ଭିଡିଓ ବାର୍ତ୍ତା ଜାରି କଲେ ଗଞ୍ଜାମ ଜିଲାପାଳ: କଣ୍ଟାକ୍ଟ ଡାଇରୀ ରଖିବାକୁ ପରାମର୍ଶ

ଛତ୍ରପୁର,୨୯ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଅଧିକ କରୋନା ସଂକ୍ରମିତ ଅଛନ୍ତି। ତେଣୁ ଜିଲାର ଜନସାଧାରଣ ସଚେତନ ହୋଇ ଘର ଛାଡି ବାହାରକୁ ବାହାରନ୍ତୁନି। ଆବଶ୍ୟକ ସାମଗ୍ରୀ ପାଇଁ ୧…

ବିଦ୍ୟୁତ ବିତରଣ କମ୍ପାନୀଙ୍କ ଉପରେ ୧.୨୩ ଲକ୍ଷ କୋଟି ଟଙ୍କା ବାକି

ନୂଆଦିଲ୍ଲୀ,୨୯।୬ : ବିଦ୍ୟୁତ ବିତରଣ କମ୍ପାନୀଙ୍କ ଉପରେ ଶକ୍ତି ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ରାଶି ୬୩% ବୃଦ୍ଧି ଘଟି ୧.୨୩ ଲକ୍ଷ କୋଟି ଟଙ୍କା…

ସହରରେ ବୁଲିଛନ୍ତି ଆକ୍ରାନ୍ତ ବ୍ୟାଙ୍କ କର୍ମଚାରୀ

ଢେଙ୍କାନାଳ ଅଫିସ,୨୯।୬:  କରୋନାରେ ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀ ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିବା ରବିବାର ଜଣାପଡିଛି। ଏହାକୁ…

ୟୁଏଫ୍‌ସି: ଡଷ୍ଟିନଙ୍କୁ ଟାଇଟଲ

ଲାସ ଭେଗାସ, ୨୯।୬:ଇଏସପିଏନ ୧୨ ଇଭେଣ୍ଟ ମଧ୍ୟରୁ ଏଠାରେ ଅନୁଷ୍ଠିତ ଅଲ୍‌ଟିମେଟ ଫାଇଟିଂ ଚାମ୍ପିୟନଶିପ୍‌ (ୟୁଏଫସି) ଲଢ଼େଇରେ ଅନେକ ନାମୀ ଫାଇଟରଙ୍କୁ ଦେଖିବାକୁ ମିଳିଛି। ଏହାର ମୁଖ୍ୟ…

ଅନ୍ୟର ଚାପରେ ଅସହାୟ ମମତା

ବଲାଙ୍ଗୀର ଅଫିସ, ୨୯।୬:  ବଲାଙ୍ଗୀର ସଦର ବ୍ଲକ ଚୁଡାପାଲି ଗ୍ରାମର ମମତା ପଣ୍ଡା । ସେ ଜଣେ ଅଙ୍ଗନଓ୍ବାଡି କର୍ମୀ । ହେଲେ ଜନ୍ମରୁ ଦିବ୍ୟାଙ୍ଗ ଥିବା…

ନୂଆ ଅବତାରରେ ଏସି ଟ୍ରେନ; ମିଳିବ ଓଟି ଭଳି ସ୍ବଚ୍ଛ ପବନ

ନୂଆଦିଲ୍ଲୀ,୨୯।୬: ଭାରତୀୟ ରେଲଓ୍ବେ ତା’ର ଶୀତତାପ ନିୟନ୍ତ୍ରିତ(ଏସି) ଟ୍ରେନ ଗୁଡିକରେ ଅପରେଶନ ଥିଏଟର(ଓଟି)ରେ ଉପଲବ୍ଧ ହେଉଥିବା ନିର୍ମଳ ବାୟୁ ସୁବିଧା ପ୍ରଦାନ କରିବ। ବର୍ତ୍ତମାନ ବ୍ୟବହାର ହେଉଥିବା…

ମ୍ୟାଚ ଫି’ ଅପେକ୍ଷାରେ ଘରୋଇ କ୍ରିକେଟର

ମୁମ୍ବାଇ, ୨୯।୬: ଗତ କ୍ରିକେଟ ସିଜନରେ ରଣଜୀ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ଖେଳିଥିବା ଅନେକ ଘରୋଇ କ୍ରିକେଟର ଏପର୍ଯ୍ୟନ୍ତ ମ୍ୟାଚ ଫି’…

ଯାତ୍ରା ଭତ୍ତା ଉପରେ ଆୟକର ଛାଡ ଦାବି କରିହେବ:ସିବିଡିଟି

ନୂଆଦିଲ୍ଲୀ,୨୯।୬ : କର୍ମଚାରୀ ନିଯୁକ୍ତିଦାତାଙ୍କଠାରୁ ଲାଭ କରୁଥିବା ଯାତ୍ରା ଭତ୍ତା ଉପରେ ଆୟକର ଛାଡ ପାଇବା ନେଇ ଦାବି କରିପାରିବେ। ନୂଆ ଟିକସ ବ୍ୟବସ୍ଥା ଅନ୍ତର୍ଗତ ସରକାର…

ଗଜା ହେଉନି ଅଦା ବିହନ

ନୂଆପଡା ଅଫିସ,୨୯ା୬:  ନୂଆପଡା ଜିଲାର ଜଳବାୟୁକୁ ଦୃଷ୍ଟିରେ ରଖି ଅଦା ଭଳି ଅର୍ଥକରୀ ଫସଲକୁ ପ୍ରୋତ୍ସାହିତ କରିବାକୁ ଜିଲା କୃଷି ବିଭାଗ ଅଣ୍ଟା ଭିଡିଛି। ତେବେ ଚାଷୀଙ୍କୁ…

ଲିଚ୍‌ଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେଇଥିଲା

ସାଉଥମ୍ପଟନ, ୨୯ା୬ (ପି.ଟି.)-ଚଳିତ ବର୍ଷ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକା ଟୁର୍‌ ବେଳେ ଇଂଲଣ୍ଡ ସ୍ପିନର ଜ୍ୟାକ୍‌ ଲିଚ୍‌୍‌ଙ୍କର କରୋନା ଭାଇରସ୍‌ ଭଳି ଲକ୍ଷଣ ଦେଖା ଦେଇଥିଲା। ହେଲେ…