ଥଇଥାନ ପରେ ଉଚ୍ଛେଦ କରାଯାଉ

ବାଲେଶ୍ୱର ଅଫିସ,୨୪।୨- ବାଲେଶ୍ୱର ସହର ଫାଣ୍ଡିଛକସ୍ଥିତ ଓଭରବ୍ରିଜ୍‌ ତଳେ ଦୋକାନ କରିଥିବା ବ୍ୟବସାୟୀମାନଙ୍କୁ ୧୫ଦିନ ମଧ୍ୟରେ ଉଚ୍ଛେଦ ପାଇଁ ବ୍ରିଟ୍‌ ପକ୍ଷରୁ ନୋଟିସ୍‌ ଦିଆଯାଇଛି। ଏହାର ପ୍ରତିବାଦରେ…

ସନ୍ତରଣରେ ଜୈନ ବିଶ୍ୱବିଦ୍ୟାଳୟକୁ ୪ ସ୍ବର୍ଣ୍ଣ; ଜିଏନଡିୟୁ ଫେନ୍ସିଂରେ ଜିତିଲା ୩ ସ୍ବର୍ଣ୍ଣ

ଭୁବନେଶ୍ୱର,୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରାରମ୍ଭିକ ସଂସ୍କରଣରେ ରବିବାର ସନ୍ତରଣରେ ବେଙ୍ଗାଲୁରୁର ଜୈନ ବିଶ୍ୱବିଦ୍ୟାଳୟ ୪ଟି ସ୍ବର୍ଣ୍ଣ ପଦକ ହାସଲ କରି ପ୍ରଥମ ସ୍ଥାନରେ…

ଚିକିତ୍ସାରେ ଅବହେଳା ଅଭିଯୋଗ

ଅନୁଗୋଳ ଅଫିସ, ୨୪।୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ରୋଗୀଙ୍କ ଚିକିତ୍ସାରେ ଅବହେଳା ହେଉଥିବା ଅଭିଯୋଗ ଆସିଛି। ଡାକ୍ତରଖାନାର ୩ ମହଲା ବିଲ୍ଡିଂରେ ଥିବା ବେଡ ନଂ.…

ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ: ଓଡ଼ିଶାର ସେମିଫାଇନାଲ ଆଶା ଧୂଳିସାତ

କଟକ ଅଫିସ,୨୪ା୨-  ଓଡ଼ିଶାର ରଣଜୀ ଟ୍ରଫି ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି। କ୍ବାର୍ଟର ଫାଇନାଲ ରାଉଣ୍ଡରୁ ଅଭିଯାନ ଶେଷପଥରେ ରହିଛି ଶୁଭ୍ରାଂଶୁ ସେନାପତିଙ୍କ ଦଳ। ଟାଙ୍ଗୀସ୍ଥିତ…

ନାଜମୁଲ, ମୋମିନୁଲଙ୍କ ଅର୍ଦ୍ଧଶତକ

ଢାକା,୨୩ା୨(ଏଏଫ୍‌ପି): ଢାକାଠାରେ ଖେଳାଯାଉଥିବା ଜିମ୍ବାଓ୍ବେ ବିପକ୍ଷ ଏକମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ନାଜମୁଲ ହୋସେନ ଏବଂ ମୋମିନୁଲ ହକ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ବାଂଲାଦେଶ ନିଜ ସ୍ଥିତିକୁ ସୁଦୃଢ…

ପ୍ରେଗ୍‌ ଚେସ୍‌ ଫେଷ୍ଟିଭାଲ: ଆକାଶ ଜିତିଲେ ଓପନ ଇଭେଣ୍ଟ

ପ୍ରେଗ୍‌,୨୩ା୨ (ପି.ଟି.)- ଭାରତର ଜି. ଆକାଶ ଏଠାରେ ଚାଲିଥିବା ପ୍ରେଗ୍‌ ଚେସ୍‌ ଫେଷ୍ଟିଭାଲର ଓପନ୍‌ ଇଭେଣ୍ଟ ଜିତିଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଆକାଶ ଅପରାଜିତ…

ଅଜବ ସଉକ: ବିମାନରେ ଏକାକୀ ୧୯୯ ସିଟ୍‌ ବୁକ୍‌ କରି ଉଡ଼ାଣର ମଜାନେଲେ ମହିଳା

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ସଉକ ଭିନ୍ନ ଭିନ୍ନ ଥାଏ। ନିଜର ଇଚ୍ଛାକୁ ପୂରଣ କରିବା ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ।…

ଧାାନ କିଣାରେ ଅନିୟମିତତା ନେଇ ସମିତି ସିଲ୍‌

ସୋର,୨୩।୨(ଡି.ଏନ.ଏ.): ସୋର ଉତ୍ତରେଶ୍ୱର ସେବା ସମିତିକୁ ରବିବାର ମଧ୍ୟାହ୍ନରେ ସିଲ୍‌ କରାଯାଇଛି। ଧାନକିଣାରେ ଅନିୟମିତତା ନେଇ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଠାରେ ଅଭିଯୋଗ ହୋଇଥିଲା।…

ଡଙ୍କଲପାଡୁ ବସ୍‌ ଟ୍ରାଜେଡି: ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ୩ ମନ୍ତ୍ରୀ

ଗୋପାଳପୁର,୨୩ା୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଗତ ୯ ତାରିଖରେ ନିର୍ବନ୍ଧ ପାଇଁ ଯାଉଥିବା ବସ୍‌ରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗିଯିବାରୁ ୧୧…

ଦୁଇ ନକଲି ଡ୍ରାଇଭିଂ ଲାଇସେନ୍ସଧାରୀ ଭାରୀଯାନ ଚାଳକ ଗିରଫ

ବଡ଼ବିଲ,୨୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ରବିବାର ଦୁଇ ନକଲି ଡ୍ରାଇଭିଂ ଲାଇସେନ୍ସଧାରୀ ଭାରୀଯାନ ଚାଳକଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ…