ପାକିସ୍ତାନ ସୈନ୍ୟ ବାହିନୀରେ ବଡ଼ ଧରଣର ଅଦଳବଦଳ

ଇସଲାମାବାଦ୍‌,୨୬।୧୧: ପାକିସ୍ତାନ ସୈନ୍ୟ ବାହିନୀରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଲ୍ୟୁଟନାଟ୍‌ ଜେନେରାଲ ସାହିର୍‌ ଶମ୍‌ଶାଦ୍‌ ମିର୍ଜାଙ୍କୁ ନୂଆ ଚିଫ୍‌ ଅଫ୍‌ ଜଏଣ୍ଟ୍‌ ଷ୍ଟାପ୍‌ ଭାବେ ନିଯୁକ୍ତ କରାଯାଇଛି। ସେହିପରି ମେଜର ଜେନେରାଲ ଅଲି ଆମିର ଅଓ୍ବାନ ଏବଂ ମହମ୍ମଦ ସଇଦ୍‌ ଲ୍ୟୁଟ୍‌ନାଟ୍‌ ଜେନେରାଲ ନିଯୁକ୍ତ ହୋଇଛନ୍ତି। ଲ୍ୟୁଟ୍‌ନାଟ୍‌ ଜେନେରାଲ ନଦିମ୍‌ ଜକି ମଞ୍ଜ୍‌ଙ୍କୁ ରଣନୀତି ଯୋଜନା ଡିଭିଜନ୍‌ର ମହାନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି।

Share