୧୫ ଡିଗ୍ରୀ ତଳେ ରାଜ୍ୟର ୧୧ ସହର

ଭୁବନେଶ୍ୱର, ୩୦।୧୧(ବ୍ୟୁରୋ): ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। ସୋନପୁର ରାଜ୍ୟର ସବୁଠୁ ଥଣ୍ଡା…

ରାଜ୍ୟରେ ପୁଣି ୪୧୮ କରୋନା ପଜିଟିଭ୍‌ ଚିହ୍ନଟ, ୫ ମୃତ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୪୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୪୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୭୭ ଜଣ…

ଜୋ ବାଇଡେନ୍‌ଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ଆଉ ଜଣେ ଭାରତୀୟ-ଆମେରିକୀୟ

ୱାଶିଂଟନ,୩୦ ।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ନିଜ ଟିମ୍‌ରେ ଅଧିକରୁ ଅଧିକ ଭାରତୀୟ ମୂଳ ବାସିନ୍ଦାଙ୍କୁ ସାମିଲ କରୁଥିବା ଲକ୍ଷ୍ୟ କରାଯାଉଛି ।…

ଦେଶରେ ୧୫ଦିନ ମଧ୍ୟରେ ୪ର୍ଥଥର ୪୦ହଜାରୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ: ୯୪ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩୦।୧୧: ଭାରତରେ କରୋନା ପ୍ରକୋପ ଜାରି ରହିଛି। ଗତ କିଛି ଦିନ ହେବ କେତେକ ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାର…

୧୦୦ କୋଟିର ମାନହାନି ମାମଲା ଦାଏର କରିବାକୁ ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ଚେତାବନୀ

ନୂଆଦିଲ୍ଲୀ,୩୦।୧୧: ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ୧୦୦ କୋଟି ଟଙ୍କାର ମାନହାନି ମାମଲା ଦାଏର କରିବାକୁ ଚେତାବନୀ ଦିଆଯାଇଛି। ତୃତୀୟ ପର୍ଯ୍ୟାୟରେ କରୋନା ପ୍ରତିଷେଧକ ଟିକା ଦିଆ ଯାଇଥିବା…

ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୩୦।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ଦାରୁଦିଅଙ୍କୁ ସୁନା…

ଶିବସେନାରେ ଯୋଗଦେବେ ଉର୍ମିଳା!

ମୁମ୍ବାଇ,୩୦ ।୧୧: ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ମଙ୍ଗଳବାର ଶିବସେନାରେ ଯୋଗ ଦେଇ ପାରନ୍ତି ବୋଲି କହିଛନ୍ତି ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ…

ଗୁରୁନାନକ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୩୦।୧୧: ସାରା ଦେଶରେ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ସହ ଗୁରୁନାନକ ଜୟନ୍ତୀ ପାଳନ କରାଯାଉଛି। ଗୁରୁ ନାନକ ଦେବ ହେଉଛନ୍ତି ଶିଖ୍‌ ଧର୍ମର ପ୍ରତିଷ୍ଠାତା ଏବଂ ଶିଖ୍‌…

ପୃଥିବୀ ଇତିହାସରେ ପ୍ରଥମ: ବାୟୁ ପ୍ରଦୂଷଣ ମୃତ୍ୟୁ ମାମଲାରେ ହେବ ବିଚାର

ଲଣ୍ଡନ,୩୦।୧୧: ପୃଥିବୀ ଇତିହାସରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ ଯୋଗୁ ମୃତ୍ୟୁ ଘଟିଥିବା ଏକ ମାମଲାର ବିଚାର କରାଯିବ। ବ୍ରିଟେନ୍‌ ହାଇକୋର୍ଟରେ ସୋମବାର ଏଭଳି ଏକ…

ମାତ୍ର ୧୦ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ମାସିକ ୫୦ ହଜାର କରିପାରିବେ ରୋଜଗାର

କୌଣସି ଏକ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି କି, ତେବେ ଆଜି ଆମେ ଆପଣଙ୍କୁ ଏକ ବ୍ୟବସାୟ ବିଷୟରେ କହିବୁ ଯାହାକୁ ଆପଣ ସହଜରେ ଆରମ୍ଭ କରିପାରିବେ।…