ପ୍ରତି ୧୦ ଜଣରେ ଜଣେ ହେବେ କରୋନା ପଜିଟିଭ!

ଜେନେଭା,୬ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)ସୋମବାର ଏକ ବୟାନରେ କହିଛି ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବେ । ଡବ୍ଲୁଏଚ୍‌ଓର…

ଅକ୍ଟୋବର ୨୦ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ ଭଉଣୀ ଭାଇ ରିଆ-ଶୌଓ୍ବିକ୍‌

ମୁମ୍ବାଇ, ୬।୧୦: ବବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିଆ ଚକ୍ରବର୍ତ୍ତୀ ଏବଂ ଶୌଓ୍ବିକ୍‌ ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା ଜାରି ରହିଛି। ସେମାନଙ୍କର ନ୍ୟାୟିକ…

ଷ୍ଟିମ୍‌ ପାଇପ୍‌ ବେଲ୍‌ ଫାଟି ଇଞ୍ଜିନିୟର ସମେତ ତିନି ଶ୍ରମିକ ଗୁରୁତର: କ୍ଷତି ପୂରଣ ଦାବିରେ ଆନ୍ଦୋଳନ

ଗଞ୍ଜାମ,୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି ।କମ୍ପାନୀର ଷ୍ଟିମ ପାଇପ୍‌ ବେଲ୍‌ ଫାଟିଯିବା ଫଳରେ ସେଠାରେ କାର୍ଯ୍ୟରତ ଜଣେ ଇଞ୍ଜିନିୟର…

ବାବୁ ମହଲ: ସୁପରଷ୍ଟାର୍ ସନିଆ

ଆଜିର ଯୁବକ ଯୁବତୀମାନେ ରାତାରାତି ଷ୍ଟାର୍ ହେବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଚିନ୍ତା କରିଥାଆନ୍ତି, ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି…

ପ୍ରଥମ ପ୍ରେମଠାରୁ ଦୂରେଇ ଯାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ବିନୋଦ ଖାନ୍ନା ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଯଦିଓ ସେ ଆମ ଗହଣରେ ନାହାନ୍ତି, କିନ୍ତୁ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ସର୍ବଦା…

ଗାଁ ମଶାଣିରେ ପଡିରହିଛି ପିପିଇ କିଟ୍‌ : କରୋନା ସଂକ୍ରମଣ ଭୟରେ ଅଞ୍ଚଳବାସୀ

ପାଟଣା,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଡୁମୁରିଗୁଡା ଗ୍ରାମର ନେଉଳିଜୁଳି ନାଳ ନିକଟ ଗାଁ ଶ୍ମଶାନରେ ମଙ୍ଗଳବାର ପିପିଇ କିଟ୍‌, ଫେସ ସିଲଡ଼, ବ୍ୟବହୃତ…

କବାଟର ହ୍ୟାଣ୍ଡେଲ ଛୁଇଁଲେ ଅବା ବଟନ ଦବାଇଲେ ହେବନାହିଁ କରୋନା!

ୱାଶିଂଟନ,୬ ।୧୦: କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ପୂର୍ବରୁ କୁହାଯାଉଥିଲା ଯେ କୌଣସି ସ୍ଥାନକୁ ଅବା ବସ୍ତୁକୁ ଛୁଇଁବା ପରେ ପ୍ରଥମେ ହାତକୁ ସାନିଟାଇଜ କରିବା…

ପଞ୍ଜାବୀ ଡାଲ୍‌ ମଖାନୀ

ଆବଶ୍ୟକ ସାମଗ୍ରୀ:ବିରି ଡାଲି- ୧ କପ୍‌ (ରାତିରୁ ଭିଜା ହୋଇଥିବା), ରାଜମା- ୧ କପ୍‌ (ରାତିରୁ ଭିଜା ହୋଇଥିବା), ପିଆଜ- ୨ଟି (କଟା), ଟମାଟୋ- ୨ଟି, ଲଙ୍କାଗୁଣ୍ଡ-…

ଡ୍ୟାନ୍ସ ଜରିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଏହି କ୍ରିକେଟରଙ୍କ ଭାବି ସ୍ତ୍ରୀ

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଭାବି ସ୍ତ୍ରୀ ତଥା ପ୍ରସିଦ୍ଧ ୟୁଟ୍ୟୁବର୍‌ ଧନଶ୍ରୀ ବର୍ମା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ପ୍ରତିଦିନ ତାଙ୍କ ଭିଡିଓ ଭାଇରାଲ ହେଉଛି…

ମୁମ୍ବାଇ ପୋଲିସକୁ ବଦନାମ୍‌ କରିବା ଲାଗି ତିଆରି ହୋଇଥିଲା ୮୦ ହଜାରରୁ ଅଧିକ ଫେକ୍‌ ଆକାଉଣ୍ଟ

ମୁମ୍ବାଇ, ୬।୧୦: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ଖବର ଯୋଡ଼ି ହେବାରେ ଲାଗିଛି। ଏବେ ମୁମ୍ବାଇ ପୋଲିସ ପକ୍ଷରୁ ନୂଆ…