ସାତ୍ତ୍ୱିକସାଇରାଜ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୮।୮(ପି.ଟି.): ଶନିବାର ଜାତୀୟ କ୍ରୀଡ଼ା ଦିବସରେ ଅର୍ଜୁନ ପୁରସ୍କାର ପାଇବାକୁ ଯାଉଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକା ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ଏବେ…

ଇଂଲଣ୍ଡ- ପାକିସ୍ତାନ ପ୍ରଥମ ଟି୨୦ ମୁକାବିଲା

ମାଞ୍ଚେଷ୍ଟର, ୨୮।୮: ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ପ୍ରଥମ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ୧-୦ରେ ବିଜୟୀ ହୋଇ ଇଂଲଣ୍ଡ…

ବେଜୋସ୍‌ଙ୍କ ସମ୍ପତ୍ତି ୨୦୦ ବିଲିୟନ ଡଲାର ଟପିଲା

ନୂଆଦିଲ୍ଲୀ,୨୮।୮: ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବରେ ୨୦୦ ବିଲିୟନ ଡଲାର ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ବର୍ତ୍ତମାନ ସମୟରେ…

କୋଲକାତାରେ ପୁରସ୍କାର ଗ୍ରହଣ କରିବେ ଦୂତୀ

ଭୁବନେଶ୍ୱର, ୨୮।୮(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ ରାଷ୍ଟ୍ରପତି ଭବନରେ ହେବନାହିଁ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ…

ଯୋଡ଼ା -କେନ୍ଦୁଝର ଯୋଗାଯୋଗ ବିଚ୍ଛିନ୍ନ

ଯୋଡ଼ା, ୨୮।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକରେ ଥିବା ତଥା ୫୨୦ ନଂ ଜାତୀୟ ରାଜପଥର ବାସୁଦେବପୁରଠାରେ ଥିବା ବୈତରଣୀ ନଦୀ ସେତୁ ଦୁର୍ବଳ ହୋଇଯାଇଥିବାରୁ ତଥା ବଢି…

ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତା କରୋନା ପଜିଟିଭ୍‌: ଭର୍ଚୁଆଲ ସେରିମନିରେ ଯୋଗ ଦେବେନି

ନୂଆଦିଲ୍ଲୀ,୨୮।୮(ପି.ଟି.): ବ୍ୟାଡମିଣ୍ଟନ ତାରକା ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀଙ୍କ ସମେତ ଜାତୀୟ କ୍ରୀଡ଼ା ପୁରସ୍କାର ପାଇବାକୁ ଥିବା ୩ଜଣ କ୍ରୀଡ଼ାବିତ୍‌ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ…

କୋଭିଡ୍‌-୧୯: ଇଣ୍ଡିଆ ଓପନ୍‌, ସୟଦ ମୋଦି ଟୁର୍ନାମେଣ୍ଟ ବାତିଲ

ନୂଆଦିଲ୍ଲୀ,୨୮।୮ (ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉ ଦୁଇଟି ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ଇଣ୍ଡିଆ ଓପନ ସୁପର ୫୦୦ ଓ ସୟଦ ମୋଦି ଅନ୍ତର୍ଜାତୀୟ…

ଗ୍ୟାରେଥ୍‌ ବ୍ୟାରିଙ୍କ ଅବସର

ଓ୍ବେଷ୍ଟ ବ୍ରୋମ୍‌ଓ୍ବିଚ୍‌, ୨୮ା୮ (ଏପି)- ପ୍ରିମିୟର ଲିଗ୍‌ରେ ସର୍ବାଧିକ ମ୍ୟାଚ ଖେଳି ରେକର୍ଡ କରିଥିବା ଗାରେଥ୍‌ ବ୍ୟାରି ୩୯ବର୍ଷ ବୟସରେ ଫୁଟ୍‌ବଲରୁ ଅବସର ନେଇଛନ୍ତି। ପ୍ରିମିୟର ଲିଗ୍‌ରେ…

କରୋନା ଆକ୍ରାନ୍ତ ହୋଇ ବାଦ୍‌ ପଡ଼ିଲେ ଏହି ଷ୍ଟାର୍‌ ଫୁଟ୍‌ବଲ ଖେଳାଳି

ପ୍ୟାରିସ, ୨୭ା୮ (ଏପି)-ଫ୍ରାନ୍ସ ମିଡ୍‌ଫିଲ୍ଡର ପଲ୍‌ ପୋଗ୍‌ବା କୋଭିଡ୍‌-୧୯ ପଜିଟିଭ ହୋଇଛନ୍ତି। ଫଳରେ ତାଙ୍କୁ ଜାତୀୟ ଫୁଟ୍‌ବଲ ଦଳରୁ ବାଦ୍‌ ଦିଆଯାଇଥିବା କୋଚ୍‌ ଡିଡିଏର୍‌ ଡେସ୍‌ଚାମ୍ପ ପ୍ରକାଶ…

ଚୁଟି କାଟିବାକୁ ଯାଇଥିବା ମନ୍ତ୍ରୀଙ୍କ ଭଣଜାର ଶବ ଉଦ୍ଧାର

ଶିବପୁରୀ, ୨୭।୮: ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରୁ ଏକ ସମ୍ବେଦନଶୀଳ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ଶିବପୁରୀ ପୋହରୀ ଅଞ୍ଚଳର ଏକ ପୋଲ ନିକଟରୁ ଏକ ଯୁବକଙ୍କ ମୃତଦେହ…