ମାଡାମ ତୁଷାଦ୍‌ରେ ହେବ କାଜଲଙ୍କ ମହମ ପ୍ରତିମୂର୍ତ୍ତି, ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ପ୍ରଥମ

ବମ୍ବେ: ସେଲିବ୍ରିଟିମାନଙ୍କ ପାଇଁ ମାଡାମ ତୁଷାଦ୍‌ ମ୍ୟୁଜିୟମରେ ସ୍ଥାନ ପାଇବା ସମ୍ମାନର କଥା ହୋଇଥାଏ। ପୂର୍ବରୁ ବଲିଉଡର ଅନେକ କଳାକାରଙ୍କ ମହମ ପ୍ରତିମୂର୍ତ୍ତି ଏଠାରେ ସ୍ଥାନ ପାଇସାରିଛି।…

ବଜେଟ ପାଇଁ ସାଧାରଣ ଜନତାଙ୍କଠାରୁ ମତାମତ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକବର୍ଷ ବଜେଟ ପ୍ରସ୍ତୁତି ପାଇଁ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବାକୁ ଚାହୁଁଛି ରାଜ୍ୟ ଅର୍ଥ ବିଭାଗ। ଏଥିଲାଗି ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ବାନ…

ପିଣ୍ଡି ଉପରେ ବସିଥିବା ବେଳେ କୂଅରେ ଖସିପଡ଼ିଲେ, ଯୁବକ ମୃତ

ଡେରାବିଶ,୧୭।୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ଆରିପଦା ଗ୍ରାମରେ ସୋମବାର ରାତିରେ କୂଅରେ ପଡ଼ିଯିବା ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡେରାବିଶ,୧୭।୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ଜହ୍ନିମୂଳ ଗ୍ରାମରେ ଥିବା ଏକ ଗଛରୁ ଝୁଲୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ମଙ୍ଗଳବାର…

କ୍ରିସ୍‌ମାସରେ ଦିଅନ୍ତୁ ଏସବୁ ଉପହାର

ଆସୁଛି କ୍ରିସ୍‌ମାସ। ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଡିସେମ୍ବର ୨୫କୁ ବଡଦିନ, କ୍ରିସ୍‌ମାସ ବା ପ୍ରଭୁ ଯିଶୁଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଇଥାଏ। ବିଶେଷ କରି…

ଶାନ୍ତ ରହିବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୧୨: ସାରାଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ଦେଖାଦେଇଛି। ବିଶେଷତଃ ଦିଲ୍ଲୀରେ ଏହାର ବହୁଳ ଭାବେ ବିରୋଧ ପ୍ରଦର୍ଶନ…

ରାଶିଫଳ: ବୁଧବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅଶାନ୍ତି ଅନୁଭବ କରିପାରନ୍ତି। ଫଳରେ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବନାହିଁ। ଦୀର୍ଘଦିନରୁ…

ପୋଲିସରେ ଭର୍ତ୍ତି ହେଲେ କୃଷକଙ୍କ ୨ଝିଅ, ଜଣେ ପୁଅ

ଲକ୍ଷ୍ନୌ,୧୭।୧୨: ପରିବାରରେ ଯେତେବେଳେ ଜଣେ ପୁଅ ପୋଲିସ ପୋଷାକ ପିନ୍ଧେ ସେତେବେଳେ ସମସ୍ତେ ଗର୍ବ ଅନୁଭବ କରିଥାନ୍ତି। ହେଲେ ଉତ୍ତରପ୍ରଦେଶ ମୁରଦାବାଦରେ ଏଭଳି ଏକ ଘଟଣା ଦେଖିବାକୁ…

ହେଟେଲରେ ବଙ୍ଗୀୟ ଯୁବତୀଙ୍କୁ ମାରପିଟ୍‌, ୨ ଅଟକ

କଟକ ରୋଡ୍‌,୧୭।୧୨(ଡି.ଏନ୍‌.ଏ.): ରାଜଧାନୀର ଏକ ହୋଟେଲରେ ମଙ୍ଗଳବାର ଜଣେ ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ ସହ ମାରପିଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ୨ଜଣଙ୍କୁ ଅଟକ…

ଭଉଣୀଙ୍କ ସହ ଏଥର ଜନ୍ମଦିନ ପାଳିବେ ଭାଇଜାନ

ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ ଡିସେମ୍ବର ୨୭ରେ ନିଜର ୫୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏଥିପାଇଁ ସଲ୍ଲୁଙ୍କ ଘରେ ଖାସ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର…