୫ ଲକ୍ଷ ୭୦ ହଜାର ବର୍ଷ ପୁରୁଣା ହ୍ରଦର ରହସ୍ୟ ଏବେ ବି ଅଜଣା !

ମୁମ୍ବାଇ,୪।୩: ଭାରତର କେତେକ ସ୍ଥାନରେ ଏଭଳି ରହସ୍ୟ ରହିଛି ଯାହା ଏବେ ବି ବୈଜ୍ଞାନିକଙ୍କୁ ଅଜଣା। ଏପରି ଏକ ହ୍ରଦ ମହାରାଷ୍ଟ୍ରରେ ରହିଛି। ଏହାର ଉତ୍ପତ୍ତି ୫…

ଜାପାନରେ ବନ୍ଦହେଲା ଏକ ସିନେମା ହଲ୍‌, ଶେଷଥର ଲାଗି ଏଠାରେ ପ୍ରଦର୍ଶିତ ହୋଇଥିଲା ଅମୀରଙ୍କ ଏହି ସୁପରହିଟ୍‌ ଫିଲ୍ମ

ମୁମ୍ବାଇ: ଜାପାନର ଓସାକା ସହରରେ ଥିବା ଏକ ସିନେମା ହଲ୍‌ ବନ୍ଦ ହୋଇଯାଇଛି। ୨୯ ଫେବୃୟାରୀରେ ଏନେଇ ଏକ ଟୁଇଟ୍‌ କରାଯାଇଥିଲା। ଏଥିରେ ଲେଖାଥିଲା ‘ଫ୍ୟୁଜ୍‌ ଲାଇନ୍‌…

ଅତିଥି ବେଶରେ ଗହଣା ବ୍ୟାଗ୍‌ ନେଇ ଚମ୍ପଟ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୋଲିସ, ଜବତ ହେଲା ଟଙ୍କା

ଭୁବନେଶ୍ୱର,୪।୩(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା କ୍ରିଷ୍ଟାଲ କୋଟିଆ କଲ୍ୟାଣ ମଣ୍ଡପରେ ଚାଲିଥିବା ଏକ ବିବାହ ଉତ୍ସବରେ ଭିଆଇପି ଅତିଥି ସାଜି ଗହଣା ବ୍ୟାଗ୍‌ ଲୁଟ୍‌ର ପର୍ଦ୍ଦାଫାଶ…

ଶୁଟିଂ ସେଟ୍‌ରେ ସଲମାନ୍‌ଙ୍କୁ ଡରିଯାଇଥିଲେ ଆଦିତ୍ୟ

ମୋହିତ ସୁରୀଙ୍କ ସୁପରହିଟ୍‌ ଫିଲ୍ମ ‘ଆଶିକି-୨’ରେ ଅଭିନୟ କରି ବଲିଉଡ୍‌ ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ଆଦିତ୍ୟ ରୟ କପୁର। ଏହି ଫିଲ୍ମ…

ବ୍ୟାପୁଛି କରୋନା: ମୁକାବିଲା ଲାଗି ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଭୁବନେଶ୍ୱର,୪।୩(ବ୍ୟୁରୋ): ପ୍ରାଣଘାତୀ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ବୁଧବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିବା ସୂଚନା ମିଳିଛି।…

ଅନନ୍ୟା-ବିଜୟଙ୍କ ଯୋଡି ଏବେ ଚର୍ଚ୍ଚାରେ: ପ୍ରଶଂସକ ଦେଲେ ନୂଆ ନାମ ‘ଆନାକୋଣ୍ଡା’

ତେଲୁଗୁ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଯୋଡି ଏବେ ଚର୍ଚ୍ଚାରେ। ବର୍ତ୍ତମାନ ଏହି ଯୋଡି ମୁମ୍ବାଇରେ ଫିଲ୍ମ ‘ଫାଇଟର’ର ଶୁଟିଂ କରୁଛନ୍ତି।…

କରୋନା ଭୟ: ମାସ୍କ୍‌ ପିନ୍ଧି ସଂସଦରେ ପହଞ୍ଚିଲେ ଏମ୍‌ପି

ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ମଧ୍ୟ କରୋନା ଭୟ ଘାରିଛି। ଏହି ମର୍ମରେ ମହାରାଷ୍ଟ୍ରର ଅମରାବତୀ…

କରୋନା ପ୍ରଭାବ ଆଇପିଏଲ୍‌ ଉପରେ ପଡ଼ିବନି

ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣ ଯୋଗୁ ଟୋକିଓ ଅଲମ୍ପିକ ବାତିଲ ହେବାର ଆଶଙ୍କା ଦେଖାଦେଇଛି। ତେବେ ଏଥିପାଇଁ ମାର୍ଚ୍ଚ ୨୯ଠାରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚ୍‌ ନେଇ…

ଅଧା ହେଲା ଆଇପିଏଲ ଚାମ୍ପିୟନ ପୁରସ୍କାର ରାଶି

ନୂଆଦିଲ୍ଲୀ,୪ା୩(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷର ଆଇପିଏଲ ଚାମ୍ପିୟନ ଓ ଉପବିଜେତାଙ୍କ ପୁରସ୍କାର ରାଶି ଅଧା କାଟ କରିବାକୁ ନିଷ୍ପତ୍ତି ନେଇଛି। ଏ ନେଇ…

ଚିନ୍ତା ବଢ଼ାଉଛି ଏହି ବିଲେଇ, କାରଣ ଜାଣିଲେ ଡରିଯିବେ

ଚେନ୍ନାଇ,୪ା୩: ଏକ ବିଲେଇ ଚେନ୍ନାଇରେ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଚେନ୍ନାଇ ବନ୍ଦର ଅଧିକାରୀମାନେ ଏହି ବିଲେଇକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି। କାରଣ ବିଲେଇଟି ଚାଇନାରୁ ୨୦ ଦିନ…