ଗଞ୍ଜାମ ଜିଲାରେ ହେବ ନାହିଁ ରଥଯାତ୍ରା: ଜନସାଧାରଣଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଛତ୍ରପୁର, ୧୮।୬(ଡି.ଏନ୍‌.ଏ.)- ରାଜ୍ୟର ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲାରେ ଚଳିତ ବର୍ଷ କୌଣସି ସ୍ଥାନରେ ରଥଯାତ୍ରା ନ…

ଚାଇନିଜ୍‌ ଖାଦ୍ୟ ବିକ୍ରି କରୁଥିବା ରେସ୍ତୋରାଁ ଉପରେ ନିଷେଧାଜ୍ଞା ଜାରି କରାଯିବା ଦରକାର: ରାମଦାସ ଅଠାଓ୍ବଲେ

ନୂଆଦିଲ୍ଲୀ,୧୮।୬: ରିପବ୍ଲିକ ପାର୍ଟି ଅଫ୍‌ ଇଣ୍ଡିଆ(ଆର୍‌ପିଆଇ-ଏ)ର ନେତା ରାମଦାସ ଅଠାଓ୍ବେଲେ ଗୁରୁବାର ଚାଇନିଜ ଖାଦ୍ୟକୁ ନେଇ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି, ଯେଉଁ ରେସ୍ତୋରାଁ ଚାଇନିଜ ଖାଦ୍ୟ…

ଭଦ୍ରକରେ ୩ କରୋନା ପଜିଟିଭ୍‌ ଚିହ୍ନଟ, ୧୮୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୮ା୬: ଭଦ୍ରକ ଜିଲାରେ ଗୁରୁବାର ଆଉ ୩ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ରେ ପହଞ୍ଚିଛି। ଏହି ଆକ୍ରାନ୍ତମାନେ…

ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୬(ବ୍ୟୁରୋ): ଚଳିତବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓ ଏହାସହ ଜଡ଼ିତ ଅନ୍ୟ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା କରିବେ…

ଦୁର୍ଘଟଣାରେ ଆହତ ହେଲେ ରିକ୍ସାଚାଳକ, ମୁଣ୍ଡରୁ ପଗଡି କାଢି ସହାୟତା କଲେ ଶିଖ୍‌ ବ୍ୟକ୍ତି

କୁହାଯାଏ ମାନବିକତାର କୌଣସି ଧର୍ମ ନ ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଜଣେ ଶିଖ୍‌ ବ୍ୟକ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ରିକ୍ସାଚାଳକଙ୍କ କ୍ଷତ ସ୍ଥାନରେ ନିଜ…

ଜୁଲାଇ ୨ରୁ ହେବ ରାମଲଲା ମନ୍ଦିର ନିର୍ମାଣର ଔପଚାରିକ ଶୁଭାରମ୍ଭ

ଅଯୋଧ୍ୟା,୧୮।୬: ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୁଲାଇ ୨ରୁ ଔପଚାରିକ ଭାବେ ଆରମ୍ଭ ହେବ। କାରଣ ଜୁଲାଇ ୨ରେ ଦେବତାମାନଙ୍କର ଦେବଶୟନ ଏକାଦଶୀର…

ଆରୋଗ୍ୟ ସେତୁ ଆପ୍‌ର ରେକର୍ଡ: ୪୫ ଦିନରେ ୧୩ କୋଟି ଡାଉନଲୋଡ୍‌

ନୂଆଦିଲ୍ଲୀ, ୧୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆରୋଗ୍ୟ ସେତୁ ଆପ୍‌ ଜାରି କରାଯାଇଛି। ଗତ ୪୫ ଦିନ ମଧ୍ୟରେ ଏହି…

ବ୍ରହ୍ମଗିରି ଥାନା ମହିଳା ଏସ୍‌ଆଇ କରୋନା ଆକ୍ରାନ୍ତ

ପୁରୀ ଅଫିସ,୧୮ା୬ : ପୁରୀ ଜିଲା ବ୍ରହ୍ମଗିରି ଥାନାର ଜଣେ ମହିଳା ଏସ୍‌ଆଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂପୃକ୍ତା ଏସ୍‌ଆଇ କରୋନା ସଂକ୍ରମିତ ଜଣେ ଅଭିଯୁକ୍ତଙ୍କ…

ପାକିସ୍ତାନ-ଚାଇନା-ନେପାଳ ସହିତ ସୀମା ବିବାଦ: ମୋଦିଙ୍କ ପାଇଁ ପାଲଟିଛି ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ, ୧୮।୬: ଭାରତ ସହିତ ପାକିସ୍ତାନ,ଚାଇନା ଓ ନେପାଳର ସୀମା ବିବାଦ ଜାରି ରହିଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅଗ୍ନି ପରୀକ୍ଷା ପାଲଟିଛି। ଚାଇନାର…

ଏବର୍ଷ ରଥଯାତ୍ରା ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୬(ବ୍ୟୁରୋ): ପୁରୀ ରଥଯାତ୍ରାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଏ ବର୍ଷ ଘୋଷଯାତ୍ରାକୁ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର ରାୟ ଦେଇଛନ୍ତି। ଓଡ଼ିଶା…