ଏବେ ବି ଉତ୍ତର କୋରିଆରେ ପହଞ୍ଚିନି କରୋନା ମହାମାରୀ !

ସିଓଲ,୨।୪: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ଏହା ୨୦୫ଟି ଦେଶରେ ମହାମାରୀ ରୂପ ନେଇଛି। ତେବେ ଉତ୍ତରକୋରିଆ ଏବେ ବି…

ଫୁଟବଲ ମ୍ୟାଚ୍‌ ବ୍ୟାନ୍‌କୁ ମେ’ ୩୧କୁ ଘୁଞ୍ଚାଇଲା ରୁଷିଆ

ମସ୍କୋ,୨।୪(ଏଏଫ୍‌ପି): କୋଭିଡ- ୧୯ ମହାମାରୀର ରୂପ ନେଇଥିବା ବେଳେ ରୁଷିଆନ ଫୁଟବଲ ଆସୋସିଏଶନ (ଆର୍‌ଏଫ୍‌ଏସ୍‌) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସବୁ ଫୁଟବଲ ମ୍ୟାଚ୍‌କୁ ବ୍ୟାନ୍‌ କରାଯାଇଥିବା…

ଏମିତି ସହର, ଯେଉଁଠି ପଡ଼େ ନାହିଁ ସୂର୍ଯ୍ୟକିରଣ

ବିଶ୍ୱର ଅଧିକାଂଶ ସ୍ଥାନରେ ସୂର୍ଯ୍ୟକିରଣ ପଡ଼ିଥାଏ। ସୂର୍ଯ୍ୟ ହେଉଛନ୍ତି ଶକ୍ତିର ଉତ୍ସ। ଏଥିରୁ ଆଲୋକ ମିଳିଥାଏ। ମାତ୍ର ଏମିତି ଏକ ସହର ଅଛି, ଯେଉଁଠି ଆଦୌ ସୂର୍ଯ୍ୟ…

ନିଜାମୁଦ୍ଦିନ ଯାଇଥିବା ଲୋକେ ନିଜ ଆଡ଼ୁ ଆସି ସରକାରଙ୍କୁ ସହଯୋଗ କରନ୍ତୁ: ଡିଏମ୍‌ଇଟି

ଭୁବନେଶ୍ୱର,୨।୪(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନରେ ଅନୁଷ୍ଠିତ ଧର୍ମସଭାରୁ ଓଡ଼ିଶାରୁ ଫେରିଥିବା ଲୋକଙ୍କୁ ଅନୁଧ୍ୟାନ କରାଯାଉଛି। ତେବେ ଏହା ଅନ୍ୟମାନଙ୍କୁ ବ୍ୟାପିବାର ସମ୍ଭାବନା ରହିଛି। ଏଣୁ ନିଜର ପରୀକ୍ଷା କରାଇ…

କରୋନା ପାଇବ ପାନେ: ଅଷ୍ଟ୍ରେଲିଆରେ ପ୍ରତିଷେଧକ ଟୀକା ପରୀକ୍ଷଣ ଆରମ୍ଭ !

ନୂଆଦିଲ୍ଲୀ/ମେଲବୋର୍ନ,୨।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ ବିଶ୍ୱ…

ସମଲେଇ ମନ୍ଦିର ସାନିଟାଇଜ୍‌ କରିବାକୁ ପୂଜକଙ୍କ ଦାବି

ସମ୍ବଲପୁର, ୨।୪ (ବ୍ୟୁରୋ)-କରୋନା ଭୂତାଣୁ ଯୋଗୁଁ ଦୋକାନ, ବଜାର, ରାସ୍ତା ସେନିଟାଇଜ କରାଯାଉଛି। ସମ୍ବଲପୁରର ଇଷ୍ଟଦେବୀ ସମଲେଇ ମନ୍ଦିରକୁ ମଧ୍ୟ କରୋନା କଟକଣା ପୂର୍ବରୁ ରାଜ୍ୟ ତଥା…

ଯୁବ ରୋଗୀଙ୍କୁ ଭେଣ୍ଟିଲେଟର ଦେଇ ଆଖି ବୁଜିଲେ ୯୦ ବର୍ଷୀୟା କରୋନା ସଂକ୍ରମିତ

ବ୍ରସେଲ୍ସ,୨।୪: କରୋନା ଭାଇରସ। ଏବେ ବିଶ୍ୱରେ ବେଶ୍‌ ପରିଚିତ। ଏହାର ସଂକ୍ରମଣ ଏବେ ଧନୀଠାରୁ ଗରିବ ସମସ୍ତଙ୍କୁ ଭୟଭିତ କରି ରଖିଛି। ଆମେରିକା ଭଳି ଶକ୍ତିଶାଳୀ ଦେଶବି…

ନିୟମ ମାନିବାକୁ ଲୋକେ ନାରାଜ

ସମ୍ବଲପୁର, ୨।୪ (ବ୍ୟୁରୋ)- ସମ୍ବଲପୁର ସହରରେ ଲକ୍‌ ଡାଉନ ଲାଗି ରହିଛି । ତଥାପି ଜନସାଧାରଣ ଅନେକାଂଶରେ ନିୟମ ମାନୁ ନାହାନ୍ତି । ଘରୁ ବାହାରି ପୋଲିସକୁ…

ରାମନବମୀକୁ ଫିକା କରିଦେଲା କରୋନା କଟକଣା

ସମ୍ବଲପୁର, ୨।୪ (ବ୍ୟୁରୋ)- କରୋନା ଭୂତାଣୁ କଟକଣା ଯୋଗୁ ସମସ୍ତ ଧାର୍ମିକ ପୀଠରେ ତାଲା ପଡିଛି । ଗୁରୁବାର ରାମନବନୀ ଅବସରରେ ପରମ୍ପରାନୁସାରେ କେବଳ ପୂଜାର୍ଚ୍ଚନା ହୋଇଛି।…

ଦଣ୍ଡନାଚ ପରିବେଷଣ ଅଭିଯୋଗ: ପୂର୍ବତନ ସରପଞ୍ଚଙ୍କ ସମେତ ୮ ଜଣଙ୍କ ନଁାରେ ମାମଲା

ଦିଗପହଣ୍ଡି,୨ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗଁାରେ ଗୁରୁବାର ଦଣ୍ଡଯାତ୍ରା ପରିବେଷଣକୁ କେନ୍ଦ୍ରକରି ୨ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି। ଦଣ୍ଡଯାତ୍ରା ପରିବେଷଣରେ ସମ୍ପୃକ୍ତ ଜଣେ…