୫ ଅତିଥିଙ୍କ ଉପସ୍ଥିତିରେ ବିବାହ କଲେ ଏହି କଳାକାର

ଛୋଟପରଦାର ସଫଳ କଳାକାର ମନୀଷ ରାୟସିଂଘମ ଏବଂ ସଂଗୀତା ଚୌହାନ ଜୁନ୍‌ ୩୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ଅନ୍ଧେରୀସ୍ଥିତ ଏକ ଗୁରୁଦ୍ୱାରରେ ମାସ୍କ ପିନ୍ଧି…

ରାଜଧାନୀରେ ମାଡ଼ି ଚାଲିଛି କରୋନା: ଚିହ୍ନଟ ହେଲେ ୧୨ ନୂଆ ଆକ୍ରାନ୍ତ; ଜାଣନ୍ତୁ କେଉଁ ଅଞ୍ଚଳର କେତେ

ଭୁବନେଶ୍ୱର,୧।୭(ବ୍ୟୁରୋ): ରାଜଧାନୀରେ ମାଡ଼ି ଚାଲିଛି କରୋନା। ବୁଧବାର ଆଉ ୧୨ ନୂଆ କୋଭିଡ ପଜିଟିଭ୍‌ ମାମଲା ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରେ ୪ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌…

ପଦୋନ୍ନତି ପରେ ଗଞ୍ଜାମ ବିଡିଓଙ୍କୁ ପୁନଃ ଅବସ୍ଥାପିତ ଲାଗି ଜିଲାପାଳଙ୍କୁ ସ୍ମାରକପତ୍ର ଦେଲେ ଜନପ୍ରତିନିଧି

ଗଞ୍ଜାମ,୧।୭(ଡି.ଏନ୍‌.ଏ.): ଗଞ୍ଜାମ ବିଡିଓ ଜ୍ୟୋତି ଶଙ୍କର ରାୟଙ୍କୁ ଡିଆରଡିଏ ଏପିଡି ଭାବେ ପଦୋନ୍ନତି ମିଳିଛି। ଏହାକୁ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ସହଜରେ ଗ୍ରହଣ କରିପାରୁ ନାହାନ୍ତି।…

ସୁପ୍ରିମକୋର୍ଟରେ ଟିକ୍‌ଟକ୍‌ କମ୍ପାନୀ ପକ୍ଷରୁ ଓକିଲାତି କରିବାକୁ ମନାକଲେ ପୂର୍ବତନ ଆଟର୍ନି ଜେନେରାଲ

ନୂଆଦିଲ୍ଲୀ,୧।୭: ଲଦାଖ ଏଲଏସିରେ ଭାରତ ଓ ଚାଇନା ମଧ୍ୟରେ ଲାଗିରହିଥିବା ସୀମା ବିବାଦକୁ ନେଇ ଦେଶର ଜନତାଙ୍କ ଭିତରେ ଆକ୍ରୋଶ ଦେଖିବାକୁ ମିଳିଛି। ଚାଇନାକୁ କଡ଼ା ଜବାବ…

ଗଞ୍ଜାମରେ ଆକ୍ରାନ୍ତ ହେଲେଣି ୨୯ କରୋନା ଯୋଦ୍ଧା

ଛତ୍ରପୁର,୧ା୭(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲାରେ ବର୍ତ୍ତମାନ ସୁଦ୍ଧା ୨୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୧୫ ଜଣ ସୁସ୍ଥ ହୋଇ ସାରିଥିବା…

ହ୍ରିତିକ୍‌-ଆଲିଆଙ୍କୁ ଓସ୍କାର ପାଇଁ ନିମନ୍ତ୍ରଣ

ଫିଲ୍ମ ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଓସ୍କାର। ଏହି ଆଓ୍ବାର୍ଡ ଶୋ’ରେ ଅଂଶଗ୍ରହଣ କରିବାକୁ ପାଇଁ ସବୁ କଳାକାର ଚାହିଁଥାନ୍ତି। ମାତ୍ର ଏଥିପାଇଁ ସମସ୍ତଙ୍କୁ ସୁଯୋଗ ମିଳେନାହିଁ।…

ବାହୁଡାରେ ଭାବବିହ୍ୱଳ ହେଲେ ପୁରୀବାସିନ୍ଦା

ନବଦିନାତ୍ମକ ଯାତ୍ରା ଶେଷ ହେବା ପରେ ଆଜି ଭାଈ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ମହାପ୍ରଭୁ। ଏଥର ବିନା ଭକ୍ତରେ ରଥଟଣା ହେଉଥିବାରୁ ଭକ୍ତଙ୍କ ମନରେ…

ଧୋନୀଙ୍କ ପାଇଁ ପାଗଳ ଫ୍ୟାନ୍‌, କଲେ ଏମିତି କାମ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟ ପଡିଆରୁ ଦୂରେଇ ନିଜ ପରିବାର ସହ ସମୟ ବିତାଉଛନ୍ତି। ଇତିମଧ୍ୟରେ ରାଞ୍ଚିରେ ଥିବା ନିଜ…

ସୁନା ଅଳଙ୍କାର ପିନ୍ଧୁଥିବା ଗୋଲଡେନ୍‌ ବାବାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୭: ସବୁବେଳେ ସୁନା ଅଳଙ୍କାର ପିନ୍ଧୁଥିବା ଗୋଲଡେନ୍‌ ବାବା ସୁଧୀର କୁମାର ମକ୍କଡ଼ଙ୍କର ପରଲୋକ ହୋଇଯାଇଛି। ମଙ୍ଗଳବାର ବିଳମ୍ବିତ ରାତ୍ରରେ ବାବାଙ୍କର ମୃତ୍ୟୁ ଘଟିଛି। ସେ…

ଗୋଟିଏ ଦିନରେ ୧୦୨ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୨କୁ ବୃଦ୍ଧି

ଛତ୍ରପୁର,୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ବୁଧବାର ଗୋଟିଏ ଦିନରେ ୧୦୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୨ରେ ପହଞ୍ଚିଛି।…