କରୋନା ଭ୍ୟାକ୍ସିନକୁ ନେଇ ସତର୍କ କଲା ଇଣ୍ଟରପୋଲ!

ଲଣ୍ଡନ,୬ ।୧୨: କରୋନା ଭାଇସରଠାରୁ ଦୂରେଇ ରହିବାକୁ ବିଶ୍ୱବାସୀଙ୍କୁ ଖୁବ୍‌ଶୀଘ୍ର ଏହାର ଭ୍ୟାକ୍ସିନ ମିଳିଯିବ ବୋଲି କୁହାଯାଉଛି । ହେଲେ ଏହା ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା…

ମାରାଡୋନାଙ୍କ ନାମରେ ଷ୍ଟାଡିୟମର ନାମକରଣ

ନାପଲ୍ସ, ୬ା୧୨ (ଏପି)-ଇଟାଲିଆନ କ୍ଲବ ନାପୋଲି ଏହାର ପୂର୍ବତନ ଅଧିନାୟକ ଡଏଗୋ ମାରାଡୋନାଙ୍କୁ ସମ୍ମାନିତ କରିବାକୁ ଯାଇ ନିଜ ଷ୍ଟାଡିୟମର ନାମ ବଦଳାଇ ଦେଇଛି। ନାପଲ୍ସ ସିଟି…

କ୍ୟାଟ୍ରିନାଙ୍କ ଭଉଣୀ ପ୍ରେମରେ ସଲମାନ | Cine Jhalak | Dharitri Live

ଏଥର ‘ସିନେ ଝଲକ’ରେ ଦେଖିବା - * ଆରମ୍ଭ ହେବ ରାମସେତୁ ସୁଟିଂ,ଅକ୍ଷୟଙ୍କୁ ଅନୁମତି ଦେଲେ ଯୋଗୀ ସରକାର * କୃଷକ ଆନ୍ଦୋଳନ ପାଇଁ ବଲିଉଡରେ ଟୁଇଟ…

ଜିଲା କୃଷକ ସଂଘର ରାସ୍ତାରୋକୋ ଆନ୍ଦୋଳନ: ୧୫ ଗିରଫ

ଦେବଗଡ,୬ା୧୨(ଡ଼ି.ଏନ୍‌.ଏ.)- ପଶ୍ଚିମ ଓଡିଶା କୃଷକ ସଙ୍ଗଠନର ଆହ୍ବାନ କ୍ରମେ କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିର ଦୃଢ ପ୍ରତିବାଦ କରାଯିବା ସହ ଚାଷୀଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ…

ପ୍ରଥମ ଟେଷ୍ଟ: ଇନିଂସ ବିଜୟର ଦ୍ୱାରଦେଶରେ ନ୍ୟୁଜିଲାଣ୍ଡ

ହାମିଲଟନ,୬।୧୨(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଇନିଂସ ବିଜୟର ଦ୍ୱାରାଦେଶରେ ପହଞ୍ଚିଛି। ତେବେ ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜର ଦୁଇ ବ୍ୟାଟ୍ସମ୍ୟାନ ଜର୍ମେନ ବ୍ଲାକଉଡ୍‌…

କୋରେ ଆଣ୍ଡରସନଙ୍କ ଅବସର

ଖ୍ରୀଷ୍ଟଚର୍ଚ୍ଚ, ୬ା୧୨ (ପି.ଟି.)-ବାରମ୍ବାର ଆଘାତଜନିତ ସମସ୍ୟାରେ ରହିବାପରେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କୋରେ ଆଣ୍ଡରସନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ର ମେଜର…

କୃଷକ ଧର୍ମଘଟକୁ ୧୦ ଶ୍ରମିକ ସଙ୍ଗଠନର ସମର୍ଥନ

ନୂଆଦିଲ୍ଲୀ: କୃଷକ ସଙ୍ଗଠନଗୁଡିକ ପକ୍ଷରୁ ୮ ଡିସେମ୍ବରରେ ଦିଆଯାଇଥିବା ଧର୍ମଘଟ ଡାକରାକୁ ଦେଶର ୧୦ ପ୍ରମୁଖ ଶ୍ରମିକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ଶ୍ରମିକ ସଙ୍ଗଠନଗୁଡିକ ୨୬ ନଭେମ୍ବରରେ…

ଚିକଲେନ ବୁଡି କ୍ରିକେଟ ଟୁର୍ନାମେଣ୍ଟ: ମତୁଆଲଗୁଡା ଚାମ୍ପିୟନ

ଜୁନାଗଡ,୬।୧୨(ଡି.ଏନ୍‌.ଏ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଗୌଡଛେଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗଁାରେ ଗତ ନଭେମ୍ବର ୨୫ତାରିଖଠାରୁ ଚାଲିଥିବା ମା’ ଚିକଲେନ ବୁଡି କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ…

ଜିଏସ୍‌ଟି କ୍ଷତିପୂରଣ ମତଭେଦ ଟଳିଲା; ପ୍ରଥମ ବିକଳ୍ପକୁ ରାଜ୍ୟଗୁଡ଼ିକର ସମ୍ମତି

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ନେଇ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ରହିଥିବା ମତଭେଦ ଏବେ ସମାଧାନ ହୋଇଛି।…

୩୫ ବର୍ଷରେ ଧାଓ୍ବନ

ନୂଆଦିଲୀ,୬।୧୨: ଭାରତୀୟ ଅଭିଜ୍ଞ ଓପନର ଶିଖର ଧାଓ୍ବନ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଶନିବାର ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ଯୁବରାଜ ସିଂଙ୍କଠାରୁ…