ଟ୍ରେନ ଅଟକାଇ ବସ୍ତା ଷ୍ଟେଶନରେ ଓହ୍ଲାଇଲେ ପ୍ରବାସୀ ଓଡ଼ିଆ

ବସ୍ତା, ୨୭ା୬(ଡି.ଏନ.ଏ.)-ବସ୍ତା ରେଳଷ୍ଟେଶନରେ ଶୁକ୍ରବାର ଏକ ସ୍ପେଶାଲ ଟ୍ରେନକୁ ଅଟକାଇ ପ୍ରବାସୀ ଓଡ଼ିଆମାନେ ଓହ୍ଲାଇଛନ୍ତି। ବାଙ୍ଗାଲୋରରୁ ହାଓ୍ବଡ଼ା ଯାଉଥିବା ଏକ ସ୍ପେଶାଲ ଟ୍ରେନ ବସ୍ତାରେ ଅଟକିଥିଲା। ସେଥିରୁ…

ପାରିବାରିକ କଳହ ହେଲା କାଳ: ବିଷ ପିଇ ମା’ ସହ ଦୁଇପୁଅଙ୍କ ଆତ୍ମହତ୍ୟା

ବରଗଡ଼ ଅଫିସ୍‌,୨୬।୬-ବରଗଡ଼ ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ନିକଟ ଚାରପାଲି ଗ୍ରାମର ଗୋପୀନାଥ ବନଛୋରଙ୍କ ପରିବାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ…

୪ରେ ଲଘୁଚାପ: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୬।୬(ବ୍ୟୁରୋ)-ଆସନ୍ତା ଜୁଲାଇ ୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଜୁଲାଇ ୨ ତାରିଖରୁ…

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ପରଜଙ୍ଗ,୨୬।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମାଣିକମରା ପଞ୍ଚାୟତ ଜକା ଗ୍ରାମର ବିଜୟ ସାହୁଙ୍କ ପ୍ରଥମ ସ୍ତ୍ରୀ ଅଞ୍ଜନା ସାହୁ (୩୯) ଶୁକ୍ରବାର ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଏଥିସହିତ…

ଚାଲାଣ ପାଇଁ ହେଉଥିଲା ଠୁଳ: ୨ଟନ୍‌ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ଫିରିଙ୍ଗିଆ,୨୬ା୬- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପୋଲିସ ପାହିରାଜୁ ପଞ୍ଚାୟତ ଡ୍ରେସରୁ ଗ୍ରାମରେ ଚଢାଉ କରି ୨ଟନ୍‌ରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ୨…

୮୦ ହଜାର ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ

ମାଲକାନଗିରି,୨୬ା୬(ଡି.ଏନ୍‌.ଏ.)-ସରକାରୀ ଜାଗାରେ ଘର କରିବା ନେଇ ହୋଇଥିବା ମାମଲାକୁ ଉଠାଇଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି ୮୦ ହଜାର ଟଙ୍କା ଲାଞ୍ଚ…

ଏସବୁ ଜିଲାରୁ ଭୁବନେଶ୍ୱର ଆସିଲେ ୧୪ ଦିନ କ୍ୱାରାଣ୍ଟାଇନ

ଭୁବନେଶ୍ୱର,୨୬।୬(ବ୍ୟୁରୋ)-ଏଣିକି ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି, ଯାଜପୁର ଜିଲାରୁ ଭୁବନେଶ୍ୱର ବସ୍ତି ଅଞ୍ଚଳକୁ ଆସିଲେ ୧୪ ଦିନ ସରାକରୀ କ୍ୱାରାଣ୍ଟାଇନ ରହିବାକୁ ପଡ଼ିବ। କରୋନା ସଂକ୍ରମଣକୁ ରୋକିବା…

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୬, ୨୦୨୦)

ଜୋବ୍ରା ଆନିକଟଠାରେ ମହାନଦୀରେ ପ୍ରବାହିତ ବନ୍ୟାଜଳ ରାଜଧାନୀରେ ପ୍ରବଳ ଖରା, ପିଏମ୍‌ଜି ରୋଡ୍‌ରେ ମରିଚିକାର ଦୃଶ୍ୟ   ଜିଲାପାଳଙ୍କ ଅଫିସ ମୁଖ୍ୟଦ୍ୱାର ସମ୍ମୁଖରେ ଇନରହ୍ବିଲ କ୍ଲବ କଟକ…

ଘରୁ ବାହାରିଲେ ମାଳ ମାଳ ନାଗ ସାପ

ଭଦ୍ରକ ଅଫିସ,୨୬।୬-ଗୋଟିଏ କି ଦୁଇଟି ନୁହିଁ। ଏକାବେଳେ ୪୦ରୁ ଊର୍ଦ୍ଧ୍ୱ ସାପ ଉଦ୍ଧାର ହୋଇଛି। ଏଭଳି ଘଟଣା ଭଦ୍ରକ ବ୍ଲକ କଲେଇ ପଞ୍ଚାୟତ ରଙ୍ଗରାଜପୁର ଗ୍ରାମରେ ଶୁକ୍ରବାର…