ହାତ ପାହାନ୍ତାରେ ସେବା ଦେବ ସଚେତକ ଆପ୍‌

ଭୁବନେଶ୍ୱର, ୫ା୬(ବ୍ୟୁରୋ)-ବର୍ତ୍ତମାନ ସମୟରେ ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କ ଧ୍ୟାନ ନେବା ନିହାତି ଆବଶ୍ୟକ। ଲକ୍‌ଡାଉନ୍‌ ସମୟରେ କିପରି ଘରେ ରହି ସମସ୍ତ ସେବା ହାତ ପାହାନ୍ତାରେ ଉପଲବ୍ଧ କରାଇହେବ,…

ଭୋକ ଭୁଲିଛି ବେସାହାରା ହଜାରୀ

ଭଞ୍ଜନଗର,୪।୬(ଡି.ଏନ.ଏ)- ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଟୋକାଗଣ୍ଡାର ମାନସିକ ଅନଗ୍ରସହ ହଜାରୀ ନାୟକ(୧୭)। ୨ ବର୍ଷ ହେଲା ସେ ବେସାହାର ହୋଇପଡ଼ିଛନ୍ତି। ପେଟରେ ଭୋକ ଥାଇ…

ଶଟ୍‌ଡାଉନ୍‌ରେ ଗଡ଼ିବନି ମୋ’ ବସ୍‌

ଭୁବନେଶ୍ୱର, ୫ା୬(ବ୍ୟୁରୋ)- ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ମୋ’ବସ୍‌ ପକ୍ଷରୁ ଶଟ୍‌ଡାଉନ୍‌ରେ ମୋ’ ବସ୍‌ ଚଳାଚଳ କରିବ ନାହିଁ। ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ…

ଶଟଡାଉନ ପାଇଁ ଚୌଦ୍ୱାର ପୋଲିସର ପ୍ରସ୍ତୁତି ଶେଷ: ସିଲ ହେବ ସହରର ମୁଖ୍ୟ ପ୍ରବେଶ ପଥ

ଚୌଦ୍ୱାର,୫।୬(ଡି. ଏନ.ଏ)-ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ପଞ୍ଚମ ପର୍ଯ୍ୟାୟ ଲକ୍‌ ଡାଉନ ଘୋଷଣା କରାଯାଇଛି। ଏଥିସହିତ ୧୧ଟି ଜିଲାରେ ପ୍ରତି ସପ୍ତାହର ଦୁଇ ଦିନ ଅର୍ଥାତ ଶନିବାର…

ଏଠି ଗାଈ-ବଦଳଙ୍କର ହେଉଛି ଆଧାର କାର୍ଡ !

ହାଥସର,୫।୬: ଉତ୍ତରପ୍ରଦେଶର ହାଥସରରେ ଗାଈ, ବଦଳ ଆଦିଙ୍କୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ପାଇଁ ଟ୍ୟାଗିଙ୍ଗ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ଆଧାରରେ ଏବେ ହାଥସରରେ…

ୟୁପି ଶିକ୍ଷୟିତ୍ରୀଙ୍କ ଦରମା ୧ କୋଟି, ଏକାସହ ପଢ଼ାଉଥିଲେ ୨୫ ସ୍କୁଲରେ ପାଠ

ଗୋଟିଏ କିମ୍ବା ଦୁଇଟି ନୁହେଁ ଏକା ସମୟରେ ୨୫ସ୍କୁଲରେ ପାଠ ପଢ଼ାଉଥିଲେ ଶିକ୍ଷୟିତ୍ରୀ। ଏଥିପାଇଁ ପ୍ରତି ମାସରେ ତାଙ୍କ ବ୍ୟାଙ୍କ ଖାତାକୁ ଆସୁଥିଲା ୧ କୋଟି ଟଙ୍କା।…

ବାତ୍ୟା ନିସର୍ଗ: ରାଇଗଡ ପାଇଁ ଶହେ କୋଟି ଟଙ୍କା ଘୋଷଣା କଲେ ଠାକରେ

ମୁମ୍ବାଇ,୫।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ବାତ୍ୟା ନିସର୍ଗରେ ରାଇଗଡରେ ହୋଇଥିବା କ୍ଷୟକ୍ଷତି ପାଇଁ ଜରୁରୀକାଳୀନ ୧୦୦ କୋଟି ଟଙ୍କାର ରିଲିଫ୍‌ ଘୋଷଣା କରିଛନ୍ତି। ଏହାସହ…

ବଲାଙ୍ଗୀରରେ ୩ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୫କୁ ବୃଦ୍ଧି

ବଲାଙ୍ଗୀର ଅଫିସ,୫।୬: ବଲାଙ୍ଗୀର ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି । ଶୁକ୍ରବାର ୩ କରୋନା ସଂକ୍ରମିତ ଚିହ୍ନଟ ପରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା…

ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ: ୭ ହାଇଓ୍ବା ଜବତ, ୭ ଗିରଫ

ବଡବିଲ,୫।୬(ସ୍ବ.ପ୍ର.)-ସୁନ୍ଦରଗଡ ଜିଲା ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ ହେଉଥିବାବେଳେ କେନ୍ଦୁଝର ଜିଲା ବଡବିଲ ପୋଲିସ ଗୁରୁବାର ୭ଟି ବାଲି ବୋଝେଇ ହାଇଓ୍ବା ଟ୍ରକ ଜବତ କରିଛି।…

କେନ୍ଦୁଝରରେ ଆଉ ୨ ପଜିଟିଭ ଚିହ୍ନଟ

କେନ୍ଦୁଝର,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ଆଉ ୨ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ପଜିଟିଭ୍‌ଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଘଟଗାଁ ଓ…