କରୋନା ସଂକ୍ରମିତ ୪୦ ପ୍ରତିଶତ ରୋଗୀଙ୍କ ପାଖରେ ନାହିଁ କୌଣସି ଲକ୍ଷଣ

ନୂଆଦିଲ୍ଲୀ,୯।୮: ଏବେସୁଦ୍ଧା ବିଶ୍ୱରେ କରୋନା ସଂକ୍ରମଣ ୨କୋଟିରେ ପହଞ୍ଚି ସାରିଲାଣି। ଏହାସହ ୭.୨୯ ଲକ୍ଷ ଲୋକଙ୍କର କରୋନା ଯୋଗୁ ମୃତ୍ୟୁ ବି ହେଲାଣି। ତେବେ ଏମାନଙ୍କ ଭିତରୁ…

‘ଏମ୍‌ପି ସୁରେଶ ପୂଜାରୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ କ୍ୱାରାଣ୍ଟାଇନ୍‌ରେ ରୁହନ୍ତୁ’

ଝାରସୁଗୁଡ଼ା ଅଫିସ,୯ା୮: ବରଗଡ଼ ଏମ୍‌ପି ସୁରେଶ ପୂଜାରୀଙ୍କ କରୋନା ପଜିଟିଭ୍‌ ଆସିଥିବା ଶନିବାର ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଏଥିପାଇଁ ଝାରସୁଗୁଡ଼ା ଜିଲାପାଳ ସରୋଜ…

କିଏ ସେହି ଧନଶ୍ରୀ, ଯାହାଙ୍କ ପ୍ରେମରେ କ୍ଲିନ୍‌ ବୋଲ୍ଡ ହେଲେ ଚହଲ

ବମ୍ବେ: ଚର୍ଚ୍ଚାରେ ୟୁଟ୍ୟୁବର୍‌ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା। କାରଣଟି ହେଉଛି ଭାରତୀୟ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସହ ତାଙ୍କର ନିର୍ବନ୍ଧ। ନିକଟରେ ନିଜର ୩୦ତମ…

ଏଏସ୍‌ଆଇଙ୍କ ଆଖିରେ ଲଙ୍କା ସ୍ପ୍ରେ କରି ଅପରାଧୀ ଚମ୍ପଟ

ପାଟନା, ୯।୮: ବିହାରରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏବେ ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ କମିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ବହୁ ରାଜ୍ୟରେ…

ବିବାହ ସ୍ଥିର ହେବାକୁ ନେଇ ଚହଲଙ୍କ ଗୋଡ଼ ଟାଣିଲେ ସେହଓ୍ବାଗ୍‌, କହିଲେ ଏପରି କିଛି

ନୂଆଦିଲ୍ଲୀ,୯।୮: ଭାରତୀୟ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ଲୋକପ୍ରିୟ କୋରିଓଗ୍ରାଫର ଧନଶ୍ରୀଙ୍କ ସହ ନିର୍ବନ୍ଧ କରିଛନ୍ତି। ଶନିବାର ଚହଲ ନିଜର ଅଫିସିଆଲ ଟୁଇଟର ପୃଷ୍ଠାରେ ଧନଶ୍ରୀଙ୍କ ସହ…

ତରଳୁଛି ଗ୍ଲେସିଅର, ଯେଉଁଠି ଶୁଟିଂ ହୋଇଥିଲା ଓସ୍କାର ବିଜେତା ଫିଲ୍ମ

ନ୍ୟୁଜିଲାଣ୍ଡ୍‌ର ଗ୍ଲେସିଅର ଅଧାରୁ ଅଧିକ ତରଳି ସାରିଲାଣି। ଯେଉଁଠି ଓସ୍କାର ବିଜେତା ହଲିଉଡ୍‌ ଫିଲ୍ମ ‘ଲଡ୍‌ ଅଫ୍‌ ଦ ରିଙ୍ଗ୍‌ସ’ ଏବଂ ‘ହବିଟ୍‌’ ଶୁଟିଂ ହୋଇଥିଲା। ଏହି…

୨ କୋଟି ନିଯୁକ୍ତି ଦେବାକୁ କଥା ଦେଇଥିବା ଭାଜପା ସରକାରଙ୍କ ସମୟରେ ୧୪ କୋଟି ହେଲେଣି ବେରୋଜଗାର: ରାହୁଲ

ନୂଆଦିଲ୍ଲୀ,୯।୮: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଧିକାଂଶ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏବେ ଯୁବବର୍ଗଙ୍କ ବେରୋଜଗାର ସମସ୍ୟାକୁ ନେଇ ପୁଣିଥରେ ବର୍ଷିଛନ୍ତି ରହୁଲ।…

କାଳିଆ ଯୋଜନାକୁ ନେଇ ଏହି ବଡ଼ ଘୋଷଣା କଲେ ରାଜ୍ୟ ସରକାର: ଜାଣନ୍ତୁ..

ଭୁବନେଶ୍ୱର,୯।୮(ବ୍ୟୁରୋ): ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିବା ଜଣାପଡ଼ିବା…

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଖଣ୍ଡନ ପରେ ଟୁଇଟ୍‌ ଡିଲିଟ କଲେ ମନୋଜ

ନୂଆଦିଲ୍ଲୀ,୯।୮: କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏପର୍ଯ୍ୟନ୍ତ ତାଙ୍କର ଦ୍ୱିତୀୟ ଥର କରୋନା ଟେଷ୍ଟ କରାଯାଇ…

ତିକ୍ତତା ସତ୍ତ୍ୱେ ନେପାଳକୁ ସହାୟତାର ହାତ ବଢ଼ାଇଲା ଭାରତ, ପଠାଇଲା ଏଭଳି ଜରୁରୀ ସାମଗ୍ରୀ

ନୂଆଦିଲ୍ଲୀ,୯।୮: ଭାରତ-ନେପାଳ ସମ୍ପର୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ହେଲେ କରୋନା ମହାମାରୀ ସହ ଲଢ଼ୁଥିବା ନେପାଳକୁ ସହାୟତାର ହାତ ବଢ଼ାଇବାକୁ ଭୁଲିନାହିଁ ଭାରତ। ପଡ଼ୋଶୀ ଦେଶକୁ…