ଦୀର୍ଘ ଦିନ ଧରି ଭାରତ ପ୍ରତି ବିପଦ ସୃଷ୍ଟି କରୁଛି ଚାଇନା: ପୋମ୍ପିଓ

ଓ୍ବାଶିଂଟନ,୧।୬: ଚାଇନା ଦୀର୍ଘ ଦିନ ଧରି ଭାରତ ପାଇଁ ବିପଦ ସୃଷ୍ଟି କରୁଛି। ଚାଇନାର ସୈନ୍ୟବଳର ମୁକାବିଲା ଲାଗି ଅନ୍ୟ ଦେଶଙ୍କ ସହାୟତା ନିଆଯିବାର ଆବଶ୍ୟକତା ରହିିଛି।…

ଜୁନ୍‌ ୩୦ ଯାଏ ମଲ୍‌, ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍‌ ୩୦ ଯାଏ ସପିଂ ମଲ୍‌ ଓ ସମସ୍ତ ଧାର୍ମିକ ଅନୁଷ୍ଠାନ ରହିବା ନେଇ ଘୋଷଣା କରିଛନ୍ତି।…

୧୧ ଜିଲାରେ ଶନିବାର, ରବିବାର ଶଟ୍‌ଡାଉନ୍‌

ଭୁବନେଶ୍ୱର,୧ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହକୁ ଦୁଇଦିନିଆ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଜ୍ୟର ୧୧ଟି ଜିଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…

ଜୁଲାଇ ୩୧ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଅନ୍‌ଲକ୍‌-୧ ଗାଇଡ୍‌ଲାଇନ୍‌ ନେଇ…

ମହଙ୍ଗା ହେଲା ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୬: ଦେଶରେ ସୋମାବାର ଅନ୍‌ଲକ୍‌ ୧.୦ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ସାଧାରଣ ଜନତାଙ୍କ ଉପରେ ପଡିଛି ମହଙ୍ଗା ମାଡ। ଦେଶର ଅଏଲ ମାର୍କେଟିଂ କମ୍ପାନୀ…

ଏଣିକି ଓ୍ବେବ୍‌ ପୋର୍ଟାଲରେ କରାଯିବ ଅଭିଯୋଗ: ଖୋର୍ଦ୍ଧା ଜିଲାର ୨୦୯ଟି ସଂସ୍ଥା, ବିଭାଗ ସହ ହୋଇଛି ସଂଯୋଗ

ଖୋର୍ଦ୍ଧା ଅଫିସ,୧।୬: ଏଣିକି ଅଭିଯୋଗ ଲାଗି ଆଉ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିବ ନାହିଁ। କାରଣ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଏକ ୱେବ ପୋର୍ଟାଲ…

ଭଦ୍ରକରେ ୧୨୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧ା୬: ସୋମବାର ଜିଲାରୁ ୭ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଜିଲାରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦ ଛୁଇଁଛି। ଏମାନଙ୍କ ମଧ୍ୟରୁ କିଛି କ୍ୱାରାଣ୍ଟାଇନ୍‌…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ଲକ୍ଷରୁ ଅଧିକ ସଂକ୍ରମିତ: ଆମେରିକା, ଭାରତ, ବ୍ରାଜିଲରେ ବଢି ଚାଲିଛି ସଂକ୍ରମଣ

ନୂଆଦିଲ୍ଲୀ,୧।୬: ଆମେରିକା, ଭାରତ,ରୁଷିଆ, ବ୍ରାଜିଲ, ପେରୁ, ଚିଲି ଓ ପାକିସ୍ତାନରେ ରବିବାର ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ରବିବାର ଲାଗାତର ୫ ଦିନ…

ରେଲ୍‌ଓ୍ବେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ପ୍ଲାଣ୍ଟକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ବଅଁରପାଳ,୧ା୬(ଡି.ଏନ୍‌.ଏ.): ସୋମବାର ନାଲ୍‌କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ରେଲଓ୍ବେ ଅପରେଶନରେ କାର୍ଯ୍ୟ କରୁଥିବା ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।…

ରାତ୍ରକାଳୀନ କର୍ଫ୍ୟୁରେ ହେବନି କୋହଳ: ରାଜ୍ୟରେ ସନ୍ଧ୍ୟା ୭ରୁ ସକାଳ ୭ ଯାଏ ବଳବତ୍ତର

ଭୁବନେଶ୍ୱର,୧ା୬(ବ୍ୟୁରୋ): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ଜୁନ୍‌ ୧(ସୋମବାର)ଠାରୁ…