ଦକ୍ଷିଣ ଦିଗକୁ କାହିଁକି କୁହାଯାଏ ଅଶୁଭ, ଜାଣନ୍ତୁ

ଚାରୋଟି ଦିଗ ମଧ୍ୟରୁ ଦକ୍ଷିଣ ଦିଗ ଅନ୍ୟତମ। ଏହା ଦେବତା ଏବଂ ପିତୃପୁରୁଷଙ୍କ ଦିଗ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ରରେ ଦକ୍ଷିଣ ଦିଗ ମଙ୍ଗଳ ସହିତ…

ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର, ବାରଙ୍ଗ, ୨୮।୯(ବ୍ୟୁରୋ)- ପ୍ରାଣୀ ଉଦ୍ୟାନ ନନ୍ଦନାକନନ ଅକ୍ଟୋବର ୪ ତାରିଖରେ ଖୋଲିବା ନେଇ କର୍ତ୍ତୃପକ୍ଷ ସୋମବାର ଘୋଷଣା କରିଛନ୍ତି। ଏହାସହ ବଟାନିକାଲ ଗାର୍ଡେନ ମଧ୍ୟ ସେହିଦିନଠାରୁ ଖୋଲାଯିବ।…

ଏବେ ଖୋଲିବନି ମନ୍ଦିର

ଭୁବନେଶ୍ୱର,୨୮।୯(ବ୍ୟୁରୋ)-ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ। ଏ ନେଇ ହାଇକୋର୍ଟରେ ନିଜର ଜବାବ ଦାଖଲ କଲେ ରାଜ୍ୟ ସରକାର। ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କିତ ମାମଲାରେ…

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ କରୋନା

ଭୁବନେଶ୍ୱର/ଛେଣ୍ଡିପଦା,୨୮।୯ (ବ୍ୟୁରୋ/ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ବିଧାୟକ ସୁଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ପୂର୍ବରୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ…

କଳାହାଣ୍ଡିରେ ପିଆଜ ଦର ଅହେତୁକ ବୃଦ୍ଧି: ଚିନ୍ତାରେ ଗ୍ରାହକ

ଭବାନୀପାଟଣା,୨୮।୯(ଡି.ଏନ୍‌.ଏ.): ରାଜ୍ୟରେ ବର୍ତ୍ତମାନ ପିଆଜ ଦରକୁ ନେଇ ଚିନ୍ତାରେ ଗ୍ରାହକ । କଳାହାଣ୍ଡି ଜିଲାରେ ବର୍ତ୍ତମାନ ପିଆଜ ଦର ରହିଛି କିଲୋ ପିଛା ୫୦ ଟଙ୍କା। ତେବେ…

ସୁର ସାମ୍ରାଜ୍ଞୀଙ୍କୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ସୋମବାର ହେଉଛି ଜନ୍ମଦିନ। ସେ ସେପ୍ଟେମ୍ବର ୨୮, ୧୯୨୯ ମସିହାରେ ପ୍ରସିଦ୍ଧ ସଙ୍ଗୀତକାର ଦିନାଥ ମଙ୍ଗେସକରଙ୍ଗ କୋଳରେ ଇନ୍ଦୋରରେ…

ପୋଲିସ ଏସ୍‌ଆଇ ବ୍ରଜ କିଶୋର ଦୁରିଆଙ୍କ ପରଲୋକ: ଶୋକ ପ୍ରକାଶ କଲେ ଏସ୍‌ପି

ଭବାନୀପାଟଣା,୨୮।୯ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଏସ୍‌ଆଇ ବ୍ରଜ କିଶୋର ଦୁରିଆଙ୍କ ବିୟୋଗ ଘଟିଛି। ଏସ୍‌ଆଇଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ…

ଭୁବନେଶ୍ୱରରୁ ଆଉ ୩୪୨ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୨୧

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩୪୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୧ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ…

ବଲିଉଡ୍‌ର ଏହି ୫ ଯୋଡି ନିଜ ସାଥୀଙ୍କୁ ଦେଇଛନ୍ତି ସବୁଠାରୁ ଦାମୀ ଉପହାର

ବଲିଉଡ୍‌ର ଅଧିକାଂଶ କଳାକାର ସେମାନଙ୍କ ଦୟାବାନ ପ୍ରବୃତି ପାଇଁ ବେଶ୍‌ ପରିଚିତ। ସେମାନେ ନିଜ ପ୍ରିୟ ଲୋକଙ୍କ ପ୍ରତି ଭଲପାଇବା ଦେଖାଇବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା…

ଚୋରି ଘଟଣାର ପର୍ଦ୍ଦାଫାସ: ୪ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୮।୯: ବରଗଡ଼ ସଦର ଥାନା ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମରେ ଗତ ୧ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି। ଚୋରି ସାମଗ୍ରୀ…