ରାସ୍ତାରୁ ହାତଗୋଡ଼ ବନ୍ଧା ଅଚିହ୍ନା ଯୁବକଙ୍କ ମୃତଦେହ ଜବତ କଲା ପୋଲିସ

ଲଖନପୁର,୧୭ା୧୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରୁ ସୁନ୍ଦରଗଡ଼ ଯାଇଥିବା ଗ୍ରୀଣ୍ଡୋଲା-କାଉଧର ରାସ୍ତାରୁ ପୋଲିସ ଏକ ଅଚିହ୍ନା ଯୁବକଙ୍କ ମୃତଦେହ ଜବତ କରିଛି। ମୃତ ଯୁବକଙ୍କ…

ଚାଇନା-ଅଷ୍ଟ୍ରେଲିଆ ବିବାଦ: ୪୦ ଭାରତୀୟ ନାବିକ ୪ ମାସ ଧରି ଜଳବନ୍ଦୀ

ନୂଆଦିଲ୍ଲୀ,୧୭।୧୨: ଚାଇନା ଅଷ୍ଟ୍ରେଲିଆ ମଧ୍ୟରେ ବିବାଦ ଜାରି ରହିଛି। ଏହାଯୋଗୁ ୪୦ ଭାରତୀୟ ନାବିକ ଚାଇନା ସାଗରରେ ଦୀର୍ଘ ୪ ମାସ ଧରି ଗୋଟିଏ ସ୍ଥାନରେ ଭାସମାନ…

ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ କେଉଁଠି ରହିବେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୭ା୧୨: ଡିସେମ୍ବର ଶେଷ ହେବା ସହିତ ଆମେରିକା ରାଷ୍ଟ୍ରପତି ଭବନରୁ ଡୋନାଲ୍ଡ ଟ୍ରମ୍ପ୍‌ ବିଦା ହେବାର ସମୟ ମଧ୍ୟ ଆସିଯାଉଛି। ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍‌…

କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ: କରିପାରିବେନି କୌଣସି ରାସ୍ତା ବନ୍ଦ

ନୂଆଦିଲ୍ଲୀ,୧୭ ।୧୨:କେନ୍ଦ୍ରର କୃଷି ଆଇନକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି କରାଯାଉଛି । ଶୁଣାଣି ସମୟରେ ମୁଖ୍ୟ ବିଚାରପତି(ସିଜେଆଇ) ଏଏସ୍ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ…

ବିରାଟ କୋହଲିଙ୍କ ହାତରୁ ବୋହିଲା ରକ୍ତ: ଭାରତ ୪୦ ଓଭରରେ ୭୨/୨

ଆଡିଲେଡ,୧୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦିବାରାତ୍ର ପ୍ରଥମ ଟେଷ୍ଟ ଆଡିଲେଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି।…

ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନବୀନଙ୍କ ସୁପାରିସ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ବରିଷ୍ଠ ଆଇଏଫଏସ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିସ…

କରୋନା ଯୋଦ୍ଧା, ବୟସ୍କଙ୍କୁ ମାଗଣା ଟିକା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ। ଏନେଇ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଦେଶରେ…

ଘର ସଫେଇ ପାଇଁ ଉଲଗ୍ନ ମହିଳା ଯୋଗାଉଛି ଏହି କମ୍ପାନୀ, ପ୍ରତି ଘଣ୍ଟାକୁ ନେଉଛି ଏତିକି ଚାର୍ଜ

ଘର ସଫା କରିବା ପାଇଁ ବିଭିନ୍ନ ଏଜେନ୍ସି ଅଛି, ଯାହା ସୁଇପର ସୁବିଧା ଯୋଗାଇଥାଏ। ମାତ୍ର ଆଜିକାଲି ଏକ କମ୍ପାନୀ ଏହାର ଅଜବ ଅଫର ଯୋଗୁ ଚର୍ଚ୍ଚାରେ…

ଶୂନରେ ଆଉଟ୍‌ ହେଲେ ପୃଥ୍ବୀ ଶ: ଲୋକେ କହିଲେ ‘ଗୋଟିଏ ବଲ୍‌ରେ ସଚିନ-ସେହଓ୍ବାଗ-ଲାରାଙ୍କ ଉଇକେଟ୍‌ ନେଇଗଲେ ଷ୍ଟାର୍କ

ଆଡିଲେଡ,୧୭।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛି। ଯୁବ ଓପନର ପୃଥ୍ବି ଶଙ୍କୁ ସୁଯୋଗ ମିଳିଥିବା ବେଳେ ପ୍ରଥମ ପାଳିରେ ସେ…

ଅସନ୍ତୁଷ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବ କଂଗ୍ରେସ: ଡିସେମ୍ବର ୧୯ରେ ନେତାଙ୍କୁ ଭେଟିପାରନ୍ତି ସୋନିଆ

ନୂଆଦିଲ୍ଲୀ,୧୭।୧୨: କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ନେଇ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଅସନ୍ତୁଷ୍ଟଙ୍କୁ ଚୁପ କରାଇବା ପାଇଁ କଂଗ୍ରେସ ପକ୍ଷରୁ ନୂଆ ଯୋଜନା କରାଯାଇଛି। ଡିସେମ୍ବର…