ଛତ୍ରପୁର,୩।୬(ଡି.ଏନ.ଏ.)-ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ସଂଖ୍ୟା ଗଞ୍ଜାମ ଜିଲାରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୪୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ…
ଖଇରା,୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବଡଜୟୀପୁର ଗ୍ରାମରେ ଅଜଣା କୀଟକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି। ଏହି କୀଟ ଗୁଡିକ ଗ୍ରାମ ନିକଟସ୍ଥ ଗୋପିଆସ୍ଥ…
ଭଦ୍ରକ ଅଫିସ,୩ା୫- କାନ୍ତକବି ମଞ୍ଚ ପକ୍ଷରୁ ବାଇପାସ ନିକଟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ଦାବିରେ ବୁଧବାର ଦ୍ୱିତୀୟ ଦିନରେ ଧାରଣା ଓ ପ୍ରତିବାଦ ସଭା…
ଚାନ୍ଦବାଲି,୩ା୬(ଡି.ଏନ୍.ଏ.): ଭଦ୍ରକ ବନଖଣ୍ଡ ଅନ୍ତର୍ଗତ ଚାନ୍ଦବାଲିସ୍ଥିତ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଛି। ବୁଧବାର ମଧ୍ୟାହ୍ନରେ ଭଦ୍ରକ ଓ…
ଆର.ଉଦୟଗିରି,୩ା୬(ଡି.ଏନ.ଏ.)- ଗଜପତି ଜିଲା ନୂଆଗଡ ବ୍ଲକ ତାବରଡା ଗ୍ରାମ ପୋଖରୀରୁ ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ଗାଧୋଇ ଯାଇଥିବା ଜଣେ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି।…
ନୂଆଦିଲ୍ଲୀ,୩।୬(ପି.ଟି.): ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନର ଶେଷ ତାରିଖକୁ ଘୁଞ୍ଚାଇବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଆବେଦନ ପାଇଁ ବୁଧବାର ଶେଷ ତାରିଖ ଥିଲା। ତେବେ…
ନୂଆଦିଲ୍ଲୀ, ୩।୬(ପି.ଟି.): ଅର୍ଜୁନ ପୁରସ୍କାର ଦୌଡ଼ରୁ ବାଦ୍ ପଡିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ଏଚ୍.ଏସ୍. ପ୍ରଣୟ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାରର ନୋମିନେଶନରୁ…
ସିଡ୍ନୀ, ୩।୬: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ନ୍ୟୁଜିଲାଣ୍ଡରେ ଆୟୋଜନ ହୋଇପାରେ ବୋଲି ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ଡିନ୍ ଜୋନ୍ସ କହିଛନ୍ତି। ନ୍ୟୁଜିଲାଣ୍ଡରେ କୋଭିଡ୍-୧୯ ମହାମାରୀ…
ଏଲ୍ଭିଭ୍,୩।୬(ପି.ଟି.): ୟୁକ୍ରେନ୍ର ଫୁଟବଲ କ୍ଲବ ‘କରପାଟି ଏଲ୍ଭିଭ୍’କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। କ୍ଲବର ଖେଳାଳି ଓ ଷ୍ଟାଫ୍ଙ୍କୁ ନେଇ ୨୫ ଜଣ କୋଭିଡ-୧୯ ଟେଷ୍ଟରେ ପଜିଟିଭ ଜଣାପଡିବାରୁ ସମ୍ପୂର୍ଣ୍ଣ…
ବେଙ୍ଗାଲୁରୁ, ୩।୬ (ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ହକି ଇଣ୍ଡିଆ ଭାରତୀୟ ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ କରିଛି।…