ଆଉ ଜଣେ ଖେଳାଳି ପଜିଟିଭ୍‌: ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ପ୍ରଥମ ଦିନିକିଆ ସ୍ଥଗିତ

କେପ୍‌ଟାଉନ (ଦକ୍ଷିଣ ଆଫ୍ରିକା), ୫ା୧୨ (ଏପି)-କୋଭିଡ୍‌ ଟେଷ୍ଟରେ ଆଉ ଜଣେ ଖେଳାଳି ପଜିଟିଭ୍‌ ହେବାରୁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ…

ଇଣ୍ଡିଆନ ସୁପରଲିଗ୍‌: ବେଙ୍ଗାଲୁରୁର ପ୍ରଥମ ବିଜୟ

ବାମ୍ବୋଲିମ୍‌,୫।୧୨: ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫ୍‌ସି ୧-୦ ଗୋଲରେ ଚେନ୍ନାଇନ୍‌ ଏଫ୍‌ସିକୁ ପରାସ୍ତ କରିଛି। ଗୋଆର ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ଅନୁଷ୍ଠିତ…

କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌: ଜାଡେଜାଙ୍କ ସ୍ଥାନରେ ଖେଳିଲେ ଚହଲ

କାନବେରା,୫।୧୨(ପି.ଟି.): ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରଥମେ ଭାରତୀୟ ଦଳରେ ସାମିଲ ନ ଥିଲେ। ପ୍ରଥମ ଟି୨୦ ମ୍ୟାଚ୍‌ରେ କନ୍‌କସନ ସବ୍‌ଷ୍ଟିଚ୍ୟୁଟ ହିସାବରେ ଚହଲ ରବୀନ୍ଦ୍ର ଜାଡେଜାଙ୍କ…

ପ୍ରଥମ ଟେଷ୍ଟ: ଓ୍ବିଲିୟମସନଙ୍କ ଦ୍ୱିଶତକ

ହାମିଲଟନ,୫।୧୨(ଏପି): ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଦମ୍‌ଦାର ଦ୍ୱିଶତକ ବଳରେ ନୁଜିଲାଣ୍ଡ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ତା’ର ସ୍ଥିତି ଦୃଢ କରିଛି। ଶୁକ୍ରବାର ଦ୍ୱିତୀୟ ଦିନରେ…

ମୃତ୍ୟୁକୁ ହରାଇବାକୁ ଯୋଜନା କରିଥିଲେ ମାଇକେଲ ଜ୍ୟାକସନ

ମାଇକେଲ ଜ୍ୟାକସନଙ୍କୁ କିଏ ବା ନ ଜାଣେ। କିନ୍ତୁ ସେ ମୃତ୍ୟୁକୁ ହରାଇବା ଲାଗି କରିଥିଲେ ଯୋଜନା। ଏହି ମହାନ ଡ୍ୟାନ୍‌ସର ଓ ପପ୍‌ ସିଙ୍ଗର ଚାହୁଁଥିଲେ…

ଚାଇନା କ୍ୟାମ୍ପରେ ଉଇଗର ମୁସଲମାନଙ୍କୁ ଦିଆଯାଉଛି ଘୁଷୁରି ମାଂସ

ବେଜିଂ,୪।୧୨ : ଧିରେ ଧିରେ ପଦାକୁ ଆସୁଛି ଉଇଗର ମୁସଲମାନଙ୍କ ପ୍ରତି ଚାଇନାର ଦମନକାରୀ ନୀତି। ଚାଇନାର ରି-ଏଜୁକେଶନ କ୍ୟାମ୍ପରେ ରହୁଥିବା ଉଇଗର ମୁସଲମାନଙ୍କୁ ଘୁଷୁରି ମାଂସ…

ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ,୪ା୧୨(ପି.ଟି.)-କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା କୃଷକମାନେ ଆସନ୍ତା ୮ ତାରିଖରେ ଭାରତ ବନ୍ଦ କରିବାକୁ ଡାକରା ଦେଇଛନ୍ତି। ଗୁରୁବାର କେନ୍ଦ୍ର…

ନ୍ୟୁଜିଲାଣ୍ଡରେ ଟ୍ରେନିଂ ପାଇଁ ଅନୁମତି ପାଇଲା ନାହିଁ ପାକିସ୍ତାନ

ଓ୍ବେଲିଂଟନ,୪।୧୨: ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ପାକିସ୍ତାନ କ୍ରିକେଟ ଦଳକୁ ଟ୍ରେନିଂ ପାଇଁ ଅନୁମତି ମିଳି ନାହିଁ। ଦଳର ୮ଜଣ ସଦସ୍ୟ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ଜଣାପଡ଼ିବା ପରେ…

ପ୍ରତି ଶନିବାର ହାଇକୋର୍ଟ ସମେତ ସବୁ କୋର୍ଟ ବନ୍ଦ

କଟକ ଅଫିସ, ୪ା୧୨- ଚଳିତ ମାସର ପ୍ରତି ଶନିବାର କୋର୍ଟ କାର୍ଯ୍ୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିଷ୍ପତ୍ତିକ୍ରମେ ହାଇକୋର୍ଟ ଏହି ବିଜ୍ଞପ୍ତି…

ବୋଲେରୋ ଧକ୍କାରେ ଜଳିଗଲା ବାଇକ୍‌: ସ୍ବାମୀ, ସ୍ତ୍ରୀ ଓ ପୁଅ ମୃତ

ବଲାଙ୍ଗୀର ଅଫିସ/ଗୁଡଭେଲା, ୪ା୧୨(ଡି.ଏନ.ଏ.)-ବଲାଙ୍ଗୀର ଜିଲା ତୁଷୁରା-ଦେଉଳଗୁଡି ମୁଖ୍ୟରାସ୍ତାର ଜମ୍ଭେଲ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସାଢ଼େ ୨ଟାରେ ଏକ ବୋଲେରୋ ଗାଡ଼ି ସାମ୍ନାପଟରୁ ଆସୁଥିବା ଏକ ବାଇକ୍‌କୁ…