ପୂର୍ବତନ ବିଧାୟକ ପୁରସ୍ତମ ସେଠୀଙ୍କ ପରଲୋକ

ଭଣ୍ଡାରିପୋଖରୀ, ୯ା୩(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରସ୍ତମ ସେଠୀଙ୍କ ସୋମବାର ସକାଳ ସାଢେ ୭ଟା ବେଳେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ରୋଗରେ…

ମହାମାୟୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ବି.ବ୍ରହ୍ମପୁର ଚାମ୍ପିୟନ

ବୁଗୁଡ଼ା,୯।୩(ଡି.ଏନ୍‌.ଏ.)- ବୁଗୁଡ଼ା ବ୍ଲକ ତାଳଶାକର ଗ୍ରାମରେ ଗତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ମହାମାୟୀ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ବି.ବ୍ରହ୍ମପୁର…

ବ୍ୟାୟାମ ପୂର୍ବରୁ ଓ ପରେ

ବ୍ୟାୟାମ କରିବା ପୂର୍ବରୁ ଆମେ ଫିଟ୍‌ ରହିବା ନିହାତି ଜରୁରୀ। ଯଦି ଅସୁସ୍ଥ ରହିବା ସତ୍ତ୍ୱେ ଆମେ ବ୍ୟାୟାମ କରୁ ତେବେ ଏହାର ଖରାପ ପ୍ରଭାବ ଶରୀର…

ଗୁଁଡ଼ିଖାଇ: ଠାକୁରଙ୍କୁ ଲାଗିହେଲା ବସନ୍ତଋତୁ ଫଳ

ବିଜେପୁର୯।୩(ଡି.ଏନ୍‌.ଏ.): ନୂଆଁଖାଇ ପରି ଗୁଁଡିଖାଇ ପଶ୍ଚିମ ଓଡ଼ିଶାର ଏକ କୃଷିଭିତ୍ତିକ ପର୍ବ। ତେଣୁ ବରଗଡ଼ ଜିଲା ବିଜେପୁର ବ୍ଲକର ପୁରପଲ୍ଲୀରେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଗୁଁଡିଖାଇ ପର୍ବ…

ଅରଣ୍ୟା ପକ୍ଷରୁ ଫଗୁଣ ଆସର

ସୁନ୍ଦରଗଡ,୯।୩(ଡି.ଏନ୍‌.ଏ): ସାହିତ୍ୟ ଅନୁଷ୍ଠାନ ଅରଣ୍ୟା ଓ ନବଜୀବନ କ୍ଲବର ମିଳିତ ଆନୁକୂଲ୍ୟରେ ଫଗୁଣ ଆସର ଅନୁଷ୍ଠିତ ହୋଇଯାଇଛି । କବି ସୁବାସ ଦାଶ ଓ କବୟିତ୍ରୀ ସ୍ବର୍ଣ୍ଣମଞ୍ଜରୀ…

ସିଏଏ ବିରୋଧୀଙ୍କ ପୋଷ୍ଟର ହଟାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ପ୍ରୟାଗରାଜ,୯।୩: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଲାଗିଛି ବଡ ଝଟ୍‌କା। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ହିଂସା ଭିଆଇଥିବା ଅଭିଯୋଗରେ ଯେଉଁମାନଙ୍କ…

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ରଖାଯିବାକୁ ବିରୋଧ:ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଗୋବର ପାଣି, ଗଙ୍ଗା ଜଳ ଛିଞ୍ଚନ

ପୁରୀ ଅଫିସ,୯।୩: ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରଖାଯିବା ଘଟଣାକୁ ବିରୋଧ ଜାରି ରହିଛି। ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ଶ୍ରୀମନ୍ଦିର ପ୍ରଶାସନ…

ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ଶପଥ ନେଲେ ଘନି

କାବୁଲ,୯।୩: ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ଦ୍ୱିତୀୟଥର ଶପଥ ନେଇଛନ୍ତି ଅଶରଫ ଘନି। କାବୁଲରେ ଥିବା ରାଷ୍ଟ୍ରପତି ଭବନରେ ସୋମବାର ଘନି ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ…

ପାକିସ୍ତାନରେ ଚିହ୍ନଟ ହେଲେ ୭ କରୋନା ଭାଇରସ ରୋଗୀ

ଇସ୍‌ଲାମାବାଦ,୯।୩: ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା ରବିବାର ଟୁଇଟ୍‌ କରି ଜଣାଇଛନ୍ତି କି ଏବେସୁଦ୍ଧା ପାକିସ୍ତାନରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ରବିବାର କରାଚିରେ…

କ୍ୟାଚ୍‌ ନ ଧରି ବ୍ୟାଟ୍ସମ୍ୟାନଙ୍କୁ ମାଡ଼ି ବସିଲେ ଉଇକେଟକିପର

ଦୁବାଇ,୯।୩- ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ରେ ରବିବାର କରାଚୀ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌କୁ କ୍ୱାଲଣ୍ଡର୍ସ ଲାହୋର ୮ ଉଇକେଟରେ ଜିତି ନେଇଛି। ମ୍ୟାଚ୍‌ରେ କରାଚୀ କିଙ୍ଗ୍ସ…