ଧରାପଡ଼ିଲେ ଫେରାର ଆଜୀବନ କଏଦୀ

ରାଇରଙ୍ଗପୁର,୨୫ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସବ୍‌ ଜେଲ୍‌ରେ ଅଜୀବନ ସଜା କାଟୁଥିବା ଜଣେ କଏଦୀ ଶୁକ୍ରବାର ଚିକିତ୍ସା ପାଇଁ ଯାଇଥିବା ବେଳେ ଜେଲ୍‌ କର୍ମଚାରୀଙ୍କୁ ଚକ୍‌ମା ଦେଖାଇ…

ଇନଫୋସିସ ସହ-ପ୍ରତିଷ୍ଠାତାଙ୍କ ପରିବାର ବିକିଲେ ୮୫ ଲକ୍ଷ ଶେୟାର

ବାଙ୍ଗାଲୋର,୨୫।୭: ଇନ୍‌ଫୋସିସ ସହ ପ୍ରତିଷ୍ଠାତା ଏସ୍‌.ଡି ଶିବୁଲାଲଙ୍କ ପରିବାର ସଦସ୍ୟ କମ୍ପାନୀରେ ଥିବା ସେମାନଙ୍କ ମୋଟ ଶେୟାର ମଧ୍ୟରୁ ୮୫ ଲକ୍ଷ ଶେୟାର ବିକ୍ରି କରିଦେଇଛନ୍ତି। ଚଳିତ…

କରୋନା ପ୍ରଭାବ; କର୍ମଚାରୀଙ୍କ ଏକ ବଡ ଅଂଶକୁ ଛୁଟିରେ ପଠାଇଲା ଟାଟା କମ୍ୟୁନିକେଶନ

ନୂଆଦିଲ୍ଲୀ,୨୫।୭: କରୋନା ପ୍ରଭାବ ଘରୋଇ ବଜାର ଉପରେ ପରିଲକ୍ଷିତ ହୋଇଛି। ଏଥି ଯୋଗୁ ଟାଟା କୁମ୍ୟୁନିକେଶନ ଏହାର କର୍ମଚାରୀଙ୍କ ଏକ ବଡ ଅଂଶକୁ ଛୁଟିରେ ପଠାଇଥିବା ଜଣାପଡିଛି।…

ମାସ୍କ ଇନୋଭେସନରେ ବେଲ୍‌ଜିୟମ ଆଗରେ

ନୂଆଦିଲ୍ଲୀ,୨୫।୭: କରୋନା ସମୟରେ ମାସ୍କ ଲଗାଇବା ଜରୁରୀ ହୋଇ ପଡିଛି। ଏଥି ଲାଗି ବଜାରରେ ବିଭିନ୍ନ ବର୍ଗରେ ମାସ୍କ ଉପଲବ୍ଧ ହେଉଛି। ଏଭଳି ସ୍ଥିତିରେ ମାସ୍କ ଇନୋଭେସନ…

ବିମାନ ଭଡା ଉପରେ ନଭେମ୍ବର ୨୪ ଯାଏ କଟକଣା

ନୂଆଦିଲ୍ଲୀ,୨୫।୭: ଦେଶ ମଧ୍ୟରେ ବିମାନ ଯାତ୍ରା ଲାଗି ସରକାର ଭଡା ଉପରେ ନଭେମ୍ବର ୨୪ ଯାଏ କଟକଣା ଲଗାଇଛନ୍ତି। ବିମାନ ଭଡା ସର୍ବନିମ୍ନ ୨୦୦୦ ଟଙ୍କାରୁ ୬,୫୦୦…

ପେନଶନ ଦେବାକୁ ରେଲଓ୍ବେର ଅର୍ଥ ନାହିଁ

ନୂଆଦିଲ୍ଲୀ,୨୫।୭: କରୋନା ଯୋଗୁ ଦେଶରେ ରେଳ ଚଳାଚଳ ପ୍ରଭାବିତ ହୋଇ ରହିଛି। ଦେଶ ମଧ୍ୟରେ ଜରୁରୀ ଭିତ୍ତିରେ ମାତ୍ର କିଛି ଟ୍ରେନ ଚାଲୁଛି। ଏଥି ଯୋଗୁ ରେଲଓ୍ବେର…

ଜୁଆଆଡ୍ଡାରେ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ

କାକଟପୁର,୨୫।୭(ଡି.ଏନ୍‌.ଏ): କାକଟୁପୁର ଥାନା ଅନ୍ତର୍ଗତ ଭଣ୍ଡିସାହିରେ ଚାଲିଥିବା ଏକ ଜୁଆଆଡ୍ଡାରେ ପୋଲିସ ଶୁକ୍ରବାର ରାତିରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଥାନାକୁ ନେବାକୁ ବେଳେ…

୪ ମାସ ପରେ ହୋଇଥାନ୍ତା ବାହାଘର: ପ୍ରେମିକାଙ୍କୁ ଅପହରଣ ପରେ ହତ୍ୟା କଲେ ପ୍ରେମିକ

ବ୍ରହ୍ମଗିରି,୨୫ା ୦୭(ଡି.ଏନ.ଏ): ପ୍ରଥମେ ପ୍ରେମ। ତା’ପରେ ପ୍ରତାରଣା କରି ଶେଷରେ ପ୍ରେମିକାକୁ ଅପହରଣ କରି ହତ୍ୟା କରିଛି ପ୍ରେମିକ। ସମସ୍ତ ପ୍ରମାଣକୁ ଲୁଚାଇବାକୁ ଯାଇ ଗାଁଠାରୁ ୫…

ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୫।୭(ବ୍ୟୁରୋ)-ରାଜ୍ୟରେ ଶନିବାର ପୁଣି ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୩୯୧ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୯, କଟକରୁ ୪୩, ବାଲେଶ୍ୱରରୁ ୩୩,…

‘ଦିଲ୍ ବେଚାରା’ ଫିଲ୍ମ ଦେଖି ଦର୍ଶକଙ୍କ ପ୍ରତିକ୍ରିୟା କଣ ରହିଛି ଦେଖନ୍ତୁ..

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପ୍ରଶଂସକ ମାନେ ତାଙ୍କର ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ତେବେ ସୁଶାନ୍ତଙ୍କ…