ଲକ୍ଷଣହୀନ, ଗର୍ଭବତୀ, ଶିଶୁଙ୍କ ପାଇଁ ବାରଣ

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ହୋମ୍‌ ଆଇସୋଲେଶନରେ ରହୁଥିବା କରୋନା ଆକ୍ରାନ୍ତ କିପରି ଫାଭିପିରାଭିର ଔଷଧ ଖାଇବେ, ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ସୋମବାର…

ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବାକୁ ଦାବି

ପୁରୀ ଅଫିସ,୬।୧୦: ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ଦାବିରେ ମଙ୍ଗଳବାର ଧାରଣାରେ ବସିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର। ସେ ଅନ୍ୟ କେତେଜଣ…

୧୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ଏହାକୁ ଲାଗି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ରାଜ୍ୟରେ ବର୍ଷା ହେବାର…

ଋଣ ଶୁଝିବାକୁ ବ୍ୟାଙ୍କ ଲୁଟ୍‌

ଭୁବନେଶ୍ୱର,୬।୧୦ (ବ୍ୟୁରୋ): ରାଜଧାନୀ ଉପକଣ୍ଠ ନନ୍ଦନବିହାର ଓ ବରିମୁଣ୍ଡା ବ୍ୟାଙ୍କ୍‌ ଲୁଟ୍‌ ଘଟଣା ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଏହି ଦୁଇ ଘଟଣାରେ ଜଣେ ହିଁ ସମ୍ପୃକ୍ତ…

ଶିବାଶିଷ ରାଉତ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଜେଇଇ ଆଡଭାନ୍ସଡ ୨୦୨୦ର ଫଳାଫଳ ସୋମବାର ଆଇଆଇଟି-ଦିଲ୍ଲୀ ପକ୍ଷରୁ ଘୋଷଣା କରାଯାଇଛି। ସାରା ଦେଶରେ ପ୍ରାୟ ୧.୫ ଲକ୍ଷ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିବାବେଳେ…

ଏମ୍‌ଏସ୍‌ପି ଚାଷୀଙ୍କ ଆଇନଗତ ଅଧିକାର: ନରସିଂହ

ଭୁବନେଶ୍ୱର,୬।୧୦(ବ୍ୟୁରୋ): କୃଷି ଆଇନକୁ ନେଇ ଭାଜପା ଓ ବିଜେଡିକୁ ସମାନଭାବେ ସମାଲୋଚନା କରିଛି କଂଗ୍ରେସ। ବିଧାନସଭାରେ କୃଷି ଆଇନକୁ ଦୃଢ଼ ବିରୋଧ କରି ଭାଜପା ଉପରେ ବର୍ଷିଛନ୍ତି…

ଖଣି ଦୁର୍ନୀତି: ଘେରିଲେ ବିରୋଧୀ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିରୋଧୀ ପୁଣି ସରକାରଙ୍କୁ ଘେରିଛନ୍ତି। ଖଣି ମାଫିଆ ଓ ଅଫିସର ଲକ୍ଷେ କୋଟି ଟଙ୍କା ଲୁଟି ନେଇଛନ୍ତି। ସରକାର ଜାଣିଶୁଣି…

ପ୍ରେମରେ ପଡ଼ିଲେ କାଜଲ: ଶୀଘ୍ର କରିବାକୁ ଯାଉଛନ୍ତି ବିବାହ

ସିଂଘମ ଷ୍ଟାର ଅଜୟ ଦେବଗନଙ୍କ ହିରୋଇନ୍‌ କାଜଲ ଅଗ୍ରଓ୍ବାଲ ଏବେ ପ୍ରେମରେ ପଡ଼ିଛନ୍ତି। ଖୁବ୍‌ଶୀଘ୍ର ସେ ବିବାହ ମଧ୍ୟ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି। ଏଥିପାଇଁ ବିବାହ…

ସ୍ପେନିଶ ଶିଖୁଛନ୍ତି ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର ଏବେ ସ୍ପେନିଶ ଭାଷା ଶିଖୁଛନ୍ତି। ବର୍ତ୍ତମାନ ସେ ମାତ୍ର ୩ ବର୍ଷର। ତେବେ ଲକ୍‌ଡାଉନ୍‌ରେ ନିଜକୁ ବ୍ୟସ୍ତ…

ସମାଧାନ ହୋଇପାରିଲାନି କ୍ଷତିପୂରଣ ପ୍ରସଙ୍ଗ; ୧୨ରେ ପୁଣି ବସିବ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦର ୪୨ତମ ବୈଠକ ଭିଡିଓ କନ୍‌ଫରେନ୍ସ ଯୋଗେ ସୋମବାର ଅନୁଷ୍ଠିତ ହୋଇଛି। ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ନେଇ କେନ୍ଦ୍ର…