୧୬୦ ନମୁନାରୁ ନେଗେଟିଭ ଆସିଛି ୧୯

ସୁନାବେଡ଼ା,୧୬ା୪: କୋରାପୁଟ ଜିଲାରୁ ଏଯାବତ୍‌ ଜଣେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏହାସତ୍ତ୍ୱେ ଜିଲା ପ୍ରଶାସନ କୋଭିଡ୍‌-୧୯ ମୁକାବିଲା ପାଇଁ ସଜାଗ ରହିଛି। ଜିଲା ସ୍ବାସ୍ଥ୍ୟ…

ଲକ୍‌ଡାଉନରେ ଲୋକଙ୍କ ଘର ବାରଣ୍ଡା ସାଜିଛି ସେଲୁନ

ସେମିଳିଗୁଡ଼ା,୧୬ା୪(ସ୍ବ.ପ୍ର.): କୌଳିକ ବୃତ୍ତିରେ ଗୁଜୁରାଣ ଚଳାଉଥିବା ଅନେକ ଲୋକଙ୍କ ଜୀବିକାରେ ଲାତ ମାରିଛି କରୋନା ଭାଇରସ। ସଂକ୍ରମଣ ଭୟରେ ସବୁଠି ଲକ୍‌ଡାଉନ। ଦୋକାନ ବଜାର ବନ୍ଦ। ଏଥିରେ…

ପୋଲିସ ଉପସ୍ଥିତି ସତ୍ତ୍ୱେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ

ଜୁନାଗଡ଼,୧୬।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରବାହାଲ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ୨୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ପୋଲିସ ଉପସ୍ଥିତି ସତ୍ତ୍ୱେ ସାମାଜିକ ଦୂରତା ନିୟମ ଲୋକମାନେ…

ଏଲ୍‌ଆଇ ପଏଣ୍ଟରେ ପାଣି ଉଠାଇ ବିକ୍ରି ଅଭିଯୋଗ

ଜୁନାଗଡ,୧୬।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ମସିଗଁା ଗ୍ରାମରେ ଥିବା ବାଗଡିସର ନାଳର ପାଣିକୁ କେତେକ ମୁଷ୍ଟିମେୟ ଲୋକ ଏଲ୍‌ଆଇ ପଏଣ୍ଟ ସାହାଯ୍ୟରେ ପାଣି ଉଠାଇ…

କରୋନା ସହାୟତା: ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ସୋନପୁର,୧୬।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ଅଲ୍‌ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍‌ ଓ୍ବାର୍କରସ ଆସୋସିଏଶନ ସୁବର୍ଣ୍ଣପୁର ଜିଲା ଶାଖା ୨ଲକ୍ଷ ୮୦ହଜାର ଟଙ୍କା ଦାନ କରିଛନ୍ତି।…

କର୍ତ୍ତବ୍ୟରେ ଅବହେଳା: ନିମାପଡା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର/ନିମାପଡା, ୧୬ା୪(ବ୍ୟୁରୋ/ଡି.ଏନ୍‌.ଏ.): କର୍ତ୍ତବ୍ୟରେ ଅବହେଳା ଏବଂ ସରକାରୀ ନିର୍ଦ୍ଦେଶାନାମାକୁ ପାଳନ ନ କରିବା ଯୋଗୁ ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) କାର୍ଯ୍ୟନିର୍ବାହୀ ଅଧିକାରୀ ମୋହନଚରଣ ଜେନାଙ୍କୁ ଚାକିରିରୁ…

ଘରୋଇ ହିଂସା: ପୀଡିତାଙ୍କ ସହାୟତା ନିମନ୍ତେ ମହିଳା କମିଶନଙ୍କ ପକ୍ଷରୁ ଜାରି ହେଲା ହ୍ବାଟ୍‌ସ୍‌ଆପ୍‌ ନମ୍ବର

ଭୁବନେଶ୍ୱର, ୧୬।୪(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବା ପରେ ପୋଲିସ…

ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ଶିଶୁ, ପ୍ରସୂତିଙ୍କୁ ଅଣ୍ଡା ବଣ୍ଟନ

ଗଞ୍ଜାମ:୧୬,୪- ଲକ୍‌ଡାଉନ୍‌ କଟକଣା ପରେ ଗଞ୍ଜାମ ଜିଲାରେ ଶିଶୁ, ପ୍ରସୂତୀ ଓ ଗର୍ଭବତୀଙ୍କୁ ଅଣ୍ଡା ପ୍ରଦାନରେ ସମସ୍ୟା ଦେଖାଦେଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରତ୍ୟକ ଶିଶୁ,…

୨ ସଂଖ୍ୟାଲଘୁ ଯୁବକଙ୍କୁ କ୍ୱାରାଣ୍ଟାଇନ୍‌ ପଠାଇଲା ପ୍ରଶାସନ

ପାଟପୁର,୧୬ା୪- ପାଟପୁର ଥାନା ଅଞ୍ଚଳରେ ସନ୍ଦେହଜନକ ଭାବେ ବୁଲୁଥିବା ୨ ସଂଖ୍ୟାଲଘୁ ଯୁବକଙ୍କୁ ପାଟପୁର ପୋଲିସ ଧରି ପ୍ରଶାସନ ଜରିଆରେ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇଛି। ପାଟପୁର ଗ୍ରାମରେ…

କରୋନା ସଚେତନତାରେ ଶିଶୁକ୍ଲବ ସାମିଲ

ଦାରିଙ୍ଗବାଡ଼ି,୧୬।୪(ଡି.ଏନ.ଏ)- କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଏଥିରେ ପୋଲିସ ଠାରୁ ପ୍ରଶାସନ, ସ୍ବେଚ୍ଛାସେବୀ ସମନ୍ତେ ଲାଗି ପଡିଛନ୍ତି। ଶିଶୁମାନେ ମଧ୍ୟ ଏଥିରେ…