ମାଗଣା ଜମି ପଟ୍ଟା ବଣ୍ଟନ ଗୁଜବ, ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଭିଡ଼

ଭବାନୀପାଟଣା,୭।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟରେ ମାଗଣା ଜମି ପଟ୍ଟା ପ୍ରଦାନ କରାଯାଉଛି। ଏହି ଖବର ଶୁଣି ଜିଲାର ବିଭିନ୍ନ ବ୍ଲକରୁ ସବୁଜ ପତ୍ରିକାଧାରୀ ମହିଳା ଶୁକ୍ରବାର ଜିଲାପାଳଙ୍କ…

ବାଉଁଶବୁଦା ପଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ପ୍ରଶାସନର ସହାୟତା

ଲୋଇସିଂହା,୭ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ସାଙ୍ଗକୁ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ବୁର୍ଡା ଗ୍ରାମରେ କେତେକ ବ୍ୟକ୍ତି…

ବଲିଉଡ୍‌ ଫିଲ୍ମରେ ହୋଲିର ଝଲକ୍‌

ମୁମ୍ବାଇ: ବିଗତ ଦିନରେ ବଲିଉଡର କିଛି ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳିଥିଲା। ହୋଲି ଗୀତ ସହିତ ଅଭିନେତ୍ରୀ, ଅଭିନେତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ଦୃଶ୍ୟପଟରେ ଆଜି ବି…

ଜଳ ବିଦ୍ୟୁତ୍‌ ପ୍ରକଳ୍ପ କର୍ମଚାରୀଙ୍କ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଶେଷ

କୋରୁକୋଣ୍ଡା,୭ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳାସ୍ଥିତ ଓଡ଼ିଶା ଜଳ ବିଦ୍ୟୁତ୍‌ ପ୍ରକଳ୍ପ କର୍ମଚାରୀଙ୍କ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଶନିବାର ଶେଷ ହୋଇଯାଇଛି। ଚଳିତ ୨୦୨୦ ଏବଂ ୨୦୨୧ ପାଇଁ…

ରାମ ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲେ ଉଦ୍ଧବ

ଅଯୋଧ୍ୟା,୭।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି। ସେ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା…

କରୋନା ମୁକାବିଲା: ଦେଶରେ ୫୨ ଯାଞ୍ଚ୍‌ କେନ୍ଦ୍ର, ୫୭ ସହାୟକ ନମୂନା ସଂଗ୍ରହ କେନ୍ଦ୍ର

ନୂଆଦିଲ୍ଲୀ,୭।୩: କରୋନା ମୁକାବିଲା ପାଇଁ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଦେଶରେ ଦେଶରେ ୫୨ ଯାଞ୍ଚ୍‌ କେନ୍ଦ୍ର ସ୍ଥାପନ କରାଯାଇଛି। ସେହିପରି ୫୭ଟି ସହାୟକ…

୫ କ୍ରିକେଟର ଥିଲେ ଗରିବ ଏବେ ପାଲଟିଛନ୍ତି କୋଟିପତିି

ନୂଆଦିଲ୍ଲୀ, ୭।୩: ଦିନେ ଗରିବ ଥିବା ୫ ଭାରତୀୟ କ୍ରିକେଟରଙ୍କ ପାଖରେ ଏବେ ଅଚଳାଚଳ ସମ୍ପତ୍ତି। ସେମାନେ ପାଲଟି ଯାଇଛନ୍ତି କୋଟିପତି। ସେମାନେ ହେଉଛି ବିରେନ୍ଦ୍ର ସେହ୍ବାଗ,…

କେଶ କାଟିବାରୁ ଅଭିନେତାଙ୍କୁ ଦେବାକୁ ପଡ଼ିଲା ୩୨ ଲକ୍ଷ

ମାଲାୟାଲମ୍‌ ଫିଲ୍ମ ନିର୍ମାତା ସଚିତ୍‌ ନିଗମଙ୍କୁ ନିଜ କେଶ କାଟିବାରୁ ୩୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି। ନିଜ କଥା ରଖି ନ ପାରିବାରୁ ତାଙ୍କୁ ଏହି…

କ୍ରିକେଟକୁ ଓ୍ବାସିମ ଜାଫରଙ୍କ ଅଲ୍‌ବିଦା

ମୁମ୍ବାଇ,୭ା୩(ପି.ଟି.)- ପୂର୍ବତନ ଭାରତୀୟ ଓପନର ଓ୍ବାସିମ ଜାଫର ଶନିବାର କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଏକ ଯୁଗର ଅବସାନ ଘଟିଛି। ୪୨ ବର୍ଷୀୟ…

ବିଜେଡିର ପ୍ରାର୍ଥୀ ଘୋଷଣା: ରାଜ୍ୟ ସଭା ଯିବେ ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର, ମମତା ମହାନ୍ତ

ଭୁବନେଶ୍ୱର,୭ା୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଖାଲି ପଡ଼ିଥିବା ୪ ସିଟ୍‌ ଲାଗି ଦଳ ସୁବାସ ସିଂ, ମୁନା ଖାଁ,…