ରାଶିଫଳ: ଶୁକ୍ରବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ଭାଗ୍ୟସ୍ଥାନରେ ପଞ୍ଚଗ୍ରହକୂଟ ମାନସିକ ସ୍ତରକୁ ବିଭ୍ରାନ୍ତ କରାଇବ। ଦୀର୍ଘ ସମୟ ଧରି ପାରିବାରିକ ଅସ୍ଥିରତା ଲାଗି ରହିବା କାରଣରୁ କୌଣସି କାମରେ ମନ ଲାଗିବ…

ଚିଡ଼ାଇବା ପରେ ଅଜୟଙ୍କୁ କାଜୋଲଙ୍କ ଜବାବ: ତୁମ ନିଦ ଉଡାଇ ଦେଖ ମୁଁ ନିଶ୍ଚିତରେ ଶୋଇଛି

ବମ୍ବେ: ୧୯୯୭ରେ ରିଲିଜ ହୋଇଥିଲା ଫିଲ୍ମ ‘ଇସ୍କ’। ଏଥିରେ ନାୟକ ଅଜୟ ଦେବଗନ ଏବଂ ନାୟିକା କାଜଲଙ୍କ ଯୋଡି ସମସ୍ତଙ୍କ ମନ ଜିଣିଥିଲା। ଇତିମଧ୍ୟରେ ଫିଲ୍ମକୁ ପୂରିଛି…

ଇମ୍ରାନ୍‌ଙ୍କ ନୂଆ ହିରୋଇନ୍‌, ପ୍ରଥମ ଥର ନଜର ଆସିବେ ହିନ୍ଦୀ ଫିଲ୍ମରେ

ଇମ୍ରାନ ହାସ୍‌ମୀଙ୍କୁ ଫ୍ୟାନ୍‌ମାନେ ବହୁତ ମିସ୍‌ କରୁଛନ୍ତି। କାରଣ ସେ ତାଙ୍କର ଆଗାମୀ ଫିଲ୍ମ ‘ଦ ବଡି’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ…

ଏମ୍‌କେସିଜିରେ ନୋଡାଲ ଅଫିସର ପ୍ରଦୀପ୍ତ ମହାପାତ୍ର: ନିରାମୟ, ନିଦାନରେ ଅବ୍ୟବସ୍ଥା ଦେଖି ହେଲେ କ୍ଷୁବ୍ଧ

ବ୍ରହ୍ମପୁର ଅଫିସ୍‌,୨୮ା୧୧- ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଗୁରୁବାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ପରିଦର୍ଶନରେ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ…

ଉଦ୍ଧବଙ୍କ ଲୋଭନୀୟ ଯୋଜନା: ଟଙ୍କାଏରେ ଚିକିତ୍ସା; ଚାଷୀଙ୍କ ଋଣ ଛାଡ଼

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେ ଲୋକଙ୍କ ପାଇଁ ଲୋଭନୀୟ ଯୋଜନା ଘୋଷଣା କରିଛନ୍ତି। ଶାସନ ଆରମ୍ଭ ହେବା ପୂର୍ବରୁ ମେଣ୍ଟ ସରକାରଙ୍କ ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମ ଘୋଷଣା…

ଏଣିକି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଦିଆଯିବ ମଧ୍ୟାହ୍ନ ଭୋଜନ ଦାୟିତ୍ୱ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଏଣିକି ସ୍କୁଲ ମଧ୍ୟାହ୍ନଭୋଜନ ଦାୟିତ୍ୱ ବୁଝିବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ…

ହେଲମେଟ ପିନ୍ଧି ବୋଲିଂ କଲେ ବୋଲର

ଅକ୍‌ଲାଣ୍ଡ,୨୮।୧୧- କ୍ରିକେଟ ପଡ଼ିଆରେ ବଢ଼ୁଥିବା ଆହତ ସମସ୍ୟା ଯୋଗୁ ଖେଳାଳିଙ୍କ ସୁରକ୍ଷାକୁ ଏବେ ଗୁରୁତ୍ୱ ଦିଆଯାଉଛି। ମୁଣ୍ଡରେ ବଲ ବାଜିବାରୁ ବ୍ୟାଟ୍ସମ୍ୟାନମାନେ ଗଭୀର ଆହାତ ହେବାର ବହୁ…

କମ୍‌ ଫିଲ୍ମ କରି ସଫଳତା ସାଉଁଟିଛନ୍ତି ଏହି ଅଭିନେତ୍ରୀ: ସୋସିଆଲ ମିଡିଆରେ ଶେୟାର କଲେ ପିଲାଦିନର ଫଟୋ

ବଲିଉଡ୍‌ର କିଛି ଅଭିନେତ୍ରୀ ଖୁବ୍‌ କମ୍‌ ଫିଲ୍ମରେ ଅଭିନୟ କରି ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଏମିତି ଜଣେ ସଫଳ ଅଭିନେତ୍ରୀ ହେଉଛନ୍ତି ୟାମି ଗୌତମ। ଆଜି…

ଲିଗାଲ ହାୟାର ସାର୍ଟିଫିକେଟ ପାଇଁ ନେଉଥିଲେ ଲାଞ୍ଚ: ଗିରଫ ହେଲେ ପିଚୁକୁଳି ଏଆର୍‌ଆଇ ଏବଂ ଦଲାଲ

ଖୋର୍ଦ୍ଧା ଅଫିସ,୨୮ା୧୧: ଲିଗାଲ ହାୟାର ସାର୍ଟିଫିକେଟ ଦେବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ଜିଲା ବୋଲଗଡ଼ ତହସିଲର ପିଚୁକୁଳି ଅତିରିକ୍ତ ରେଭିନ୍ୟୁ ଇନ୍ସପେକ୍ଟର(ଏଆର୍‌ଆଇ)କୃଷ୍ଣଚନ୍ଦ୍ର…

ଦୁଇ ପୁଅଙ୍କୁ ନିଜ ଭଳି ନୁହେଁ, ଏହି ଦୁଇ ଖେଳାଳିଙ୍କ ପରି ଦେଖିବାକୁ ଚାହୁଁଛନ୍ତି ସେହ୍ବାଗ

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ସେ ମଜାକିଆ କମେଣ୍ଟ କରି ବେଶ୍‌ ଚର୍ଚ୍ଚାକୁ ମଧ୍ୟ ଆସିଥାନ୍ତି।…