ଓଡ଼ିଶାରେ ସଫଳ ହେଲା ପ୍ଲାଜମା ଥେରାପି

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ସଫଳ ହୋଇଛି। ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ଯେଉଁମାନେ ବର୍ତ୍ତମାନ ପ୍ଲାଜମା ଥେରାପିରେ…

ଗଞ୍ଜାମରେ ଶଟ୍‌ଡାଉନ ନିୟମ ପରିବର୍ତ୍ତନ, ଲକ୍‌ଡାଉନ କଟକଣା କୋହଳ; ବ୍ୟବସାୟୀ ଅସନ୍ତୁଷ୍ଟ

ଗଞ୍ଜାମ,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ କଟକଣା କୋହଳ କରାଯାଇଛି।ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଏନ୍‌ଏସି ପ୍ରଶାସନ…

ଗଞ୍ଜାମ-ଖୋର୍ଦ୍ଧା ଚେକ୍‌ପୋଷ୍ଟ ଅନୁଧ୍ୟାନ କଲେ ଗଞ୍ଜାମ ଏସ୍‌ପି, କେବଳ ମେଡିକାଲ ଯିବାକୁ ଦେଲେ ଅନୁମତି

ଛତ୍ରପୁର,୧୯ା୭(ଡି.ଏନ୍‌.ଏ.) : ଗଞ୍ଜାମ-ଖୋର୍ଦ୍ଧା ସୀମା ଗୁରାପଲି ଚେକ୍‌ପୋଷ୍ଟରେ ପହଞ୍ଚି ଏସ୍‌ପି ବ୍ରିଜେଶ କୁମାର ରଏ ଅନୁଧ୍ୟାନ କରିଛନ୍ତି। କେବଳ ମେଡିକାଲ କେସ ପାଇଁ ଜିଲା ବାହାରକୁ ଛଡ଼ାଯାଉଛି।…

୩୧ ଯାଏ ଭଦ୍ରକ-ଧାମନଗର ଲକ୍‌ଡାଉନ୍‌

ଭଦ୍ରକ ଅଫିସ,୧୯।୭ - ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ୍‌ଏସି ଅଞ୍ଚଳକୁ ରବିବାର ଜିଲାପାଳ ଡା. ଜ୍ଞାନ ରଞ୍ଜନ ଦାସ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ୨୦ ତାରିଖଠାରୁ…

ପ୍ଲାଜମା ଦାନ କରିବା ନେଇ ଅଗ୍ନିଶମ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ଅଗ୍ନିଶମ କର୍ମଚାରୀ ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ। କଟକ ଏସ୍‌ସିବି…

ମୟୂରଭଞ୍ଜ ଜିଲାରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା: କାର୍ଯ୍ୟରେ ଥିବା ସମୟରେ ୨ କରୋନା ଯୋଦ୍ଧାଙ୍କୁ କରୋନା

ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରେ ରବିବାର ୧୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭କୁ ବୃଦ୍ଧି ପାଇଛି। ଚିହ୍ନଟ…

ଟୁଇଟରରେ ମୋଦିଙ୍କ ଫଲୋୟର୍ସଙ୍କ ସଂଖ୍ୟା ୬ କୋଟି

ନୂଆଦିଲ୍ଲୀ,୧୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍‌ ଟୁଇଟରରେ ଆଉ ଏକ ସଫଳତା ପାଇଛନ୍ତି। ବେଳକୁ ବେଳ ଟୁଇଟରରେ ମୋଦିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଏବେ…

କାନ୍ଥ ଦେଉଛି କରୋନା ସଚେତନତା ବାର୍ତ୍ତା

ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଏଥିରୁ ବାଦ୍‌ ପଡିନି ଖୋର୍ଦ୍ଧା ପୌରାଞ୍ଚଳ। ଜନ ସଚେତନତା ଉଦ୍ଦେଶ୍ୟରେ ପୌରାଞ୍ଚଳ ପକ୍ଷରୁ…

ଭାଜପା ଯୁବ ମୋର୍ଚ୍ଚାର ମଙ୍ଗ ଧରିଲେ ବିରାପ୍ପାନଙ୍କ ଝିଅ

ଚେନ୍ନାଇ,୧୯।୭: ଅତୀତରେ ଦୁଇ ଦୁଇଟି ରାଜ୍ୟ ସରକାରଙ୍କ ନିଦ ହଜାଇ ଆତଙ୍କ ସୃଷ୍ଟି କରିଥିଲେ ବିରାପ୍ପାନ। ଏବେ କିନ୍ତୁ ତାଙ୍କ ଝିଅ ବିଦ୍ୟା ବିରାପ୍ପାନ ଦେଶସେବା କରିବାକୁ…

ଶେରଗଡ଼ ବ୍ଲକର ୧୭ଗାଁ ରେଡ୍‌ଜୋନରେ: ଜାଣନ୍ତୁ କେଉଁଟି

ଶେରଗଡ଼,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ୯୫ଟି ଛୋଟ ବଡ଼ ଗ୍ରାମ ରହିଛି। ଏଥି ମଧ୍ୟରୁ ରବିବାର ସୁଦ୍ଧା ବ୍ଲକର ମୋଟ ୧୭ଟି ଗାଁ ରେଡ୍‌ଜୋନ୍‌ରେ ଥିବା…