କେମିତି କମିବ କୋଭିଡ୍‌ ପ୍ରଭାବ; ସୂତ୍ର ଦେଲା ଆଇଏମ୍‌ଏଫ୍‌

ଓ୍ବାଶିଂଶନ, ୧୨।୯ : ଭାରତର ଅଭିବୃଦ୍ଧି କ୍ଷେତ୍ରରେ କୋଭିଡ୍‌-୧୯ ମହାମାରୀ ଜନିତ ପ୍ରଭାବ ଏକ ପ୍ରତିବନ୍ଧକ ଭାବେ ଉଭା ହୋଇଛି। କୋଭିଡ୍‌ ଝଟକା ଭାରତ ପାଇଁ ଅପ୍ରତ୍ୟାଶିତ।…

ଅଧିକ ରିଟର୍ନ ଦେବା ଆଳ; ଠକି ନେଇଗଲେ ନିବେଶକଙ୍କ ୪୨ ହଜାର କୋଟି

ନୂଆଦିଲ୍ଲୀ, ୧୨।୯ : ଦେଶର ବିଭିନ୍ନ ରାଜ୍ୟରେ ନିବେଶକଙ୍କୁ ୪୨ ହଜାର କୋଟି ଟଙ୍କା ଠକେଇର ଏକ ମାମଲା ସାମ୍ନାକୁ ଆସିଛି। ‘ବାଇକ ବୁଟ୍‌’ ନାମରେ ଚିଟ୍‌…

ଫେରୁଛି ଚାହିଦା; ପାସେଞ୍ଜର ଯାନ ବିକ୍ରି ୧୪% ବୃଦ୍ଧି

ନୂଆଦିଲ୍ଲୀ,୧୨।୯ : ଚଳିତ ବର୍ଷ ଅଗଷ୍ଟ ମାସରେ ସାରା ଦେଶରେ ପାସେଞ୍ଜର ଯାନ ବିକ୍ରି ୧୪.୧୬% ବୃଦ୍ଧି ଘଟିଛି। ପୂର୍ବ ମାସଗୁଡିକ ତୁଳନାରେ ଚାହିଦା ପରିବର୍ତ୍ତନ ହେବାରୁ…

୧୧.୫% ଖସିବ ଜିଡିପି:ମୁଡିସ୍‌

ନୂଆଦିଲ୍ଲୀ, ୧୨।୯ : ଚଳିତ ଆର୍ଥତ୍କ ବର୍ଷରେ ଭାରତର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୧୧.୫% ଖସିବ ବୋଲି ରେଟିଂ ଏଜେନ୍ସି ମୁଡିସ୍‌ ଏହାର ପରିବର୍ତ୍ତିତ ଆକଳନରେ କହିଛି।…

ରାଜ୍ୟଗୁଡ଼ିକୁ ୬୧୯୫ କୋଟି

ନୂଆଦିଲ୍ଲୀ, ୧୨।୯ : କେନ୍ଦ୍ର ସରକାର ୧୪ ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜସ୍ବ ନିଅଣ୍ଟ କ୍ଷେତ୍ରରେ ଗ୍ରାଣ୍ଟର ମାସିକ କିସ୍ତି ଭାବେ ଏଭଳି…

ଶିଳ୍ପ ଉତ୍ପାଦନ ୧୦.୪% ଖସିଲା

ନୂଆଦିଲ୍ଲୀ, ୧୨।୯ : କୋଭିଡ୍‌-୧୯ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ଝଟକା ଦେଇଛି। ଭାରତୀୟ ବଜାରରେ ଲାଗୁ ହୋଇଥିବା ଲକ୍‌ଡାଉନ କାରଣରୁ ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ଚଳିତ…

ଘୁଞ୍ଚିବ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ, ୧୨।୯ : ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦର ପରବର୍ତ୍ତୀ ବୈଠକ ଅକ୍ଟୋବର୫କୁ ଘୁଞ୍ଚିବ। ପ୍ରକ୍ରିୟା ସହ ଜଡିତ ୨ ଜଣ ବ୍ୟକ୍ତି ବିଶେଷ…

ଷ୍ଟାର୍ଟ ଅପ୍‌ ର଼୍ୟାଙ୍କିଙ୍ଗ୍‌-୨୦୧୯: ଲିଡର୍ସ ରାଜ୍ୟ ବର୍ଗରେ ଓଡ଼ିଶା

ନୂଆଦିଲ୍ଲୀ,୧୨।୯ : ଷ୍ଟାର୍ଟ ଅପ୍‌ ର଼୍ୟାଙ୍କିଙ୍ଗ୍‌-୨୦୧୯ର ଦ୍ୱିତୀୟ ସଂସ୍କରଣକୁ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଉନ୍ମୋଚନ କରିଛନ୍ତି।…

ଓଡ଼ିଶା ଏଫ୍‌ସି ଦଳରେ ଟ୍ରଟ୍‌

ଭୁବନେଶ୍ୱର, ୧୨।୯(କ୍ରୀଡ଼ା ପ୍ରତିନିଧି): ଅଷ୍ଟ୍ରେଲିଆନ ସେଣ୍ଟ୍ରାଲ୍‌ ବ୍ୟାକ୍‌ ଜ୍ୟାକବ ଟ୍ରଟ୍‌ଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫସି। ଫଳରେ ଏହି ଅଷ୍ଟ୍ରେଲୀୟ ଡିଫେଣ୍ଡର ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ…

ପ୍ରଥମ ମ୍ୟାଚ୍‌ ଖେଳିବେ ମୋର୍ଗାନ, କୁମିନ୍ସ: କେକେଆର

ଆବୁଧାବି,୧୨।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ର ପ୍ରଥମ ମ୍ୟାଚରେ ଇଂଲଣ୍ଡର ଇଅନ ମୋର୍ଗାନ ଓ ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ଖେଳିବେ। ଏ…