ଆସିଲା ବିଶ୍ୱର ସବୁଠୁ ଶସ୍ତା ଇଲେକ୍ଟ୍ରିକ ବାଇକ୍‌, ଦାମ୍‌ ରହିଛି ଏତିକି

ଶସ୍ତା ଫୋନ ଏବଂ ଶସ୍ତା ଏଲ୍‌ଇଡି ଟେଲିଭିଜନ ପରେ ଡିଟେଲ ଇଣ୍ଡିଆ ବର୍ତ୍ତମାନ ଭାରତୀୟ ବଜାରରେ ଏକ ଇଲେକ୍ଟ୍ରିକ୍‌ ବାଇକ୍‌ ଲଞ୍ଚ କରିଛି। କମ୍ପାନୀ ଦାବି କରିଛି…

ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନଙ୍କ ପରଲୋକ

ଲକ୍ଷ୍ନୌ, ୧୬।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଚେତନ ଚୌହାନ କରୋନାରେ ପ୍ରାଣ ହରାଇଛନ୍ତି। କରୋନା ଆକ୍ରାନ୍ତ…

ଦେଶ ପାଇଁ ଏହି କାମ ସାରି ପିତାଙ୍କ ଚିତାରେ ନିଆଁ ଦେଲେ ମହିଳା ପୋଲିସ ଇନ୍ସପେକ୍ଟର

ଚେନ୍ନାଇ,୧୬।୮: ତାମିଲନାଡୁ ଜଣେ ମହିଳା ପୋଲିସର ଇନ୍ସପେକ୍ଟର ପିତାଙ୍କ ମୃତ୍ୟୁ ସତ୍ତ୍ୱେ ତାଙ୍କ ଅନ୍ତିମ ସଂସ୍କାର ବନ୍ଦ କରି ସ୍ବାଧୀନତା ଦିବସ ପରେଡର ନେତୃତ୍ୱ ନେଇଥିଲେ। ସଶସ୍ତ୍ର…

ଭୁବନେଶ୍ୱରରେ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୭୮ ଲୋକାଲ କଣ୍ଟାକ୍ଟ କେସ୍‌

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ରବିବାର ପୁଣି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭୦ ମଧ୍ୟରୁ କ୍ୱାରାଣ୍ଟାଇନରୁ ୯୨ ଜଣ ଚିହ୍ନଟ ହୋଇଥିବାବେଳେ ୭୮ ଲୋକାଲ କଣ୍ଟାକ୍ଟ କେସ…

ମନୋହର ପାରିକରଙ୍କ ପୁଅ କରୋନା ପଜିଟିଭ

ପଣଜୀ,୧୬।୮: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ରବିବାର ତାଙ୍କ କରୋନା…

ସମଲିଙ୍ଗୀ ବିବାହ କଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଡେଲିସା-ଲୌରା

ମେଲବୋର୍ନ, ୧୬।୮: ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଡେଲିସା କିମିନ୍ସ ଓ ଲୌରା ହାରିସ ରବିବାର ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ସମଲିଙ୍ଗୀ ବିବାହର କିଛି…

ଯଦି ଏପରି କାମ କରିବେ ଜୀବନରେ ଧନର ଅଭାବ ରହିବ ନାହିଁ

ଅର୍ଥ ମଣିଷ ଜୀବନରେ ନିତ୍ୟାନ୍ତ ଆବଶ୍ୟକ। ଆଧୁନିକ ଯୁଗରେ ମଣିଷ ପାଇଁ ପ୍ରତିଟି କ୍ଷେତ୍ରରେ ଅର୍ଥ ଦରକାର ପଡୁଛି। ଯେବେ ମଣିଷ ନିକଟରେ ଅର୍ଥର ଅଭାବ ଦେଖାଯାଏ…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପାଇଁ ମା’ କଲେ ୧.୧୫ ଲକ୍ଷ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ, ଜାଣନ୍ତୁ କାହିଁକି

ଅଭିନେତ୍ରୀ କଙ୍ଗନା ରାନାୱତ ଖୋଲା କଥା କହିବା କାରଣରୁ ଅନେକ ଥର ଅସୁବିଧାରେ ପଡ଼ନ୍ତି। ଏହି କାରଣରୁ ବେଳେବେଳେ ତାଙ୍କୁ ପ୍ରଶଂସା ମିଳୁଥିବାବେଳେ ବେଳେବେଳେ ତାଙ୍କୁ ଟ୍ରୋଲର…

କୁମ୍ଭୀରକୁ ନଦୀରୁ ଘୋଷାରି ଆଣିଲା ବାଘ: ଭିଡିଓ ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଶିକାର ପାଇଁ ବାଘ ପାହାଡ ଉପରୁ ଡେଉଁଛି ତ ଆଉ କେତେବେଳେ ବାଘ ସିଂହ ମଧ୍ୟରେ…

ପୁଣି ପଡିଆକୁ ଓହ୍ଲାଇବେ ଧୋନୀ, ଏହି ତାରିଖରେ ଖେଳିବେ ପ୍ରଥମ ମ୍ୟାଚ୍‌

ଭାରତକୁ ଦୁଇଥର ବିଶ୍ୱ ବିଜେତା କରିଥିବା ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି। ଆଇପିଏଲ ପାଇଁ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିବାର ପରଦିନ ଶନିବାର ସାରେ…