ଯୁକ୍ତ ଦୁଇ ବିଜ୍ଞାନ ପ୍ରାକ୍ଟିକାଲ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର: ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ

ପାଟଣା,୨୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମପାଟଣା ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁକ୍ତ ୨ ବିଜ୍ଞାନର ୫ ପରୀକ୍ଷାର୍ଥୀ ବୁଧବାର ପୂର୍ବାହ୍ନରୁ ଧାରଣାରେ ବସିଛନ୍ତି।…

ରତନ ଟାଟା ମୁମ୍ବାଇ ବିଶ୍ୱବିଦ୍ୟାଳୟ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ନିଯୁକ୍ତ

ମୁମ୍ବାଇ,୨୬।୨: ଶିଳ୍ପପତି ରତନ ଟାଟାଙ୍କୁ ମୁମ୍ବାଇ ବିଶ୍ୱବିଦ୍ୟାଳୟର ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ରତନଙ୍କୁ ଏହି ପଦରେ ନିଯୁକ୍ତ…

ଭାଜପା ସରକାରକୁ ଟାର୍ଗେଟ କଲା ଶିବସେନା: ଅହମଦାବାଦରେ ନମସ୍ତେ, ଦିଲ୍ଲୀରେ ହିଂସା

ମୁମ୍ବାଇ,୨୬।୨: ଦିଲ୍ଲୀରେ ଜାରି ରହିଥିବା ହିଂସା ନେଇ ଶିବସେନା ଭାଜପା ସରକାରକୁ ଟାର୍ଗେଟ କରାଯାଇଛି। ଅହମଦାବାଦରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକରି ଭାଜପା ସରକାର ବାହାବା ନେବାକୁ ଚେଷ୍ଟା…

ପତ୍ନୀ, ପୁଅ ସହ ଜେଲ୍‌ ଗଲେ ଆଜମ

ରାମପୁର,୨୬।୨: ସମାଜବାଦୀ ପାର୍ଟି (ଏସ୍‌ପି)ର ଏମ୍‌ପି ଆଜମ ଖାଁ ତାଙ୍କ ପତ୍ନୀ ତଞ୍ଜୀନ ଫାତିମ ଓ ପୁଅ ଅବଦୁଲ୍ଲାହ ଆଜମ ଖାଁଙ୍କୁ ଜେଲ୍‌। ବୁଧବାର ରାମପୁରର ଏଡିଜେ-୬…

ମଧ୍ୟପ୍ରଦେଶ ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ-ଭାଜପାକୁ ଗୋଟିଏ-ଗୋଟିଏ ଆସନ ମିଳିବା ସମ୍ଭାବନା

ଭୋପାଳ,୨୬।୨: ମଧ୍ୟପ୍ରଦେଶରେ ରାଜ୍ୟ ସଭା ପାଇଁ ୩ଟି ଆସନରେ ନିର୍ବାଚନ ହେବ। ନିର୍ବାଚନରେ କଂଗ୍ରେସ ଏବଂ ଭାଜପାକୁ ଗୋଟିଏ ଗୋଟିଏ ଆସନ ମିଳିବା ପ୍ରାୟ ନିଶ୍ଚିତ ହୋଇଥିବାବେଳେ…

ଛତିଶଗଡ଼ରେ ଏନ୍‌କାଉଣ୍ଟର: ପୋଲିସ-ମାଓବାଦୀ ମୁହାଁମୁହିଁ

କାଙ୍କେର,୨୬।୨: ଛତିଶଗଡ଼ କାଙ୍କେରର କୋୟଲିବେଡା ଅଞ୍ଚଳରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ବୁଧବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିମୟ ହୋଇଥିଲା। ଏଥିରେ କେହି ମୃତାହତ…

ଶାନ୍ତି-ଶୃଙ୍ଖଳା ପାଇଁ ଅପିଲ୍‌ କଲେ ମୋଦି

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) କୁ ବିରୋଧ କରି ହିଂସା ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏପରିସ୍ଥଳେ ଶାନ୍ତି-ଶୃଙ୍ଖଳା ବଜାୟ…

ବିବାହିତ ମହିଳାଙ୍କୁ ଗଣବଳାତ୍କାର: ବ୍ରାହ୍ମଣୀତରଙ୍ଗ ଥାନାରେ ମାମଲା ରୁଜୁ

ବେଦବ୍ୟାସ,୨୬।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ କଲୁଙ୍ଗା ଫାଣ୍ଡି ଅନ୍ତର୍ଗତ ଗୁଟିଦରହ ଏକ କ୍ରସର ପରିସରରେ ଗତ ରବିବାର ରାତିରେ ଜଣେ ବିବାହିତା ମହିଳାଙ୍କୁ ଗଣବଳାତ୍କାର…

ପରଲୋକରେ ପୂର୍ବତନ ବିଧାୟକ ବିଜୟ ନାୟକ

ଜଗତସିଂହପୁର ଅଫିସ,୨୬।୨: ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କର ବୁଧବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ…

ନଦୀକୁ ଖସିଲା ବରଯାତ୍ରୀ ବସ୍‌

ବୁନ୍ଦି,୨୬।୨: ରାଜସ୍ଥାନର ବୁନ୍ଦି ଜିଲାରେ ବୁଧବାର ସକାଳେ ଏକ ଅଘଟଣ ଘଟିଛି। ପାପଡ଼ି ଗାଁ ନିକଟରେ ଏକ ବରଯାତ୍ରୀ ବସ୍‌ ମେଜ୍‌ ନଦୀରେ ଖସିପଡ଼ିଥିବା ଜଣାପଡ଼ିଛି। ଏହି…