Categories: Video

ସଫଳ ହେଲା ମାଇଁ ପେପର ବ୍ୟାଗ ଚ୍ୟାଲେଞ୍ଜ । #MyPaperBagChallenge becomes a grand success

Dharitri has been batting for ‘Plastic-free Odisha’ consistently and started #MyPaperBagChallenge back in September 2019 to encourage people to avoid polythene bags. A large number of readers participated in it and made paper bags out of their favourite newspaper bidding goodbye to poly-bags and making the campaign a huge success. Out of thousands of readers who participated in the program, as many as 100 participants were awarded in a special function in Bhubaneswar Saturday.

ଧରିତ୍ରୀ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଗଠନ ଅଭିଯାନ। ୨୦୧୯ ସେପ୍ଟମ୍ବର ମାସରୁ ଆରମ୍ଭ ହୋଇଥିବା ମାଇଁ ପେପର ବ୍ୟାଗ ଚାଲେଞ୍ଜ ଏହି ଅଭିଯାନର ଆଉ ଏକ ବଳିଷ୍ଠ ପଦକ୍ଷେପ। ପ୍ଲାଷ୍ଟିକ ବ୍ୟାଗ ବଦଳରେ ଖବରକାଗଜରେ ବ୍ୟାଗ ପ୍ରସ୍ତୁତ କରି ବ୍ୟବହାର ଉପଯୋଗୀ କରିବା ହିଁ ଏହି କ୍ୟାମ୍ପେନର ଥିଲା ମୂଳ ଉଦ୍ଦେଶ୍ୟ । ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଗଠନ ଅଭିଯାନକୁ ଆହୁରି ଦୃଢ କରିଵା କ୍ଷେତ୍ରରେ ଆପଣ ମାନେ ସାମିଲ ହୋଇଛନ୍ତି। ଏହି କ୍ୟାମ୍ପେନରେ ଅଂଶ ଗ୍ରହଣ କରିଥିବା ଧରିତ୍ରୀର ହଜାର ହଜାର ପାଠିକା ପାଠକଙ୍କ ମଧ୍ୟରୁ ୧୦୦ଜଣଙ୍କୁ ପୁରସ୍କୁତ କରାଯାଇଛି। #Dharitri #PlasticFreeOdisha #DharitriPaperBagChallenge #PlasticFreeOdisha #Bhubaneswar #BabushanMohanty #AswinTripathy #PupulBhuyan #Celebrity #DharitriNewsPaper