ଥାରେ ରହିଛି। ବକୁଳବନ ସନ୍ନିକଟ ପଞ୍ଚସଖା ଖେଳପଡିଆକୁ ଲାଗିରହିଥିବା ଏହି ପୀଠ…

ବୀରରାମଚନ୍ଦ୍ରପୁର ସରପଞ୍ଚ ଉପନିର୍ବାଚନ: ଡୋର କାମ୍ପେନିଂରେ ଲାଗିପଡିଛନ୍ତି ପ୍ରାର୍ଥୀ

ସାକ୍ଷୀଗୋପାଳ, ୨୩।୧୧(ଡି.ଏନ୍‌.ଏ.): ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ଉପନିର୍ବାଚନକୁ ଆଉ ୫ ଦିନ ବାକିରହିଲା। ନିର୍ବାଚନ ପ୍ରଚାର ଅପେକ୍ଷା ଭୋଟର ମାନଙ୍କ ନିକଟତର ହେବାକୁ ପ୍ରାର୍ଥୀମାନେ…

ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯିବା ଘଟଣା: ଜିଲା ଷ୍ଟାଣ୍ଡିଂ କମିଟି ସୁପାରିସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଗୋପ, ୨୩।୧୧(ଡ.ଏନ୍‌.ଏ.): ପୁରୀ ଜିଲା ଷ୍ଟାଣ୍ଡିଂ କମିଟି ଗୋପ ବ୍ଲକ୍‌ର କେତେକ ସ୍କୁଲର ଗତ ୧୮ ତାରିଖରେ ଭିିତ୍ତିଭୂମି ଓ ମଧ୍ୟାହ୍ନ ଭୋଜନ ଯାଞ୍ଚ କରୁଥିବାବେଳେ ଗଣେଶ୍ୱରପୁର…

ପୋଲିସ, ଅବକାରୀ ବିଭାଗ ଚଢାଉ: ଗଞ୍ଜେଇ ଗଛ ନଷ୍ଟ

ମୋହନା,୨୩ା୧୧(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ପକ୍ଷରୁ ଶନିବାର ଏସ୍‌ପି ସାରା ଶର୍ମା ଓ ଜିଲାପାଳ ଅନୁପମ ଶାହଙ୍କ ନିର୍ଦ୍ଦେଶକ୍ରମେ ମୋହନା ଥାନା ବାରିଆବନ୍ଧ ନିକଟସ୍ଥ ଜଙ୍ଗଲରେ…

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ବେଗୁନିଆପଡ଼ା,୨୩ା୧୧(ଡି.ଏନ.ଏ.): ବେଗୁନିଆପଡ଼ା ବ୍ଲକ କୁମ୍ଭାରଗାଁ ପଞ୍ଚାୟତର ତାଳଗାଁରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ୪ ବଖରା ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ…

ଭାଇ ସହ ମିଶି ସ୍ବାମୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ,ଶାଳକଙ୍କ ପରେ ଶ୍ୱଶୁର ଗିରଫ

ଜଗନ୍ନାଥପ୍ରସାଦ,୨୩ା୧୧(ଡି.ଏନ.ଏ.): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଟାଧର ଗ୍ରାମରେ ନିଜ ଶ୍ୱଶୁର ଘରେ ବୁଧବାର ରାତିରେ ଟୁଲୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଟୁଲୁଙ୍କ ସ୍ତ୍ରୀ ବିବି…