ଔଦ୍ୟୋଗିକ ଉତ୍ପାଦନ ୧୬.୬% ଖସିଲା

ନୂଆଦିଲ୍ଲୀ,୧୨।୮: କରୋନା ଯୋଗୁ ଦେଶର ଶିଳ୍ପ କ୍ଷେତ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। କରୋନା ଜନିତ ଲକ୍‌ଡାଉନ ଲାଗି ଘରୋଇ ବଜାରର ଔଦ୍ୟୋଗିକ ଉତ୍ପାଦନ…

ସର୍ବନିମ୍ନ ସ୍ତରକୁ ଖସିିପାରେ ଜିଡିପି:ମୂର୍ତ୍ତି

ନୂଆଦିଲ୍ଲୀ,୧୨।୮: ମହାମାରୀ ଜନିତ ପ୍ରଭାବ ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରାୟ ୫% ଖସିପାରେ। ଦେଶର ଜିଡିପି ଅଭିବୃଦ୍ଧି ସ୍ବାଧୀନତା ପରଠୁ ସବୁଠାରୁ ସର୍ବନିମ୍ନ…

ଅନୁଗୋଳ ବଜାରରେ ହସ୍‌ଭର୍ନା ବାଇକ୍‌

ଅନୁଗୋଳ ଅଫିସ୍‌, ୧୨।୮ - ଅନୁଗୋଳ ବଜାରରେ ହସ୍‌ଭର୍ନା ମୋଟର ସାଇକେଲ ପ୍ରବେଶ କରିଛି। ଏହି ହସ୍‌ଭର୍ନା ଭିଟ୍‌ପିଲେନ୍‌ ଓ ସ୍ବାଟ୍‌ପିଲେନ୍‌ ଗାଡ଼ି ୨୫୦ ସିସିର ଉପଲବ୍ଧ…

ମଥା ଟେକିପାରୁନି ମନୋରଞ୍ଜନ ମାଧ୍ୟମ

ଉପେନ୍ଦ୍ର ରାଉତ ବଅଁରପାଳ,୧୨ା୮ - କାମର ଚାପ ହ୍ରାସ ପାଇଁ ହେଉ ଅବା ସୁସ୍ଥ ଜୀବନଯାପନ, ସଭିଙ୍କୁ ଲୋଡ଼ା ମନୋରଞ୍ଜନ। କିନ୍ତୁ ୫ ମାସ ହେଲା କରୋନା…

କ୍ରୀଡ଼ାରେ କରୋନା ବେଡ଼ି

ଢେଙ୍କାନାଳ ଅଫିସ, ୧୨।୮ -  କରୋନା ମାଡ଼ରେ ଦୋହଲିଯାଇଛି ସମଗ୍ର କ୍ରୀଡ଼ାଜଗତ। ଦୀର୍ଘ ୫ମାସ ହେଲା ଷ୍ଟାଡିୟମ ଶୂନଶାନ। ସଂକ୍ରମଣ ଆଶଙ୍କାରେ ବନ୍ଦ ହୋଇଯାଇଛି ସମସ୍ତ ପ୍ରତିଯୋଗିତା।…

ଉଦ୍‌ଘାଟନୀ ଲଙ୍କା ପ୍ରିମିୟର ଲିଗ୍‌ ସ୍ଥଗିତ

କଲମ୍ବୋ, ୧୨ା୮ (ପି.ଟି.)-ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ର ପ୍ରଥମ ସଂସ୍କରଣକୁ ସ୍ଥଗିତ ରଖିଛି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)। ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୁନଶ୍ଚ…

୧୩ ସୁଦ୍ଧା ଜବାବ ଦେବାକୁ କ୍ରୀଡ଼ା ମହାସଂଘଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ଅନୁରୋଧକ୍ରମେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଲାଗି ଉଦ୍ଦିଷ୍ଟ କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀର ଜବାବ ଦେବା…

ବ୍ରହ୍ମପୁର ପୋଲିସ ଜିଲାରେ ୧୧୬ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ,୧୨ା୮- ଗଞ୍ଜାମ ଜିଲାରେ କରୋନା ଭୟାଭୟ ସ୍ଥିତିରେ ପହଞ୍ଚିଛି। ଅଗଷ୍ଟରେ ମଧ୍ୟ ଏଭଳି ସ୍ଥିତି ଜାରି ରହିଛି। ଏହିଧାରାରେ ବ୍ରହ୍ମପୁର ପୋଲିସ ଜିଲାରେ କରୋନା ଯୋଦ୍ଧା…

ଘାଇରୁ ପାଣି ନେବାକୁ କେନ୍ଦ୍ର କରି ୨ ଗ୍ରାମବାସୀ ମୁହଁ।ମୁହିଁ

ବୁଗୁଡ଼ା,୧୨ା୮(ଡି.ଏନ୍‌.ଏ.)- ଘାଇରୁ ପାଣି ନେବାକୁ କେନ୍ଦ୍ରକରି ଦୁଇ ଗ୍ରାମବାସୀ ମୁହଁ।ମୁହିଁ ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ପହଞ୍ଚତ୍ ସମାଧାନ କରିଛନ୍ତି। ଏଭଳି ଘଟଣା ଘଟିଛି ବୁଗୁଡା ଅଞ୍ଚଳରେ।…

ସ୍କୁଲ ଖୋଲିଲେ ପିଲାଙ୍କୁ ଛାଡ଼ିବେନି ଅଭିଭାବକ

ଭଞ୍ଜନଗର,୧୨।୮(ଡି.ଏନ୍‌.ଏ.)- କେନ୍ଦ୍ର ସରକାର ସେପ୍ଟେମ୍ବରରେ ବିଦ୍ୟାଳୟ ଖୋଲିବା ପାଇଁ ଯୋଜନା କରୁଛନ୍ତି। ଏନେଇ ଅଭିଭାବକଙ୍କ ଫିଡ୍‌ବ୍ୟାକ୍‌ ମଗାଯିବ। କିନ୍ତୁ ଶେଷ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଏଭଳି…