ନିୟନ୍ତ୍ରଣ ରେଖାଠାରେ ମୁତୟନ ହେବ ସ୍ପାଇକ୍‌ କ୍ଷେପଣାସ୍ତ୍ର: ଟ୍ୟାଙ୍କ୍‌ ସହିତ ବଙ୍କରକୁ କରିବ ଧ୍ୱଂସ

ନୂଆଦିଲ୍ଲୀ,୨୬।୧୧: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ପାଇକ୍‌ କ୍ଷେପଣାସ୍ତ୍ରକୁ ମୁତୟନ କରାଯିବ। ଏଭଳି ୨୪୦ କ୍ଷେପଣାସ୍ତ୍ର କିଣିବା ପାଇଁ ଭାରତ ଇସ୍ରାଏଲ୍‌ ମଧ୍ୟରେ ଚୁକ୍ତି ହୋଇଛି। ଏହି ଗାଇଡେଡ୍‌…

ବନ୍ୟା ପାଣିରେ ସେଲ୍‌ଫି ନେବା ମହଙ୍ଗା ପଡିଲା: ଭିଡିଓ ଭାଇରାଲ

ବୋନିସ,୨୬।୧୧: ଇଟାଲିର ବୋନିସ ସହରରେ ବନ୍ୟା ଜଳରେ ପଶି ଜଣେ ଯୁବକ ସେଲଫି ନେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ…

କଂଗ୍ରେସ ବିଧାୟକ ଦଳର ନେତା ହେଲେ ବାଲାସାହେବ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ। ମଙ୍ଗଳବାର ମୁମ୍ବାଇର ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ ବାଲାସାହେବଙ୍କୁ…

ପିଲାଙ୍କୁ ସ୍ମାର୍ଟଫୋନ୍‌ଠାରୁ ଦୂରେଇବାକୁ ଏହି ସହର ଆପଣାଇଲା ନିଆରା ଉପାୟ

ସ୍ମାର୍ଟଫୋନ ଜୀବନକୁ ସହଜ ଏବଂ ସରଳ କରିଦେଇଛି। କିନ୍ତୁ ଏହି ଆଧୁନିକ ଟେକ୍ନୋଲୋଜି ପିଲାଙ୍କ ପାଇଁ ବହୁତ କ୍ଷତିକାରକ। ଏହାର ପ୍ରଭାବ ସେମାନଙ୍କ ମାନସିକ ଓ ଶାରୀରିକ…

ଇସ୍ତଫା ଦେଇପାରନ୍ତି ଅଜିତ୍‌

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାର ଏବେ ଅଡୁଆରେ ପଡିଯାଇଥିବା କୁହାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହୁଏତ ସେ ଉପ ମୁଖ୍ୟମନ୍ତ୍ରୀ ପଦରୁ…

ଯୋରରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବାସୁଦେବପୁର / ପଦ୍ମପୁର,୨୬।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ନିକଟ ବିଶ୍ୱାଳ ଗୋହିରୀ ଯୋରରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଛି।…

ଖଣିରେ ଅଗ୍ନିକାଣ୍ଡ: ଅପରେଟର ଗୁରୁତର

କାଳିଆପାଣି,୨୬।୧୧: ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଅନ୍ତର୍ଗତ ଏକ ଖଣିରେ ଅଗ୍ନିକାଣ୍ଡ ଘଟିଛି। ଡିଜିରେ ନିଆଁ ଲାଗିଯିବାରୁ ଅପରେଟର ପୋଡି ହୋଇ ଗୁରୁତର ହୋଇଛନ୍ତି…

ପାକିସ୍ତାନ ସୈନ୍ୟ ବାହିନୀରେ ବଡ଼ ଧରଣର ଅଦଳବଦଳ

ଇସଲାମାବାଦ୍‌,୨୬।୧୧: ପାକିସ୍ତାନ ସୈନ୍ୟ ବାହିନୀରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଲ୍ୟୁଟନାଟ୍‌ ଜେନେରାଲ ସାହିର୍‌ ଶମ୍‌ଶାଦ୍‌ ମିର୍ଜାଙ୍କୁ ନୂଆ ଚିଫ୍‌ ଅଫ୍‌ ଜଏଣ୍ଟ୍‌ ଷ୍ଟାପ୍‌ ଭାବେ ନିଯୁକ୍ତ…

ବ୍ରହ୍ମପୁରରେ ଘରୋଇ ବସ୍‌ ସେବା ଠପ୍‌: ଯାତ୍ରୀ ହନ୍ତସନ୍ତ

ବ୍ରହ୍ମପୁର ଅଫିସ,୨୬।୧୧: ଗଞ୍ଜାମ ଜିଲା ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ତଥା ସିଟି ବସ୍‌ଷ୍ଟାଣ୍ଡ ମଙ୍ଗଳବାର ବନ୍ଦ ହୋଇଛିି। ବିଡିଏ ପକ୍ଷରୁ ଜାରି କରାଯାଇଥିବା ପୂର୍ବ ନୋଟିସ୍‌ ଅନୁଯାୟୀ,…

ଫଡ୍‌ନବିସଙ୍କ ଘରେ ପହଞ୍ଚିଲେ ଅଜିତ୍‌

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ବିଧାନସଭା ରାଜନୀତିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଦେବା ପରେ ଏବେ ସେଠାରେ ସମସ୍ତେ ଚଳଚଞ୍ଚଳ। ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କୋର୍ଟ ଭାଜପାକୁ…