ଛଦ୍ମବେଶରେ ଚୋରା ମଦ ବେପାରୀଙ୍କୁ ଧରିଲା ପୋଲିସ

ଟିଟିଲାଗଡ଼, ୨୭।୪ (ଡି.ଏନ.ଏ.): ଲକ୍‌ଡାଉନ କଟକଣା ଯୋଗୁ ଦେଶୀ ବିଦେଶୀ ମଦ ଦୋକାନରେ ତାଲା ଝୁଲୁଛି। ଏହାର ସୁଯୋଗ ନେଇ ବଲାଙ୍ଗୀର ଜିଲା ଟିଟିଲାଗଡ ଅଞ୍ଚଳରେ ରନ୍ଧା…

ପ୍ରୟାଗରାଜରେ ଫସିଥିବା ଛାତ୍ରଙ୍କୁ ଘରକୁ ପଠାଇବେ ଯୋଗୀ ସରକାର

ପ୍ରୟାଗରାଜ,୨୭।୪: ଲକ୍‌ଡାଉନ ଯୋଗୁ ପ୍ରୟାଗରାଜରେ ଫସିଥିବା ଛାତ୍ରମାନଙ୍କୁ ନେଇ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରୟାଗରାଜରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରମାନଙ୍କୁ ସେମାନଙ୍କ…

ଡଙ୍କଲପାଡୁ ବସ୍‌ ଟ୍ରାଜେଡି: ଏସ୍‌ସିବିରେ ନାବାଳିକାଙ୍କ ମୃତ୍ୟୁ, ୧୨ରେ ପହଚିଂଲା  ମୃତ୍ୟୁସଂଖ୍ୟା

ଗୋପାଳପୁର,୨୭ା୪- ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଫେବୃଆରୀ ୯ ତାରିଖରେ ନିର୍ବନ୍ଧ ପାଇଁ ଯାଉଥିବା ବସ୍‌ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି…

ସାମ୍ନାକୁ ଆସିଲା କରୋନା ଭାଇରସ୍‌ ସଂକ୍ରମଣର ୬ଟି ନୂଆ ଲକ୍ଷଣ

ଓ୍ବାଶିଂଟନ୍‌,୨୭।୪: କରୋନା ଭାଇରସ୍‌ ସଂକ୍ରମଣ ପ୍ରାରମ୍ଭରୁ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ସୁଖା କାଶ, ଭୀଷଣ ଜ୍ୱର ଓ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଲା ଭଳି ଲକ୍ଷଣ ଦେଖାଯାଉଥିଲା।…

ଲକ୍‌ଡାଉନରେ ନିଆରା ବିବାହ: ବର୍ଡରରେ ପୋଲିସ କଲେ କନ୍ୟାଦାନ

କାଶୀପୁର,୨୭।୪: କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି। ଏଥିପାଇଁ କେତେକଙ୍କ ବିବାହ ସ୍ଥଗିତ…

ଅନ୍ୟ ଜିଲାରୁ ଫେରିଥିବା ଶ୍ରମିକଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଗଲା

ପାଟଣା , ୨୭।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମଖସାପିଟା ସାହିରୁ ଯାଜପୁର ଜିଲା କୋରେଇ ଥାନା ଅଞ୍ଚଳକୁ ମାଟି କାମ କରିବାକୁ ଯାଇଥିବା ଶ୍ରମିକ…

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଘୁଞ୍ଚିବା ପ୍ରସଙ୍ଗ: ଶ୍ରେଷ୍ଠ ଦଳଗୁଡିକ ବିରୋଧରେ ପ୍ରସ୍ତୁତିରେ ସହାୟ ହେବ: ବରୁଣ

ବେଙ୍ଗାଲୁରୁ,୨୭।୪(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌କୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ଏହା ଆମ ପାଇଁ ଲାଭ ଦାୟକ ହେବ । ଟୋକିଓ…

ସଫେଇ ହେଉନି ଆବର୍ଜନା

କେନ୍ଦୁଝର, ୨୭।୪(ସ୍ବ.ପ୍ର.)-କେନ୍ଦୁଝର ପୁରୁଣା ସହରରେ ମଇଳା ଆବର୍ଜନା ନିୟମିତ ସଫେଇ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ବଡ଼ଦାଣ୍ଡରେ ମଇଳା ଆବର୍ଜନା ପଡୁଥିଲେ ହେଁ ସଫେଇ…

CORONAVIRUS UPDATE: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ଛୁଇଁଲା

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ରାଜ୍ୟରେ ସୋମବାର ଅପରାହ୍ନରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ କୋରାପୁଟ, ବାଲେଶ୍ୱର ଓ ଯାଜପୁର ଜିଲାର ଜଣେ ଲେଖାଏ ବୋଲି…

ଦେଶ ଲାଗି ଖେଳି ପାରିବିନି ବୋଲି କେତେକ କହୁଥିଲେ: ବୁମ୍‌ରା

ନୂଆଦିଲ୍ଲୀ,୨୭।୪(ପି.ଟି): ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏବେ ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ବୋଲର ଭାବେ ନିଜର ସ୍ବତନ୍ତ୍ର ପରିୟ ସୃଷ୍ଟି କରିଛନ୍ତି। ତେବେ ନିଜର ବିଚିତ୍ର…