ଜିଏସ୍‌ଟି ଋଣ ଭାର ରାଜ୍ୟ ଉପରେ ଲଦିବା କେନ୍ଦ୍ରର ବର୍ବରତା ହେବ: ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ

କୋଲକାତା,୩୧।୮: କୋଭିଡ୍‌-୧୯ ଯୋଗୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ସଂଗ୍ରହ ଅଢ଼େଇ ଲକ୍ଷ କୋଟି କମିବ। ଅପରପକ୍ଷରେ ରାଜ୍ୟଗୁଡିକ କ୍ଷତିପୂରଣ ଦେବା ଲାଗି ୩ ଲକ୍ଷ କୋଟି…

ନେଟ୍ସରେ ଅଭ୍ୟାସ କରିବାକୁ ଡର ଲାଗିଥିଲା: କୋହଲି

ଦୁବାଇ,୩୧।୮(ପି.ଟି): ଦୀର୍ଘ ୫ ମାସ ପରେ ପ୍ରଥମଥର ପାଇଁ ନେଟ୍ସରେ ଅଭ୍ୟାସ କରିବାକୁ ଡର ଲାଗିଥିଲା ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ତେବେ ଇଣ୍ଡିଆନ…

ଚଳିତ ସପ୍ତାହରେ ହୋଇପାରେ ଏଜିଆର୍‌ ଶୁଣାଣି

ନୂଆଦିଲ୍ଲୀ,୩୧।୮: ଚଳିତ ସପ୍ତାହରେ ଟେଲିକମ୍‌ କମ୍ପାନୀଗୁଡିକର ଆଡ୍‌ଜଷ୍ଟେଡ ଗ୍ରସ ରେଭେନ୍ୟୁ(ଏଜିଆର୍‌) ମାମଲାର ଶୁଣାଣି ହୋଇପାରେ ବୋଲି ଆଶା କରାଯାଉଛି। ଏହି ମାମଲା ଭୋଡାଫୋନ-ଆଇଡିଆ କମ୍ପାନୀର ଭାଗ୍ୟ ନିର୍ଦ୍ଧାରଣ…

ପ୍ରଶାନ୍ତଙ୍କ ରାୟର ପୁନର୍ବିଚାର ହେଉ

ନୂଆଦିଲ୍ଲୀ, ୩୧।୮: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ପ୍ରତି ହୋଇଥିବା ରାୟର ପୁନର୍ବିଚାର ଲାଗି ଅନୁରୋଧ କରି ୧୨୨ ଜଣ ଆଇନ ଛାତ୍ରୀଛାତ୍ର…

ଏନ୍‌ସିଏଲ୍‌ଟି ମାମଲାରେ ଅନୀଲ ଅମ୍ବାନୀଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୩୧।୮: ଅନୀଲ ଅମ୍ବାନୀଙ୍କ ଗ୍ରୁପ କମ୍ପାନୀକୁ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)କୁ ପଠାଇବା ମାମଲାରେ ତାଙ୍କୁ ବର୍ତ୍ତମାନ ଆଶ୍ୱସ୍ତି ମିଳିଛି। ଅନୀଲଙ୍କ ଗ୍ରୁପର ରିଲାଏନ୍ସ ହୋମ୍‌ ଫାଇନାନ୍ସ…

୨୦୨୦ରେ ହେବନି ଜନଗଣନା

ନୂଆଦିଲ୍ଲୀ, ୩୧।୮(ପି.ଟି.): ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମେତ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ସଂଶୋଧନ କାର୍ଯ୍ୟ ଚଳିତ ବର୍ଷ ହେବାକୁ ସ୍ଥିର ହୋଇଥିଲା। ତେବେ କରୋନା…

ଏହି ଭାରତୀୟଙ୍କୁ ଭଗବାନ ପରି ମାନେ ଚାଇନା, ଜାଣନ୍ତୁ କାହିଁକି

ଭାରତ ଏବଂ ଚାଇନା ମଧ୍ୟରେ ବର୍ତ୍ତମାନ ସୀମା ବିବାଦ ଲାଗିରହିଛି। ତେବେ ଏମିତି ଏକ ସମୟ ଥିଲା ଯେତେବେଳେ ଚାଇନାବାସୀ ଭାରତୀୟମାନଙ୍କୁ ବହୁତ ସମ୍ମାନ କରୁଥିଲେ। ଭଗବାନଙ୍କ…

ଖେଳନା ନୁହେଁ ‘ପରୀକ୍ଷା ପେ ଚର୍ଚ୍ଚା’ ଶୁଣିବାକୁ ଚାହାନ୍ତି ଛାତ୍ରୀଛାତ୍ର

ନୂଆଦିଲ୍ଲୀ, ୩୧।୮(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଖେଳନା ଉପରେ ବହୁତ କଥା କହିଛନ୍ତି। ଷ୍ଟାର୍ଟଅପ୍‌ମାନେ ଖେଳନା ଉତ୍ପାଦନରେ ସାମିଲ ହେବା ଲାଗି…

ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସେପ୍ଟେମ୍ବର ୩ରେ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ବୈଠକରେ ଋଣ ପୁନର୍ଗଠନ ଯୋଜନା ଉପରେ ସମୀକ୍ଷା ହେବ…

ବିଶ୍ୱର ଖେଳନା ହବ୍‌ ହୋଇପାରିବ ଭାରତ

ନୂଆଦିଲ୍ଲୀ, ୩୧।୮(ପି.ଟି.): ବିଶ୍ୱରେ ୭ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖେଳନା ବଜାର ରହିଥିବାବେଳେ ଏଥିରେ ଭାରତର ଅଂଶ ନଗଣ୍ୟ। ଭାରତକୁ ବିଶ୍ୱର ଖେଳନା କେନ୍ଦ୍ରରେ ପରିଣତ…