ମୁମ୍ବାଇ: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ୭୮ ବର୍ଷରେ ପାଦ ରଖିଛନ୍ତି । ଏହି ଅବସରରେ ସବୁ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।…
ପ୍ୟାରିସ୍, ୧୧।୧୦: ଫ୍ରାନ୍ସରେ ମଝି ଆକାଶରେ ୨ ଛୋଟ ବିମାନ ମଧ୍ୟରେ ଧକ୍କା ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା…
ହାଇଦ୍ରାବାଦ, ୧୧।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍, ଜଗନମୋହନ ରେଡ୍ଡୀ ସୁପ୍ରିମ୍କୋର୍ଟର ବରିଷ୍ଠ ବିଚାରପତି ଏନ.ଭି. ରମନାଙ୍କ ବିରୋଧ ଅଭିଯୋଗ ଆଣିଛନ୍ତି। ସେ ଏନେଇ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି…
ମସ୍କୋ,୧୧।୧୦: କିଛିଦିନର ଯୁଦ୍ଧ ପରେ ଶନିବାର ଅସ୍ତ୍ରବିରତି ଲାଗି ରାଜି ହୋଇଛନ୍ତି ଆର୍ମେନିଆ ଓ ଆଜରବୈଜାନ୍। ଦୁଇଦେଶର କୂଟନୀତିଜ୍ଞ ଏନେଇ ଘୋଷଣା କରିଛନ୍ତି। ଅସ୍ତ୍ରବିରତି ସହ ଦୁଇଦେଶ…
ନୂଆଦିଲ୍ଲୀ,୧୧।୧୦: ଟିଭି ରେଟିଂ ପଏଣ୍ଟ (ଟିଆର୍ପି) ଦୁର୍ନୀତିକୁ ନେଇ ମୁମ୍ବାଇ ପୋଲିସ ପକ୍ଷରୁ ଅକ୍ଟୋବର ୯ରେ ସମନ ଜାରି କରାଯିବା ପରେ ଏହାକୁ ବିରୋଧ କରି ରିପବ୍ଲିକ…
ନୂଆଦିଲ୍ଲୀ, ୧୧ା୧୦: ହାଥ୍ରସ ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ପୋଲିସ ଓ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ସାରା ଦେଶରେ ସମାଲୋଚନା ଥମିନାହିଁ। ଏଭଳି ସ୍ଥିତିରେ ବଳାତ୍କାର,…
ନୂଆଦିଲ୍ଲୀ,୧୧।୧୦: କୋଭିଡ୍-୧୯ ଯୋଗୁ ଉପୁଜିଥିବା ସଙ୍କଟ ସମୟରେ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ସରକାର ୬ ମାସର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ଅବଧିରେ ବ୍ୟାଙ୍କଗୁଡ଼ିକ…
ବାଲେଶ୍ୱର ଅଫିସ, ୧୧।୧୦-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକରେ ଚାଷୀମାନେ ଖରିଫ ଚାଷ କରି ଚିନ୍ତାରେ ପଡ଼ିଛନ୍ତି। ନିମ୍ନମାନର ବିହନ ସେମାନଙ୍କ ପାଇଁ କାଳ ପାଲଟିଛି। ନିର୍ଦ୍ଧାରିତ ସମୟ…
କେନ୍ଦୁଝର,୧୧।୧୦ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ପ୍ରାକୃତିକ ଝରଣା, ଜଳପ୍ରପାତ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ। ଆଉ ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । କିନ୍ତୁ କରୋନା…